Daily news update , Real odisha local news

ଶେଷକିସାନ ଙ୍କ ବାହାଘର ପରେ ପ୍ରଥମ ଥର ପାଇଁ ଜୟଶ୍ରୀ ହେଲେ ଅମାନିଆ…ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..

0 1,403

ବନ୍ଧୁଗଣ ଆପଣ ମାନେ ସମ୍ବଲପୁର ର ଶେଷ କିସାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ପୁଅ ଯିଏକି ବର୍ତ୍ତମାନ ଜର୍ମାନୀ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଟନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟ କି ଏତେ ବଡ଼ ମଣିଷ ଟିଏ ହୋଇଥିଲେ ମଧ୍ୟ ସେ ବିବାହ ପାଇଁ ନିଜ ଗାଁ ମାଟି କୁ ଫେରି ଆସିଥିଲେ ଆଉ ହାତ କୁ ଦି ହାତ ହେବା ପରେ ସେ ବର୍ତ୍ତମାନ ତାଙ୍କର ୟୁ ଟ୍ୟୁବ ଭିଡ଼ିଓ ଆରମ୍ଭ କରିଛନ୍ତି। ଆଉ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯେଉଁ ଥିରେ ସେ ସମସ୍ତ ଫେନ ଙ୍କ ର ସବୁ ପ୍ରଶ୍ନ ର ଉତ୍ତର ଦେଇଛନ୍ତି ଏବଂ ନିଜ ସଂଘର୍ଷମୟ ଜୀବନ ବିଷୟ ରେ ଜଣେଇଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, ଶେଷ କିସାନ ଙ୍କ ର ଜୀବନ କାହାଣୀ ବହୁତ ସଂଘର୍ଷମୟ ଏବଂ ପ୍ରେରଣା ଦାୟକ ଅଟେ। ତେବେ ସେ ଦିନେ ମୁଠେ ମୁଢି ଖାଇବା ପାଇଁ ପାଉ ନଥିଲେ ଆଉ ଆଜି ସେ ପ୍ରାୟ ୩୦ ଲକ୍ଷ ଟଙ୍କା ର ଏକ ମହଲା କୁ ଦାନ କରି ଦେଇଛନ୍ତି। ତେବେ ସେ କହିଛନ୍ତି କି , ପିଲା ଦିନ ରୁ ସେ ତାଙ୍କର ବାପା ମା ଙ୍କୁ ହରେଇ ଥିଲେ ଆଉ ନିଜେ ବଞ୍ଚିବା ପାଇଁ ଜଣେ ଶ୍ରମିକ ଭାବ ରେ ମୂଲ ଲାଗୁଥିଲେ।ଆଉ ସେ ମୂଲ ଲାଗି ନିଜ ପାଠ ପଢା ଆରମ୍ଭ କରିଥିଲେ ମାତ୍ର ଏହିଭଳି ପାଠ ପଢିଲେ କି ସେ ବର୍ତ୍ତମାନ ଜର୍ମାନ ର ଏକ ବୈଜ୍ଞାନିକ ପଦ ରେ ନିଯୁକ୍ତ ଅଟନ୍ତି।

ତେବେ ଏହି ଭିଡ଼ିଓ ଟିରେ ସେ ୟୁ ଟ୍ୟୁବ ରେ ଲାଇଭ ଆସି ସମସ୍ତ ଙ୍କ ପ୍ରଶ୍ନ ର ଉତ୍ତର ଦେଇଛନ୍ତି। ତେବେ ସେ ପ୍ରଥମେ ଜଣେ ଭାଇ ଙ୍କୁ ଦେଖା କରିବା ପାଇଁ ଯାଇଛନ୍ତି ଆଉ ତାଙ୍କୁ ଦେଖା କରିବା ପରେ କିଛି ଖିଆ ପିଆ କରିଛନ୍ତି ଆଉ ତା ପରେ ସମସ୍ତ ଙ୍କ ର ପ୍ରଶ୍ନ ର ଉତ୍ତର ଦେଇଛନ୍ତି। ତେବେ ସେ ଏହି ଭିଡ଼ିଓ ରେ କିପରି ଭାବରେ ପାଠ ପଢ଼ୁଥିଲେ କେମିତି ଏବଂ କେଉଁ ଭଳି କାର୍ଯ୍ୟ ସବୁ କରି ଆଜି ଜର୍ମାନୀ ରେ ଜଣେ ବୈଜ୍ଞାନିକ ଅଛନ୍ତି ତାହା ସମସ୍ତ ଙ୍କୁ ସେୟାର କରିଛନ୍ତି।

ତା ସଙ୍ଗରେ ସେ କହିଛନ୍ତି କି , ସବୁକିଛି ଆମକୁ ଭଗବାନ କିମ୍ବା ବାପା ମା ଶିକ୍ଷା ଦେଇ ପାରନ୍ତି ନାହିଁ। ଏହିପରି ଅନେକ କିଛି ଜିନିଷ ଆମକୁ ନିଜେ ନିଜର ବିଶ୍ୱାସ ଆଉ ଜୀବନ ରେ କିଛି କରେଇ ଦେଖିବାର ନିଶା ଓ ଆତ୍ମ ବିଶ୍ୱାସ ହିଁ ଆମକୁ ଆଣି ବହୁତ ଉଚ୍ଚ ସ୍ଥାନରେ ପହଁଚି ଥାଏ। ତେବେ ଏହା ସହ ତାଙ୍କର ସ୍ତ୍ରୀ ଜୟଶ୍ରୀ ଙ୍କ ର ଏକ ଭିଡ଼ିଓ ଦେଖା ଯାଇଛି ଯେଉଁ ଥିରେ ସେ କଙ୍କଡା ଆଣିବା କୁ ଯାଇଥିବାର ଦେଖା ଯାଇଛି। ତେବେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.