EXCLUSIVE:-ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ସତ ସାମ୍ନାକୁ ଆଣିଲେ ସାଥୀ କଳାକାର..ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…
ବନ୍ଧୁମାନେ ମୃତ୍ୟୁ ସମସ୍ତଙ୍କ ଜୀବନର ଏକ ବାସ୍ତବ ଚିତ୍ର ଅଟେ ତେବେ ମଣିଷ ମୃତ୍ୟୁ ପରେ କାହିଁକି ମୃତ୍ୟୁ ହେଲା କଣ ଏହି ମୃତ୍ୟୁ ର କାରଣ ଥିଲା ତାହାକୁ ନେଇ ଖୁବ ଆଲୋଚନା ହେଇଥାଏ ।ତେବେ ବର୍ତ୍ତମାନ ଜାଣିଛନ୍ତି କି ଅଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ ଘଟିକଗୀ ଯାହାକୁ ନେଇ ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଖଦଳି ଯାଇଛି ।
ଆଉ ଏହି ଭିତରେ ପିଣ୍ଟୁ ଙ୍କର ଜଣେ ସହ କଳାକାର କିଛି କଥା କହିଥିଲେ ଯାହା ପିଣ୍ଟୁ ଙ୍କ ମୃତ୍ୟୁ ସହିତ ଜଡିତ ବୋଲି କୁହାଯାଉଛି।ତେବେ ସେହି ଘଟଣା କଣ ଆସନ୍ତୁ ସେ ବିଷୟରେ ଆଗକୁ ଜାଣିବା ।
ତୀବେ ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ସେ ଜଣେ ଭଲ ମଜାଳିଆ ପ୍ରକୃତିର ବ୍ୟକ୍ତି ଥିଲେ ।ସମସ୍ତଙ୍କ ପାଇଁ ତାଙ୍କ ମନରେ ଅନେକ ଶ୍ରଧା ଥିଲା ।ସେଥିପାଇଁ ତ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରୀ ଦୁଃଖ ରେ ଭାଙ୍ଗି ପଡ଼ିଛି, ଅନେକ କଳାକାର ପିଣ୍ଟୁ ଙ୍କର ମୃତ୍ୟୁ କୁ ନେଇ ଶୋକ ପ୍ରକାଶ କରିଛନ୍ତି ।ତେବେ ସେହି ଭିତରେ ଜଣେ କଳାକାର ଯିଏ ପିଣ୍ଟୁ ଙ୍କ ସାଙ୍ଗରେ ବହୁତ କାମ କରିଛନ୍ତି ସେ କହିଛନ୍ତି କି ପିଣ୍ଟୁ କେମିତିକା ମଣିଷ ଥିଲେ ।ତାଙ୍କ କହିବା ଅନୁସାରେ ପିଣ୍ଟୁ କେବେ କାହା ଉଅରେ ରାଗ ଅଭିମାନ କିଛି କରି ନଥାନ୍ତି ସମସ୍ତଙ୍କୁ ସବୁବେଳେ ହସାଇବା ପାଇଁ ଚେଷ୍ଟା କରନ୍ତି ।
ପିଣ୍ଟୁ ଙ୍କୁ ଯେତେବେଳେ ଲିଭର ସିରସିସ ରୋଗ ହେଇଚି ବୋଲି ଜଣାପଡିଲା ସେତେବେଳେ ସେ ଭାଙ୍ଗି ପଡ଼ି ନଥିଲେ ଆଉ ଏତିକିବେଳେ ସିନେ ଦୁନିଆର ଅନେକ କର୍ମକର୍ତ୍ତା ତାଙ୍କ ପାଖରେ ଛିଡା ହେଇଥିଲେ ।ହେଲେ ମାତ୍ର 47 ବର୍ଷ ବୟସରେ ସେ ଚାଲି ଯିବେ ତାହା କେହି ଆଶା କରି ନଥିଲେ ।ତେବେ ଆଜି ପିଣ୍ଟୁ ଙ୍କ ଅଭିନେତା ଚାଲିଯିବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଖାଲି ହେଇ ପଡିଛି ।ତେବେ ଏମିତି କିଛି ସେହି କଳାକାର ଜଣକ ପିଣ୍ଟୁ ଙ୍କ ବିଷୟରେ କହିବା ସହିତ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି କି ଖୁବ ଜଲଦି ପିଣ୍ଟୁ ଙ୍କୁ ଫେରାଇ ଦିଅନ୍ତୁ ।
ତେବେ ପିଣ୍ଟୁ ନନ୍ଦ ସତରେ ଜଣେ ମହାନ କଳାକାର ଥିଲେ ଆଉ ତାଙ୍କ ପ୍ରି କଳାକାର ଙ୍କୁ ଫେରି ପାଇବା ବହୁତ ମୁସ୍କିଲ ।ରୋଗ ର ଚିକିତ୍ସା କରିବାକୁ ଯାଇ ସେ ଆଉ ସୁସ୍ଥ ହେଇ ପରି ନଥିଲେ ଆଉ ଆଜି ସମସ୍ତ ସାମ୍ନାରେ ସେ ମୃତ ପାଲଟି ଯାଇଛନ୍ତି ।ତେବେ ଏମିତି ଅନେକ କଳାକାର ଓ ସହକର୍ମୀ ପିଣ୍ଟୁ ଙ୍କର ଯେଉଁମାନେ ପିଣ୍ଟୁ ଙ୍କୁ ମନେ ପକାଇ ତାଙ୍କର କଥା ବଖାଣିବା ସହିତ ତାଙ୍କ ଆତ୍ମ ର ସଦଗତି ପାର୍ଥନା କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।