Daily news update , Real odisha local news

ସତରେ କଣ ଏମିତି ବି ମୃତ୍ୟୁ ଆସେ? ଟ୍ରେନରେ ବସି ଯାଉଥିବା ସମୟରେ ହଟାତ ଯାତ୍ରୀ ଜଣଙ୍କ ସହ ଯାହା ହେଲା, ଜାଣି ଆପଣଙ୍କ ମୁଣ୍ଡ କାମଦେବନି

0 130

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ବ୍ୟକ୍ତି ଟ୍ରେନ ରେ ଯାତ୍ରା କରୁଥିଲେ ଆଉ ସେ ଟ୍ରେନ ର ଝରକା ପାଖରେ ବସି ନିଜ ଘର ଅଭିମୁଖେ ଯାଉଥିଲେ। କିନ୍ତୁ ଭାଗ୍ୟ ରେ କିଛି ଅଲଗା ଲେଖା ହୋଇଥିଲା ବଧେ, କାରଣ ଝରକା ପଟୁ ହଠାତ କୁଆଡୁ କେଜାଣି ମୃତ୍ୟୁ ରୂପ ରେ ଆସିଗଲା ଲୁହା ରୋଡ଼ ଆଉ ସିଧା ଆସି ବାଜିଲା ଯୁବକ ଙ୍କ ମୁଣ୍ଡରେ ପଶିଗଲା। ଦେଖୁ ଦେଖୁ ରକ୍ତ ଜୁଡୁବୁଡୁ ହୋଇଗଲେ ବ୍ୟକ୍ତି ଜଣଙ୍କ ଆଉ ସେହି ଯନ୍ତ୍ରଣା ଓ କଷ୍ଟ ରେ ଝଟପଟ ହୋଇ ଚାଲିଗଲା ତାଙ୍କର ଜୀବନ।

ତେବେ ବନ୍ଧୁଗଣ ଏହିପରି ଘଟଣା ଟି ଦେଖିବା କୁ ମିଳିଛି ରାଜଧାନୀ କାନପୁଅ ସୁପର ଫାଷ୍ଟ ଟ୍ରେନ ରେ। ଯେଉଁ ଥିରେ ଅନ୍ୟ ଯାତ୍ରୀ ଙ୍କ ସହ ହରିକେଶ କୁମାର ୟାଦବ ନାମକ ଜଣେ ବ୍ୟକ୍ତି ଯାତ୍ରା କରୁଥିଲେ।ତେବେ ସେ ଟ୍ରେନ ର ଝରକା ପାଖରେ ବସିଥିଲେ। ସବୁ କିଛି ଠିକ ଚାଲିଥିଲା ମାତ୍ର ହଠାତ ଉପରେ କଣ ହେଲା ତାହା କେହି ଜାଣି ପାରିଲେ ନାହିଁ ମାତ୍ର ଝରକା ପଟୁ ଗୋଟିଏ ଲୁହା ରୋଡ଼ ଆସି ହରିକେଶ ଙ୍କ ମୁଣ୍ଡ ରେ ପଶି ଗଲା ଏବଂ ସେ ସଂଗେ ସଂଗେ ଟଳି ପଡିଲେ। ତେବେ ଏହା ଦେଖି କେହି କିଛି ବୁଝି ପାରୁ ନଥିଲେ, ସଂଗେ ସଂଗେ ରକ୍ତ ରେ ଭିଜିଗଲେ ସେ।

ସେହିପରି କଷ୍ଟ ଓ ଯନ୍ତ୍ରଣା ରେ ଝଟପଟ ହୋଇ କିଛି ସମୟ ରେ ଚାଲିଗଲା ହରିକେଶ ଙ୍କ ଜୀବନ। ଯିଏ ଘର କୁ ଆସୁଥିଲେ ତାଙ୍କର ର ମୃତ ଦେହ ଘର କୁ ଗଲା। ତେବେ ହରିକେଶ ଙ୍କ ର ଏହିପରି ମୃତ୍ୟୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ,ଆଉ ଆଜି ଷ୍ଟେସନ ରେ ଗାଡି ଛିଡା ହେଲା ପୋଲିସ କି ହରିକେଶ ଙ୍କ ର ମୃତ ଦେହ ହସ୍ତାନ୍ତର କରାଗଲା। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ କି, ସେହି ଲୁହା ରୋଡ଼ ଟି କୋଉଠୁ ଆସି ଏହିପରି ତାଙ୍କ ଉପରେ ଲାଗିଲା ବୋଲି। ତେବେ ଘଟଣା ଟି ସମସ୍ତେ ଜାଣିବା ପରେ କହିଛନ୍ତି କି, ଏମିତିକା ମୃତ୍ୟୁ ଭଗବାନ କାହାକୁ ନଦିଅନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.