ଧୀରେ ଧୀରେ ସମୟ ବଦଳୁଛି ଏବଂ ତା ସାଂଗ ରେ ବଦଳି ଚାଲିଛି ଅଭିନେତ୍ରୀ ପ୍ରକୃତି ଓ ଅଭିନେତା ବାବୁସାନ ଙ୍କ ବ୍ୟବହାର।ଜଣେ ନିଜ ଘରେ ବଡ଼ ଧରଣ ର ପାର୍ଟି ରଖି ପୁରା ପରିବାର ସହ ଉପଭୋଗ କରୁଥିବା ବେଳେ , ଅନ୍ୟ ଜଣେ ନିଜ ହୃଦୟ କୁ ପଚାରୁଛନ୍ତି କି , କିଏ ତାଙ୍କୁ ପ୍ରତାରଣା ଦେଇଛନ୍ତି ବୋଲି। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ମାସ ତଳେ ବାବୁସାନ ,ତାଙ୍କର ପତ୍ନୀ ତୃପ୍ତି ଏବଂ ପ୍ରକୃତି ମିଶ୍ର ଙ୍କ ର ବିବାଦ ଖୁବ ଚର୍ଚ୍ଚା ରେ ରହିଥିଲା ।ମାତ୍ର ସମୟ ଅନୁସାରେ ଧୀରେ ଧୀରେ ସବୁ କିଛି ଠିକ ହେବା ରେ ଲାଗିଛି ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଉଭୟ ବାବୁସାନ ଓ ପ୍ରକୃତି ଙ୍କ ର ଭିନ୍ନ ଭିନ୍ନ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବାବୁସାନ ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯେଉଁ ଥିରେ ସେ ତାଙ୍କର ବାପା ମା ଓ ସ୍ତ୍ରୀ ଙ୍କ ସହ ବେଶ ଧୂମ ଧାମ ରେ ନିଜ ପୁଅ ଗୁଆନ ଙ୍କ ର ଜନ୍ମ ଦିନ ପାଳନ କରିଛନ୍ତି। ତେବେ ବାବୁସାନ ପୁଅ ର ଜନ୍ମ ଦିନ ପାଳନ କରିବା ପାଇଁ ବହୁତ ବଡ଼ ଧରଣ ର ପାର୍ଟି ରଖିଛନ୍ତି ଆଉ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେଇଛନ୍ତି ।
ତେବେ ବାବୁସାନ ନିଜ ସ୍ତ୍ରୀ ଓ ପରିବାର ସହ ବର୍ତ୍ତମାନ ବେଶ ଖୁସି ରେ ଅଛନ୍ତି ଆଉ ପୂର୍ବରୁ ଉଭୟ ଙ୍କ ଭିତରେ ଆସିଥିବା ଝଡ଼ ମଧ୍ୟ ଥମି ଯାଇଛି। ତେବେ ଅପର ପକ୍ଷ ରେ ବର୍ତ୍ତମାନ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡ଼ିଓ ସାମ୍ନା କୁ ଆସିଅଛି ସେହି ଦିନ ରେ ଯାହାକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ଚାଲିଛି। ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କୁ ଅଭିନେତ୍ରୀ ପ୍ରକୃତି ନିଜ ହୃଦୟ କୁ ପ୍ରଶ୍ନ କରିଛନ୍ତି କି, କିଏ କାହାକୁ ପ୍ରତାରଣା ଦେଇଛି ବୋଲି।
ତେବେ ପ୍ରକୃତ ରେ ଏହି ଭାଇରାଲ ଭିଡ଼ିଓ ଟିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଗୀତ ଗାଉଛନ୍ତି , ତେବେ ଗୀତ ଟି କିଛି ଏହିପରି ରହିଛି କି “ହୃଦୟ ର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ବୁଝେ , ପ୍ରତାରଣା କିଏ କାହାକୁ ଦେଇଛନ୍ତି, ପ୍ରତିଦ୍ୱନି କହେ ତୁମେ ତୁମେ….”।ତେବେ ଉଭୟ ବାବୁସାନ ଓ ପ୍ରକୃତି ଙ୍କ ର ଏହି ଦୁଇ ଟି ଭିଡ଼ିଓ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି ଏବଂ ଲୋକମାନେ ନିଜ ନିଜର ମତ ମଧ୍ୟ ରଖିଛନ୍ତି। ତେବେ ଆପଣ ମାନେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।