ବନ୍ଧୁଗଣ ଭଗବାନ ଏହି ସଂସାର କୁ ଏହିପରି ଭାବରେ ଗଢେଇଛନ୍ତି ଯେ ଯେତେ ଜଣେ ବ୍ୟକ୍ତି ତାର ବିପରୀତ ଲିଙ୍ଗ ର ବ୍ୟକ୍ତି ଙ୍କୁ ଦେଖିଥାଏ ସେତେବେଳେ ତା ମନରେ ଯୋୖନ କ୍ରିୟା ର ଭାବନା ଆସିଥାଏ।
ତେବେ ଆମେ ଆପଣ ଙ୍କୁ ସମସ୍ତ ଙ୍କ କଥା କହୁ ନାହାନ୍ତି ଏହା ସେହି ମାନଙ୍କ ପାଇଁ କହୁଛନ୍ତି ଯାହାଙ୍କ ମନରେ ଅନେକ ସମୟ ରେ ସେକ୍ସ କରିବା ର ଭାବନା ଆସିଥାଏ। ତେବେ ଖାଦ୍ୟ ପେୟ ବାସଗୃହ ଭଳି ଯୋୖନ କ୍ରିୟା ମଧ୍ୟ ଜଣେ ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ରହିଥାଏ। ମାତ୍ର ଏହା ସବୁବେଳେ ସମ୍ଭବ ହୋଇ ନଥାଏ।
ତେବେ ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ କି,ଯେତେ ବେଳେ ଆପଣ ଙ୍କ ମନ କୁ ଯୌନ କ୍ରିୟା ବା ସେକ୍ସ କରିବା ର ଭାବନା ଆସୁଅଛି ସେତେବେଳେ ଆପଣ କଣ କରିବା ଉଚିତ ଅଟେ ଏବଂ କଣ କରିବା ଉଚିତ ନୁହେଁ। ତେବେ ଏହାର ପ୍ରଥମ ଉପାୟ ଟି ହେଉଛି କି ଯେତେ ବେଳେ ଆପଣ ଙ୍କ ମନ ଙ୍କୁ ଯୌନ ସମ୍ପର୍କ ବନେଇବା ର ମନ ଭାବନା ଆସୁଅଛି ସେତେବେଳେ ଆପଣ ନିଜର ଧ୍ୟାନ ଙ୍କୁ ଅନ୍ୟତ୍ର ଲଗାଇ ଦିଅନ୍ତୁ ଅର୍ଥାତ ଅନ୍ୟ କାମ ରେ ଲଗାଇ ଦିଅନ୍ତୁ। ଯୌନ କ୍ରିୟା ର ଭବନା ନିୟନ୍ତ୍ରଣ ହୋଇଯିବ।
ତେବେ ଏହାକୁ ନିୟନ୍ତ୍ରଣ କରିବା ର ଦ୍ୱିତୀୟ ଉପାୟ ଟି ହେଉଛି ଯଦି ବାରମ୍ବାର ମନ କୁ ସେକ୍ସ ଭାବନା ଆସୁଅଛି ତେବେ ଏହା ପାଇଁ ଆପଣ ମାନେ ଧ୍ୟାନ ବା ବ୍ୟାମ କରନ୍ତୁ। ତଥା ପ୍ରତିଦିନ ଆପଣ ମାନେ ସକାଳେ ୟୋଗା କରନ୍ତୁ , ପ୍ରତିଦିନ ୟୋଗା କରିବା ଦ୍ୱାରା ଆପଣ ଙ୍କ ର ମନ ଶାନ୍ତ ରହିବ ଏବଂ ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତର ରେ ସୁସ୍ଥ ରହିବ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଉପାୟ ଟିକୁ କରି ଦେଖନ୍ତୁ।ୟୋଗା କରିବା ଦ୍ୱାରା ଆପଣ ଙ୍କ ର ମେମରି ପାୱାର ତଥା ବିଚାର କରିବାର ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ତେବେ ସବୁ ଜିନିଷ ର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ରହିଥାଏ ଏବଂ ଆପଣ ମଧ୍ୟ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ କିନ୍ତୁ ଆପଣ ଙ୍କ ମନ କୁ ଏହି ସେକ୍ସ ର ଭାବନା ଆସିବା ସାଧାରଣ କଥା ଅଟେ ମାତ୍ର ଏହାକୁ ଆପଣ ନିୟନ୍ତ୍ରଣ କରିବା ପାଇଁ ଚଂହୁଥିଲେ ।ଆପଣ ଙ୍କ ମନ କୁ ଏହି ଭାବନା ଆସିବା ବେଳେ ନିଜର ଧ୍ୟାନ କୁ ଅନ୍ୟତ୍ର ଲଗାଇ ଦିଅନ୍ତୁ ନଚେତ ଅଲଗା କିଛି କାର୍ଯ୍ୟ କରି ନିଅନ୍ତୁ। ଏହିପରି କରିବା ଦ୍ୱାରା ଆପଣ ଙ୍କ ମନ ରୁ ସେକ୍ସ ଭାବନା ଦୂର ହୋଇଯିବ ନିଶ୍ଚିତ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।