LIVE | NABA DAS NEWS-ମିଡ଼ିଆ ଆଗରେ ସବୁ ଖୋଲି କହିଲେ ସତ ! ମାନସିକ ଚାପରେ ଥାଇ ମାରିଦେଲି ..ଏନେଇ କଣ କହୁଛନ୍ତି ଦେଖନ୍ତୁ VIDEO …
ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଖବର ଉପରେ ଖୁବ ତର୍ଜମା ଚାଲିଛି କି ଯାହା ହେଉଛି ନବ ଦାସ ଙ୍କର ମୃତ୍ୟୁ ।ଏହା ବ୍ୟତୀତ ନବ ଦାସ ଙ୍କ ଉଅରେ କାହିଁକି ଜଣେ ପୋଲିସ ASI ଗୁଳିମାଡ଼ କଲେ !ଯାହାର ଉତ୍ତର ଏ ଯାଏ ମିଳି ନଥିବା ବେଳେ ସୂଚନା ମିଳିଛି କି ପୋଲିସ ASI ଗୋପାଳ କୃଷ୍ଣ ଦାସ ଙ୍କର ସ୍ତ୍ରୀ ଓ ପୁଅ ଘର ଛାଡ଼ି କୁଆଡେ ଫେରାର ହେଇ ଯାଇଛନ୍ତି ।ଆଉ ଏହି ଘଟଣା ଜଣା ପଡିବା ପଡେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି କି ମନ୍ତ୍ରୀ ଙ୍କ ମାରିବା ପଛରେ କଣ କିଛି ଷଡ଼ଯନ୍ତ୍ର ରହିଛି !
ତେବେ ନବ ଦାସ ଯିଏ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ ଆଉ ତାଙ୍କ ଉପରେ ଗତ ରବିବାର ଦିନ ହଠାତ ଗୁଳିମାଡ଼ ହେଇଥିଲା ।ଯେଉଁଥି ପାଇଁ ମନ୍ତ୍ରୀ ଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ପୋଲିସ ରିବଲ ବଲ ର 3 ରୁ 4 ରାଉଣ୍ଡ ଗୁଳି ମାଡ଼ ଆଗରେ ହାର ମାନିଥିଲେ ନବ ଦାସ ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ପରେ ଜଣେ ପଡିଥିଲା କି ଏହି ଗୁଳିମାଡ଼ ପୋଲିସ ASI ଗୋପାଳ କୃଷ୍ଣ ଙ୍କ ଦ୍ଵାରା ହେଇଥିଲା ।ତେଣୁ ଘଟଣା ସ୍ଥାନରେ ପୋଲିସ ଗୋପାଳ ଙ୍କୁ ନିଜ ନିୟନ୍ତ୍ରଣ କୁ ନେଇ ଯାଇଥିଲେ ।
ତେବେ ଜଣେ ପୋଲିସ ହେଇ ବି ଏମିତି କାମ କାହିଁକି କଲେ ସେହି କଥା ର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ମେଡିଆ ଯାଇ ପହଁଚି ଥିଲା ଗୋପାଳ କୃଷ୍ଣ ଙ୍କ ଘରେ ।ତେବେ ସେଠାରେ ଗୋପାଳ ଙ୍କର ସ୍ତ୍ରୀ ଓ ପୁଅ ଜଣାଇଥିଲେ କି ଗୋପାଳ ମାନସିକ ରୋଗର ଶିକାର ଅଟନ୍ତି ଯେଉଁଥି ପାଇଁ ସେ ଚିକିତ୍ସିତ ବି ହେଉଥିଲେ ।ଆଉ ମାନସିକ ଚାପ ଯୋଗୁ ସେ ମନ୍ତ୍ରୀ ଙ୍କୁ ମାରିଛନ୍ତି, ତେବେ ଏହି ଘଟଣା କେତେ ଦୂର ସତ ତାହା ଜଣା ପଡିବା ପୂର୍ବରୁ ଦେଖିବାକୁ ମିଳିଛି କି ଗୋପାଳ ଙ୍କ ଘରେ ତାଲା ପଡ଼ିଛି ।ତେବେ ଗତକାଲି ଠାରୁ ଗୋପାଳ ଙ୍କର ସ୍ତ୍ରୀ ଓ ପୁଅ ଘରେ ନାହାନ୍ତି ଆଉ ସେମାନେ କୁଆଡେ ଯାଇଛନ୍ତି ତାହା କେହି ଜାଣି ନାହାନ୍ତି ।
ବର୍ତ୍ତମାନ ଏହି ଘଟଣା ଦେଖିବାକୁ ମିଳିବା ପରେ ଅନେକ ଲୋକ ଅନେକ ମତ ଦେଉଛନ୍ତି କେହି କହୁଛନ୍ତି କି ବାରମ୍ବାର ମେଡିଆ ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ବିରକ୍ତ ହେଇ ଘର ଛାଡ଼ି ଦେଇଛନ୍ତି ଗୋପାଳ ଙ୍କ ସ୍ତ୍ରୀ ଓ ପୁଅ ।ଆଉ କେହି କହିଛନ୍ତି କି ଗୋପାଳ ଙ୍କ ଶ୍ବଶୁର ଘର ପାଖରେ ବୋଧେ ସ୍ତ୍ରୀ ଓ ପୁଅ ସେଠାକୁ ଚାଲି ଯାଇଥିବେ ।ତେବେ ଏମିତି ସବୁ ଆଶା ଓ ଆଶଙ୍କା ଭିତରେ ସତ ଘଟଣା କଣ ଏଯାଏ ବି ସମ୍ନାକୁ ଆସୁ ନାହିଁ କିନ୍ତୁ ଏହି ଘଟଣା ବର୍ତ୍ତମାନ ସୋସିଆଲ ମେଡିଆରେ ଖୁବ ଭାଇରଲ ହେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।