Daily news update , Real odisha local news

ଋତୁସ୍ରାବ ବେଳେ ପାର୍ଟନର ସହ ସୁଖ ବାଣ୍ଟିବାକୁ ବ୍ୟାକୁଳ କି? ଏହି ପାଞ୍ଚ ଉପାଦେୟ ଟିପ୍ସ ଗ୍ରହଣ କରନ୍ତୁ…

0 174

ବନ୍ଧୁମାନେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରେ ଶାରୀରିକ ସମ୍ପର୍କ ରହିବା କୌଣସି ଭୁଲ କଥା ନୁହେଁ କିନ୍ତୁ ଅନେକ ସମୟରେ ଏହି ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ବିଶେଷ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଅଟେ ।ତେବେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ପତି ପତ୍ନୀ ସମ୍ପର୍କ ନିବିଡ଼ ହେଇଥାଏ,ହେଲେ ଯେମିତି ଆପଣ ମନେ ଜାଣିଛନ୍ତି ମହିଳା ମାନଙ୍କ ର ପିରିୟଡ଼ ଆସିଥାଏ ।ଆଉ ଏହି ସମୟରେ ଯଦି ଜଣେ ନାରୀ ରିଲେଶନ ରଖୁଛି ତାହେଲେ କଣ କିଛି ଖରାପ ପ୍ରଭାବ ପଡିଥାଏ କି ନାହିଁ ତାହା ବିଷୟରେ ଆପଣ ମାନେ ଜାଣି ନଥିବେ ।ତେବେ ଯଦି ଆପଣ ପିରିୟଡ଼ ସମୟରେ ରିଲେଶନ ରଖିବାକୁ ଚାହୁଁଛନ୍ତି ବା ଅନ୍ୟ ସମୟରେ ରିଲେଶନ ରଖୁଛନ୍ତି ତାହେଲେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବେ ସେଥିପାଇଁ ଏହି 5ଟି କଥା ନିଶ୍ଚୟ ମାନନ୍ତୁ ।

1.ଯେକୌଣସି ସମୟରେ ଆପଣ ରିଲେଶନ ରଖିବା ପୂର୍ବରୁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବେ ।ଏଥିପାଇଁ ଆପଣ ରିଲେଶନ ରଖିବା ପୂର୍ବରୁ ବେଡ଼ ପାଖରେ ସଫା ଟାୱେଲ ନିହାତି ।ଆଉ ରିଲେଶନ ରଖିବା ପରେ ଦୁଇ ଜଣ ନିଜ ନିଜ ଶରୀର କୁ ପରିଷ୍କାର କରିବା ଉଚିତ ।

2.ତେବେ ରିଲେଶନ ରଖିବା ପୂର୍ବରୁ ପ୍ରଥମେ ନିଜ ନିଜ କୁ ପରିଷ୍କାର କରି ନେଇଥିବେ ନହେଲେ ଯଦି ଆପଣଙ୍କ ଆଭ୍ୟନ୍ତରୀଣ ଅଙ୍ଗ ସଂକ୍ରମିତ ହେଇଥିଲେ ତାହା ଯୋଗୁ ଅନ୍ୟ ଜଣେ ବି ସଂକ୍ରମିତ ହେଇଯିବେ ।

3.ଥରେ ରିଲେଶନ ରଖିବା ପରେ ପୁଣି ଥରେ ରିଲେଶନ ରଖିବା ମଝିରେ ନିହାତି ଗେଭ ନେବେ । ଆଉ ରିଲେଶନ ରଖିବା ପରେ ଅଳ୍ପ ଉଷମ ପାଣିରେ ଗାଧେଇ ନେଲେ ଏହା ଖୁବ ଭଲ ଅଟେ ଆଉ ଆପଣଂକୁ ଆରାଅମ୍ବି ମିଳିଥାଏ ।

4.ରିଲେଶନ ରଖିବା ସମୟରେ ଆପଣ ସମସ୍ତ ପୋଜ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।ଆଉ ଏମିତି ତ ମହିଳାଙ୍କର ପିରିୟଡ଼ ବେଳେ ଆଦ୍ୟୁ କରିବା ଉଚିତ ନୁହେଁ କାରଣ ସେହି ସମୟରେ ମହିଳା ମାନେ ସମସ୍ତ ପୋଜ କରିବାକୁ ସକ୍ଷମ ହେଇ ପାରନ୍ତି ନାହିଁ ।ଆଉ ଏଥିରେ ମହିଳାଙ୍କୁ ଭୀଷଣ କଷ୍ଟ ହେବା ସଗୀତ ତାଙ୍କୁ ଓରେ ଅନେକ ଅସୁବିଧା ବି ହେଇଥାଏ ।

5.ତେବେ ପିରିୟଡ଼ ସମୟରେ ରିଲେଶନ ରଖିବା ନରଖିବାଏହା ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଉପରେ ନିର୍ଭର କରିଥାଏ ।ଯଦି କେହି ଏହି ସମୟରେ ରିଲେଶନ ରଖୁଛନ୍ତି ତେବେ ବିଶେଷ ଧ୍ୟାନ ଦେବେ କାରଣ ଏହି ସମୟରେ ମହିଳା ଙ୍କୁ ଯୌନ ସଂକ୍ରମଣ ର ସମ୍ମୁଖୀନ ହେବାକୁ ପଡିଥାଏ ।ଏହା ବ୍ୟତୀତ ଆପଣ ଏହି ଶଂୟୀ କଣ୍ଡମ ର ବ୍ୟବହାର କରି ପାରିବେ ଯେଉଁଥିରେ ଆପଣଙ୍କ ପାର୍ଟନର ଙ୍କୁ କୌଣସି କ୍ଷତି ହେବ ନାହିଁ ।ତେବେ ଏହି ସବୁ ନିୟମ ଆପଣ ରିଲେଶନ ରଖିବା ପୂର୍ବରୁ ନିହାତି ଜାଣିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.