ଭିତରୁ ଆସ ମୁଁ ଆଉ ରହି ପାରୁନି- “ରିୟା ବାବୁସାନଙ୍କ Big ସିନେମା Best ସିନ୍ ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ମଣିଷ ତାର ବ୍ୟସ୍ତ ବହୁଳ ଜୀବନ ରୁ ଟିକେ ଫ୍ରି ପାଇଲେ ସେ ତାହାକୁ ସିନେମା ତଥା ଟିଭି ଦେଖି ଉପଭୋଗ କରିଥାଏ। ଏହି ସିନେମା ମାଧ୍ୟମ ରେ କେବଳ ଯେ ଆମର ମନରଞ୍ଜନ ହୋଇଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଆମେ ଅନେକ କିଛି ଶିକ୍ଷା କରିଥାଉ ମଧ୍ୟ।
ତେବେ ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ର ଯୁଗ ଆଉ ସୋସିଆଲ ମିଡ଼ିଆ ରେ ଅନେକ ସିନେମା ର ଭିନ୍ନ ଭିନ୍ନ ସିନ ସବୁ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମକୁ ଖୁବ ମଜ଼ା ଲାଗିଥାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେହିପରି ଏକ ସୁପରହିଟ ଓଡ଼ିଆ ସିନେମା ର ଏକ ସିନ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ହସିବେ ଏବଂ କାନ୍ଦି ପକେଇବେ ମଧ୍ୟ।ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ସୁନ୍ଦର ସିନ ଟି ହେଉଛି , ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି ର ସୁପରହିଟ ସିନେମା “ତୁ ଯେ ସେଇ” ର ।
ତେବେ ଏହି ସିନେମା ଟି ଖୁବ ସୁନ୍ଦର ଏବଂ ସ୍ୱାମୀ ସ୍ତ୍ରୀ ତଥା ପରିବାର ଓ ବିବାହ ର ସମ୍ପର୍କ କୁ ନେଇ ରଚିତ ଅଟେ। ଯେଉଁ ଥିରେ ଆପଣ ମାନେ ଅଭିନେତା ବାବୁସାନ , ଅଭିନେତ୍ରୀ ରିୟା ଏବଂ ଝିଲିକ ଙ୍କୁ ଦେଖିବା କୁ ପାଇବେ। ତେବେ ଏହି ସିନେମା ର ଏକ ଜବରଦସ୍ତ ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।
ତେବେ ସିନ ଟି କିଛି ଏହିପରି ରହିଛି କି, ରିୟା ଯିଏକି ଅଭିନେତ୍ରୀ ତାଙ୍କ ବାପା ଙ୍କ କଥାରେ ବାଧ୍ୟ ହୋଇ ବାବୁସାନ ଙ୍କୁ ବିବାହ କରିଛନ୍ତି। ମାତ୍ର ବାବୁସାନ ଜଣେ ଘୋଡା ମଦୁଆ ରୋଲ ପ୍ଲେ କରିଛନ୍ତି ଆଉ ସେ ପ୍ରତିଦିନ ରାତି ରେ ମଦ ପିଇ ଘରକୁ ଆସି ରିୟା ଙ୍କୁ ବହୁତ ହଇରାଣ କରୁଛନ୍ତି। ତେବେ ଏନେଇ ରିୟା ତାଙ୍କର ଜଣେ ସାଙ୍ଗ ସହ ସେୟାର କରିଛନ୍ତି ଆଉ କାନ୍ଦିଛନ୍ତି। ଅନ୍ୟ ପଟେ ଦେଖା ଯାଇଛି ଯେ, ବାବୁସାନ ସବୁବେଳେ ରିୟା ଙ୍କ ସହ ଲାଗୁଛନ୍ତି ଆଉ ଟମ ଓ ଜେରୀ ଙ୍କ ଭଳି ଦୁହିଁଙ୍କ ମଧ୍ୟରେ ଝଗଡା ଚାଲିଛି।
ତେବେ ପ୍ରତିଦିନ ମଦ ପିଇ ଆସିବାକୁ ରିୟା ସେଦିନ କବାଟ ବନ୍ଦ କରି ଦେଇଛନ୍ତି , ଆଉ ବାବୁସାନ ଘରକୁ ନପଶି ପାରି ମଦ ନିଶାରେ ପୁରା କୋଲନୀ ଲୋକ ଙ୍କୁ ହଇରାଣ କରୁଛନ୍ତି। ତେବେ ରାତି ପାହିବା ପରେ ସମସ୍ତ କୋଲନି ଲୋକେ ଆସି ରିୟା ଙ୍କୁ ତାଙ୍କ ସ୍ୱାମୀ ନାମରେ ଅଭିଯୋଗ କରୁଛନ୍ତି ଏବଂ ଭଲ ମନ୍ଦ ଗାଳି କରି ଯାଉଛନ୍ତି। ତା ଭିତରେ ଆପଣ ଅନ୍ୟ ଏକ ସିନ ମଧ୍ୟ ଦେଖିବାକୁ ପାଇବେ କି, ଗୋଟିଏ ପାଟି ରେ ବାବୁସାନ , କମେଡିଆନ ହରିହର ବସି ମଦ ପିଇଛନ୍ତି ଏବଂ ତା ମଧ୍ୟରେ କିଏ ନିଜ ସ୍ତ୍ରୀ ର କେତେ ଅତ୍ୟାଚାର ସହୁଛନ୍ତି ତାହା ବିଷୟ ରେ ଜଣେଇଛନ୍ତି। ତେବେ ଏହି ସିନ ଟି ବହୁତ ମଜାଦାର ଓ ଭାବବିହ୍ୱଳ ରହିଛି। ଆପଣ ଏହି ଭାଇରାଲ ଭିଡ଼ିଓ କୁ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।