କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।
ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ କି, ଝିଅ ମାନଙ୍କ ର କେଉଁ ଅଙ୍ଗ ରେ କେଶ ରହିଲେ ତାହା କଣ ସଂକେତ ଦେଇଥାଏ। ଏବଂ କେଉଁଠି ଝିଅ ମାନଙ୍କ ର ବାଳ ରହିବା ଭଲ ଏବଂ କେଉଁଠି ବାଳ ରହିବା ଅଶୁଭ ହୋଇଥାଏ ବୋଲି।
୧.ଯେଉଁ ଝିଅ ମାନଙ୍କ ର କେସ ବହୁତ ଲମ୍ବା ଏବଂ ଘର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି ତାଙ୍କୁ ଶୁଭ ଫଳ ମିଳିଥାଏ ଏବଂ ଯେଉଁ ଘର କୁ ଏମାନେ ବାହା ହୋଇ ଯାଇଥାନ୍ତି ସେ ଘରେ ସବୁବେଳେ ଖୁସି ରହିଥାଏ। କେବେ ବି ତାଙ୍କର ଘରେ କୌଣସି ଧନ ସମ୍ପତ୍ତି କୁ ନେଇ ସମସ୍ୟା ହୋଇ ନଥାଏ।
୨.ସେହିପରି ଯେଉଁ ଝିଅ ମାନଙ୍କ ର ଆଖିପତା ର କେସ ପରସ୍ପର କୁ ଯୋଡ଼ି ହୋଇ ରହିଥାନ୍ତି ସେହି ଝିଅ ମାନେ ମଧ୍ୟ ଗୋଟିଏ ଘର ପାଇଁ ଶୁଭ ହୋଇଥାନ୍ତି। ଏମାନେ ଲକ୍ଷ୍ମୀମନ୍ତ ହୋଇଥାନ୍ତି ଏବଂ ଯେଉଁ କାମ ରେ ହାତ ଦେଇଥାନ୍ତି ସେହି କାମ ରେ ସଫଳତା ଏମାନ ଙ୍କୁ ନିଶ୍ଚିତ ମିଳିଥାଏ। ଏମାନେ ଯାହା ଘରକୁ ବାହା ହୋଇ ଯାଇଥାନ୍ତି ତାଙ୍କର ଘରେ ସର୍ବଦା ମା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ରହିଥାଏ।
୩.ଯେଉଁ ଝିଅ ମାନଙ୍କ ର ବକ୍ଷ ବା ଛାତି ରେ ଅଧିକ ବାଳ ରହିଥାଏ ସେମାନେ ସ୍ଵାର୍ଥପର ହୋଇଥାନ୍ତି। ନିଜର ସ୍ୱାର୍ଥ ପାଇଁ ସେ ଅନେକ କିଛି ଏହିପରି କାର୍ଯ୍ୟ କରିଥାନ୍ତି ଯାହା ଦ୍ୱାରା ସେମାନେ ଅନ୍ୟ ଙ୍କୁ ସମସ୍ୟା ରେ ପକାଇ ଥାନ୍ତି। ଏହି ଝିଅ ମାନେ ଏତେ ଶୁଭ ହୋଇ ନଥାନ୍ତି ମାତ୍ର ଜେଲସି ନିହାତି ହୋଇଥାନ୍ତି।
୪.ଯେଉଁ ଝିଅ ମାନଙ୍କ ର ହାତ ଗୋଡ଼ ରେ ଆବଶ୍ୟକତା ଠାରୁ ଅଧିକ କେସ ରହିଥାଏ ଏବଂ ନିଶ ରେ ମଧ୍ୟ ପୁରୁଷ ଙ୍କ ଭଳି କେସ ରହିଥାଏ ସେମାନେ ଉଚ୍ଚ ଅଭିଲାଷୀ ହୋଇଥାନ୍ତି। ଏମାନେ ନିଜ ଭାବନା ରେ ରହିବାକୁ ବେସି ପସନ୍ଦ କରିଥାନ୍ତି ମାତ୍ର ଏହାକୁ ନେଇ ସମସ୍ୟା ରେ ମଧ୍ୟ ପଡ଼ିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।