Daily news update , Real odisha local news

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର …ଚନ୍ଦ୍ର ତଳେ ତାରା ଫୁଟିଛି ଦେଖିଲା ପୁରା ଓଡ଼ିଶା

0 112

“ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”।ବନ୍ଧୁଗଣ ଆମ କବି ଗୋପବନ୍ଧୁ ଦାସ ଙ୍କ ର ଏହି କବିତା ଟି ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ। ପ୍ରକୃତି ର ସୌନ୍ଦର୍ଯ୍ୟ ଏବଂ ତାର ରୂପ କୁ ବର୍ଣ୍ଣନା କରିବା ପାଇଁ କାହିଁ କେତେ ବର୍ଷ ତଳେ କବି ଗୋପବନ୍ଧୁ ଦାସ ଲେଖିଥିଲେ ।ଆଉ ଆଜି ଯେତେବେଳେ ସନ୍ଧ୍ୟା ରେ ଆପଣ ଆକାଶ କୁ ଦେଖିଥିବେ ଏହି କବିତା ଟି ଆପଣ ଙ୍କ ର ନିଶ୍ଚିତ ମନ ରେ ଆସିବ। କାରଣ ଆଜି ଆକାଶ ମାର୍ଗ ରେ ଚନ୍ଦ୍ରମା ଯେଉଁ ରୂପ ଧାରଣ କରିଛନ୍ତି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ସତରେ ପ୍ରକୃତି ମା ତାର ରୂପ ଓ ସୌନ୍ଦର୍ଯ୍ୟ ରେ ଆମ ସମସ୍ତ ଙ୍କୁ ପାଗଳ କରି ଦେଇଥାଏ। ପ୍ରକୃତି କେତେ ବେଳେ କରାଳ ଅବତାର ଧାରଣ କରିଥାଏ ତ ପୁଣି କେତେ ବେଳେ ଶାନ୍ତ ସୌନ୍ଦର୍ଯ୍ୟ ର ପରିପୁର ହୋଇଥାଏ। ତେବେ ଆଜି ସନ୍ଧ୍ୟା ରେ ଆକାଶ ମାର୍ଗ ରେ ଏହିପରି କିଛି ଦୃଶ୍ୟ ସମସ୍ତ ଙ୍କୁ ପାଗଳ କରି ଦେଇଥିଲା। କାରଣ ପ୍ରଥମ ଥର ପାଇଁ ଆକାଶ ମାର୍ଗ ରେ ଅର୍ଧ ଚନ୍ଦ୍ରମା ଙ୍କ ଠିକ ତଳ କୁ ଏକ ତାରା ବା ଜ୍ୟତିଷ୍କ ଦେଖିବା କୁ ମିଳିଛନ୍ତି।ତେବେ ଏହି ଦୃଶ୍ୟ କୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ନିଜ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ।

ଆକାଶ ମାର୍ଗ ରେ ଚନ୍ଦ୍ରମା ଙ୍କ ର ଏହି ବିରଳ ତଥା ଅତ୍ୟନ୍ତ ମନଲୋଭା ଏବଂ ସୌନ୍ଦର୍ଯ୍ୟ ର ଦୃଶ୍ୟ ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ବିଶ୍ୱ ରେ ପ୍ରଥମ ଥର ଆକାଶ ମାର୍ଗ ରେ ଏହିପରି ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବା କୁ ମିଳିଛି। ତେବେ ଚନ୍ଦ୍ରମା ଙ୍କ ଏହିପରି ରୂପ ପଛରେ କଣ କାରଣ ରହିଛି କିମ୍ବା ଜଂହ୍ନ ମାମା ଙ୍କ ତଳେ ଥିବା ସେହି ଉଜ୍ଜ୍ୱଳ ତାରକା ଟି କଣ ତାହା ଆମେ ସଠିକ ଭାବରେ କହି ପାରିବୁ ନାହିଁ। ମାତ୍ର ଏହା କୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ , ପ୍ରକୃତି ମା ର ଏହିପରି ରୂପ ଆପଣ ମାନେ ଆଗରୁ କେବେ ବି ଦେଖି ନଥିବେ ନିଶ୍ଚିତ।

ତେବେ ସୋସିଆଲ ମିଡ଼ିଆ ରେ ଆଜି ସନ୍ଧ୍ୟା ର ଆକାଶ ମାର୍ଗ ରେ ଚନ୍ଦ୍ରମା ଙ୍କ ର ଏହି ବିରଳ ଓ ଆଶ୍ଚର୍ଯ୍ୟ ଚକିତ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପ ର ଫୋଟ ଟି ଭାଇରାଲ ହେବା ରେ ଲାଗିଛି , ମୋବାଇଲ ରୁ ମୋବାଇଲ କୁ ଏହି ଫୋଟ ଘୁରି ବୁଲୁଛି ।ତେବେ ଏହାକୁ ନେଇ ଅନେକ ବିଜ୍ଞ ଲୋକେ ଭିନ୍ନ ଭିନ୍ନ ମତ ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ଆପଣ ମାନେ ପ୍ରକୃତି ମା ଙ୍କ ର ଏହି ବିରଳ ଦୃଶ୍ୟ କୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.