Daily news update , Real odisha local news

CCTV ରେ ରେକର୍ଡ ହୋଇଗଲା ଏମିତି ଭିଡ଼ିଓ ନଦେଖିଲେ ବିଶ୍ବାସ କରିବେନି ଏହି ଗୋଟିଏ ଭିଡିଓ ପ୍ରତ୍ୟେକ “ପୁରୁଷ ଓ ମହିଳା” PLEASE ଏହି ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ 🙏💖👏

0 2,603

ବନ୍ଧୁମାନେ ସୋସିଆଲ ମେଡିଆରେ ନୀତିଦିନ ନାନା ପ୍ରକାରର ଭିଡ଼ିଓ ଭାଇରଲ ହେଉଛି ।ତେବେ ସେହି ସବୁ ଭିଡ଼ିଓ ଭିତରେ କିଛି ଏମିତି ଭିଡ଼ିଓ ନଜରରେ ପଡ଼ିଯାଏ ଯାହାକୁ ଦେଖିଲେ ସହଜରେ ଆଖି ହଟେଇ ହୁଏ ନାହିଁ।

ଆଉ କିଛି ଭିଡ଼ିଓ ତହେ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଖୁବ ଶିକ୍ଷଣୀୟ ଅଟେ ଆଜିର ସମାଜ ପାଇଁ ।ତେବେ ସୋସିଆଲ ମେଡିଆରେ ବର୍ତ୍ତମାନ ଗୋଟିଏ ଏମିତି ଭିଡ଼ିଓ ଦେଖିବାକୁ ମିଳୁଛି ଯେଉଁ ଭିଡ଼ିଓ ଦେଖିଲେ ନିଶ୍ଚୟ ବୁଝି ପାରିବେ କି ସେଥିରେ ଏମିତି କଣ ରହିଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଛି ।

ତେବେ ସୋସିଆଲ ମେଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ଟ୍ରେନ ଆଗରେ ଛିଡା ହେଇ ହାତ ବଡେଇ ଟ୍ରେନ କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।ଆଉ ଟ୍ରେନ ଟି ଯୁବତୀ ଙ୍କୁ ଦେଇ ଅଟକି ଯାଉଛି ଆଉ ସେହି ସମୟରେ ବହୁତ ଯାତ୍ରୀ ଟ୍ରେନରେ ଚଡି ଯାଉଛନ୍ତି ।ଆଉ ସେହି ସମୟ ର ଦୃଶ୍ୟ ଟି ଖୁବ ଭାଇରଲ ହେବାରେ ଲାଗୁଛି ଯାହାକୁ ଦେଖି ସମସ୍ତେ ଖୁବ ପ୍ରଶଂସା ବି କରୁଛନ୍ତି ।ତେବେ ଭିଡ଼ିଓ ଟିରେ ଘଟଣା ଆଉ ପଛରେ କଣ ସତ ରହିଛି ଆସନ୍ତୁ ସେ ଉପରେ ନଜର ପକାଇବା ।

ତେବେ ଆପଣ ମାନେ ଜାଣିଛନ୍ତି କରନା ମହାମାରୀ ପାଇଁ ବର୍ଷେ ପୂର୍ବରୁ ଅବସ୍ଥା କଣ ହେଇଥିଲା ।ଲୋକମାନେ ପୋକମାଛି ପରି ଜୀବନ ବିକଳରେ କୁଆଡେ କୁଆଡ଼େ ଯିବେଜନୀ ପାରୁ ନଥିଲେ ।ଆଉ ସେହି ସମୟରେ କିଛି ପ୍ରବାସୀ ନିଜ ଘରକୁ ଯିବା ପାଇଁ ଷ୍ଟେସନ ରେ ଅଟକି ଥିଲେ କିନ୍ତୁ ସେହି ସମୟରେ କୌଣସି ଟ୍ରେନ ଛିଡ଼ା ହେଉ ନଥିଲା ।ତେବେ ଏହି ଦୃଶ୍ୟ କୁ ଦେଖି ଓ ସେହି ଲୋକ ମାନଙ୍କର ଦୁଃଖ କୁ ବୁଝି ଜଣେ ଝିଅ ଯିଏ ନିଜେ ଟ୍ରେନ କୁ ଅପେକ୍ଷା କରିଥିଲେ ଷ୍ଟେସନ ରେ, ସେହି ଝିଅଟି ଏକ ଟ୍ରେନ କୁ ଅଟକାଇବା ପାଇଁ ଟ୍ରେନ ଆଗରେ ହାତ ହଲାଉଛନ୍ତି ।

ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି କି ଝିଅଟି ଯେଉଁ ଟ୍ରେନ କୁ ରୋକିବାକୁ ଚେଷ୍ଟା କରିଥିଲେ ସେହି ଟ୍ରେନ ସେହି ଷ୍ଟେସନରେ ଅଟକିବାର ନଥିଲା ।ହେଲେ ଝିଅ ଟିକୁ ଦୂରରୁ ଦେଖି ଟ୍ରେନ ଚାଳକ ଙ୍କ ହୃଦୟ ତରଳି ଯାଉଛି ଆଉ ସେ ଜରୁରୀକାଳୀନ ପରିସ୍ଥିତି ରେ ଟ୍ରେନ ଟିକୁ ଅଟକାଇ ଦେଉଛନ୍ତି ।ଏହାପରେ ଗରିବ ପ୍ରବାସୀ ଶ୍ରମିକ ମାନେ ଟ୍ରେନ ଭିତରକୁ ପ୍ରବେଶ କରୁଛନ୍ତି ।ଆଉ ବର୍ତ୍ତମାନ ସେହି ଘଟଣା ର୍ଭିଡ଼ିଓ ଟିଏ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗୁଚି ।ଯାହାକୁ ଦେଖିବା ପରେ ଝିଅଟି ଆଜିର ଯୁବ ପିଡ଼ି ଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.