‘ମୋ ପିଏସଓ ଗୋପାଳ ଦାସ ହୋଇଯିବନି ତ !’ ତା ପାଖରେ ବି ବନ୍ଧୁକ ରହିଛି…..ମୋତେ ବି ଡର ଲାଗେ କାଳେ କାଳି ସେ ମାରିଦେବନି ତ
“ମୁଁ ବହୁତ ଶଦ୍ମା ରେ ଅଛି , ଗୋପାଳ ଦାସ ଜଣେ ASI ପୋଲିସ ଅଫିସର ହୋଇ ଯେଉଁ ଭଳି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ଏତେ ସାହସ ରେ ଗୁଳି ମାରି ଦେଲା ଆଉ ତାଙ୍କର ମୃତ୍ୟୁ ହୋଇଗଲା। ମୋର ବି ଜଣେ ସୁରକ୍ଷାକର୍ମୀ ଅଛନ୍ତି ପି ଏସ ଓ ଅଛି , ଆଉ ତାଙ୍କ ପାଖରେ ମଧ୍ୟ ଗୋଟିଏ ବନ୍ଧୁକ ଅଛି।
ତ ମତେ ବି ବେଳେ ବେଳେ ଡର ଲାଗେ କି କାଳେ ସେ ଗୋପାଳ ଦାସ ହୋଇ ଜୀବନିତ ।” ତେବେ ବନ୍ଧୁଗଣ ଏହା କହିଛନ୍ତି ଜଣେ ନେତା ଲୋକ , ଯାହାଙ୍କ ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।
ବନ୍ଧୁଗଣ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ର ଗୁଜବ କୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନା କୁ ଆସୁଅଛି। ତେବେ ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ASI ଗୋପାଳ କୃଷ୍ଣ ଦାସ ମାନସିକ ଚାପ ରେ ରହି ହତ୍ୟା କରିଥିବା ର କଥା ଶୁଣିବା କୁ ମିଳିଥିଲା। ମାତ୍ର ଏହାକୁ ବିଶ୍ୱାସ କରିବା ସମ୍ଭବ ହେଉ ନାହିଁ କାରଣ ଜଣେ ମାନସିକ ରୋଗୀ କେବେ ବି ଭିଡ଼ ଭିତରେ ସ୍ଥାନ କାଳ ପାତ୍ର ଦେଖି ଗୁଳି ମାରିବା ସମ୍ଭବ ନୁହେଁ। ତେଣୁ ଏହା ଏକ ସୁରଚିତ ଯୋଜନା ବଦ୍ଧ ହତ୍ୟା ହୋଇପାରେ। ତେବେ ବର୍ତ୍ତମାନ ASI ଙ୍କୁ ପୋଲିସ ଜେରା କରିଛନ୍ତି ତେବେ ଆସନ୍ତୁ ଜାଣିବା କଣ ରହିଛି ହତ୍ୟା ପଛର କାରଣ।
ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ଏହାକୁ ନେଇ ବର୍ତ୍ତମାନ ଜଣେ ନେତା କହିଛନ୍ତି ,”ମୁଁ ବହୁତ ଶଦ୍ମା ରେ ଅଛି , ଗୋପାଳ ଦାସ ଜଣେ ASI ପୋଲିସ ଅଫିସର ହୋଇ ଯେଉଁ ଭଳି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ଏତେ ସାହସ ରେ ଗୁଳି ମାରି ଦେଲା ଆଉ ତାଙ୍କର ମୃତ୍ୟୁ ହୋଇଗଲା। ମୋର ବି ଜଣେ ସୁରକ୍ଷାକର୍ମୀ ଅଛନ୍ତି ପି ଏସ ଓ ଅଛି , ଆଉ ତାଙ୍କ ପାଖରେ ମଧ୍ୟ ଗୋଟିଏ ବନ୍ଧୁକ ଅଛି। ତ ମତେ ବି ବେଳେ ବେଳେ ଡର ଲାଗେ କି କାଳେ ସେ ଗୋପାଳ ଦାସ ହୋଇ ଜୀବନିତ ।”ତେବେ ତାଙ୍କର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।