ବନ୍ଧୁମାନେ ବର୍ତ୍ତମାନ ସମୟରେ ଦିନ କୁ ଦିନ ଆମ ଶରୀର ରେ ଅନେକ ଅସୁବିଧା ଦେଖା ଦେଲାଣି ।ପୂର୍ବରୁ ପିଲା ଜନ୍ମ ଦେବା ଗର୍ଭଧାରଣ କରିବା ଆଦିରେ ବିଶେଷ କିଛି ଅସୁବିଧା ଦେଖିବାକୁ ମିଳୁ ନଥିଲା ।ହେଲେ ଆଜିକାଲି ଅନେକ ସମୟରେ କନସିଭ କରିବା ବହୁତ କଷ୍ଟ ହେଇ ଗଲାଣି ।ସେଥିପାଇଁ ଅନେକ ଉପାୟ ଓ ଚିକିତ୍ସା ମଧ୍ୟ କୁହାଯାଉଛି ଜାଗା ଅନୁସାରେ ଆପଣ ରିଲେଶନ ରଖିଲେ କନସିଭ କରିବା ସହଜ ହେବ ।
ତେବେ ନାରୀ ଓ ପୁରୁଷ ଭିତରେ ଶାରୀରିକ ସମ୍ପର୍କ ରହିଲେ ଯାଏ ପିଲାଟିଏ କନସିଭ ହେଇଥାଏ ।ହେଲେ ଏହି ରିଲେଶନ କୋଉ ସମୟରେ ରଖିଲେ ଆପଣ ନିଶ୍ଚିତ ହେଇ ପାରିବେ କି କନସିଭ କରିଛନ୍ତି ବୋଲି !ବହୁତ ଲୋକ ଏହି ସମୟ ବିଷୟରେ ଜାଣି ନାହାନ୍ତି ତେବେ ସେହି ସମୟ ଟି କେଉଁ ସମୟ ଆସନ୍ତୁ ଜାଣିବା ।
ତେବେ ନାରୀ ର ପ୍ରତ୍ୟେକ ମାସରେ ପିରିୟଡ଼ ଆସିଥାଏ ଆଉ ଏହି ସମୟରେ ନାରୀ ଶରୀର ରେ ଅଣ୍ଡା ତିଆରି ହେଇଥାଏ ।ଆଉ ଏହି ଅଣ୍ଡା ସମ୍ପର୍କରେ ପୁରୁଷ ର ସ୍ପର୍ମ ଆସିଲେ ଯାଇ ନାରୀ ଟିଏ ଗର୍ଭବତୀ ହେଇଥାଏ ।ତେବେ କେହି ଦମ୍ପତି କନସିଭ କରିବାକୁ ଚାହୁଁଥିଲେ ପ୍ରଥମେ ନାରୀ ଜଣକ ନିଜ ପିରିୟଡ଼ ତାରିଖ କୁ ଚେକ କରିବା ଆବଶ୍ୟକ ।ଯେତେବେଳେ ଜଣେ ନାରୀର ପିରିୟଡ଼ ପ୍ରତ୍ୟେକ ମାସର 28 ଦିନରେ ବା 30 ଦିନ ଅନ୍ତରରେ ହେଉଛି ତେବେ ତାହାକୁ ରେଗୁଲାର ପିରିୟଡ଼ କୁହାଯାଏ ।ଆଉ ଜଣେ ନାରୀ ଏହି ପିରିୟଡ଼ ତାରିଖ କୁ ମନେ ରଖି ଅଭଲୁୟସନ ତାରିଖ ବାହାର କରିବାକୁ ପଡିଥାଏ ।
ଅଭଲ୍ୟୁସନ ତାରିଖ ଯେଉଁ ସମୟରେ ଅଣ୍ଡା ଟି ତିଆରି ହେଇଥାଏ ଆଉ ଅଭଲୁୟସନ ସମୟରେ ହିଁ ରିଲେଶନ ରଖିଲେ ଯାଇ ଗର୍ଭବତୀ ହେବାର ଖୁବ ସୁଯୋଗ ରହିଥାଏ ।ତେବେ ଆପଣ ଗୋଟିଏ ମାସର ପିରିୟଡ଼ ତାରିଖ ଓ ଅନ୍ୟ ମାସର ପିରିୟଡ଼ ତାରିଖ ମଝିରେ ଯେତେବେଳେ ଗେଭ ରହୁଥିବ ସେଥିରୁ 14 ବିୟୋଗ କରିଦେଲେ ଯେଉଁ ଦିନ ଆସିବ ସେହି ଦିନ ଆପଣଙ୍କ ର ଅଭଲ୍ୟୁସନ ତାରିଖ ଅଟେ ।ଏବେ ଆପଣ ଏହି ତାରିଖ ଜାଣି ଗଲା ପରେ ଏହି ଦିନ ଠାରୁ ଗୋଟିଏ ଦିନ ଅନ୍ତର ରେ ରିଲେଶନ ରଖିପାରିବେ ।
ତେବେ ପୁରୁଷ ର ସ୍ପର୍ମ ନାରୀ ଶରୀର ରେ 3 ରୁ 54ଦିନ ଯାଏ ଜୀବିତ ଥାଏ ।ତେଣୁ ଯେତେବେଳେ ଅଭଲ୍ୟୁସନ ତାରିଖର ଦୁଇ କି 5 ଦିନ ପରେ ପିରିୟଡ଼ ଆସିଥାଏ ଆଉ ଆପଣ ପୂର୍ବରୁ ରିଲେଶନ ରଖିଥିଲେ ନାରୀ ଶରୀର ରେ ସ୍ପର୍ମ ଟି ରହିଥାଏ ।ତେଣୁ ପିରିୟଡ଼ ଆସିବା ପରେ ଅଣ୍ଡା ସ୍ପର୍ମ ର ମିଳନ ହେଇଥାଏ ଆଉ ସେତେବେଳେ ପ୍ରେଗନେଣ୍ଟ ହେବ ସହଜ ହେଇ ଯାଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।