ବନ୍ଧୁମାନେ ପତିପତ୍ନୀ ଜୀବନରେ ପିଲାଟିଏ ଆସିବା ତାଙ୍କ ଜୀବନର ଖୁସିକୁ ବଡେଇ ଦେଇଥାଏ ।ହେଲେ ସନ୍ତାନ ଟିଏ ଝିଅ ହେବ କି ପୁଅ ହେବ ତାହା ଭଗବାନ ଙ୍କ ଉପରେ ନିର୍ଭର କରିଥାଏ ।ଆଉ ଆଜିର ସମୟରେ ପୁଅ ଅପେକ୍ଷା ଝିଅ ମାନେ ବି ଖୁବ ଉନ୍ନତି ଆଉ ପ୍ରଗତି କଲେଣି ।
ତଥାପି କିଛି ଜଣ ପୁଅ ପିଲା ଟିଏ ଆଶା କରିଥାନ୍ତି, ହେଲେ ଅନେକ ଙ୍କ ଭାଗ୍ୟରେ ପୁତ୍ର ସୁଖ ନଥାଏ ।ଆଉ ଏହି ପରିସ୍ଥିତି ରେ ପରିବାର ପାଇଁ ଏହା ଏକ ଦୁଃଖ ବି ପାଲଟି ଯାଏ କିନ୍ତୁ ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଯଦି ଗୋଟିଏ ସହଜ ଉପାୟ ପାଳନ କରିବେ ଠେଲେ ତାଙ୍କର ଏହାଜ ସମସ୍ୟା ର ସମାଧାନ ହେଇଯିବ ।
ଆଜିକାଲି ଅନେକ ରୋଗ ବ୍ୟାଧି ପାଇଁ ଘରୋଇ ରିମେଡି ଖୁବ ଲାଭକାରୀ ସାବ୍ୟସ୍ତ ହେଉଛି ।ଆଉ ପ୍ରେଗନେନ୍ସି ପାଇଁ ବି ଅନେକ ରିମେଡ଼ି ରହିଛି ଠିକ ସେହି ପରି ପ୍ରେଗନେନ୍ସି ବା ପୁତ୍ର ସନ୍ତାନ ପାଇବା ପାଈଁ ବି ଏକ ଆୟୁର୍ବେଦ ଉପାୟ ରହିଛି ।ଆଉ ଏହି ଉପାୟ ପାଳନ କଲେ ଆପଣ ଙ୍କର ନିଶ୍ଚିତ ପୁଅ ଜନ୍ମ ହେବେ, ତେବେ ସେହି ଉପାୟ ଟି କଣ ଆସନ୍ତୁ ଜାଣିବା ।
ଉପାୟ:-
-ଏହି ଉପାୟ ଆପଣଂକୁ ମୟୁର ଚନ୍ଦ୍ରିକା ଓ ଗୁଡ଼ ନେବାକୁ ପଡିବ ।ତେବେ ଆମ ଶାସ୍ତ୍ର ଅନୁସାରେ ଯଦି ଆପଣ ମୟୁର ଚନ୍ଦ୍ରିକା କୁ ବ୍ୟବହାର କରିବେ ତେବେ ଦେଖିବେ ପୁତ୍ର ସନ୍ତାନ ହେବ ବୋଲି କୁହାଯାଇଛି ।ତେବେ ଆପଣ 2 ରୁ 3ଟି ମୟୁର ଚନ୍ଦ୍ରିକା କୁ ନେଇ ତାହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ, ଏବେ କିଛି ଗୁଡ଼ ନିଅନ୍ତୁ ।ତେବେ ଗୁଡ଼ ସହିତ ମୟୁର ଚନ୍ଦ୍ରିକା କୁ ମିଶାଇ ଛୋଟ ଛୋଟ ଗୋଲି ପରି ତିଆରି କରନ୍ତୁ ଯେମିତି ଆପଣ ତାହାକୁ ଗିଳି ପାରିବେ ।ଏବେ ଏହାର ବ୍ୟବହାର ବିଷୟରେ ଜାଣି ରଖନ୍ତୁ ।
ଉପାୟ ର ବ୍ୟବହାର:-
-ତେବେ ଯେତେବେଳେ 2 ରୁ 3 ମାସ ପ୍ରେଗନେଣ୍ଟ ଥିବେ ମହିଳା ସେତେବେଳେ ପ୍ରତ୍ୟେକ ରବିବାର ଦିନ ସକାଳୁ ଉଠି ଗାଧେଇ ସୂର୍ଯ୍ୟ ଙ୍କୁ ପ୍ରଣାମ କରିବେ ।ତାପରେ ମୟୁର ଚନ୍ଦ୍ରିକା ଓ ଗୁଡ଼ କୁ ନେଇ ଗଲି ତିଆରି କରିବେ ତାପରେ ଡାହାଣ ନାକ ଫୁଡା ରେ ନିଶ୍ୱାସ ନେଉଥିବା ବେଳେ ସେହି ଗଲି କୁ ଗିଳି ଦେବେ ।ତେବେ ରବିବାର ବ୍ୟତୀତ ଆପଣ ଚାହିଁଲେ ଏହି ଉପାୟ କୁ ସୋମବାର ଓ ମଙ୍ଗଳବାର ବି କରିପାରିବେ ।ପ୍ରେଗନେସି ର 2 ରୁ 3 ମାସ ଭିତରେ ପାଳନ କଲେ ଦେଖିବେ ଶତ ପ୍ରତିଶତ ପୁତ୍ର ସନ୍ତାନ ଜନ୍ମ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।