Daily news update , Real odisha local news

ମୁଁ Music Video ଆଉ ଫିଲ୍ମ କରିଛି ! ମତେ କଣ ଭାବୁଛନ୍ତିକି? Raja Sundari

0 3

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି, ବର୍ତ୍ତମାନ ଓଡ଼ିଆ ଟିଭି ଚେନାଲ “ସିଦ୍ଧାର୍ଥ ଟିଭି” ରେ “ରଜ ସୁନ୍ଦରୀ” ରିଆଳିଟି ସୋ ବିଷୟ ଜାଣିଥିବେ। ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଏହି ସୋ କୁ ଆସିଥିବା ପ୍ରତିଯୋଗି ଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯାଏ।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।ମାତ୍ର ବର୍ତ୍ତମାନ ସମସ୍ତେ ନିଜ ପ୍ରତିଭା କୁ ଦେଖାଇବା ର ଏକ ସୁଯୋଗ ପାଇଛନ୍ତି।

ତେବେ ବର୍ତ୍ତମାନ ଯେଉଁ ରଜ ସୁନ୍ଦରୀ ରିଆଳିଟି ସୋ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଆପଣ ଦେଖିବେ କି ତିନି ଜଣ ସୁନ୍ଦରୀ ଆସିଛନ୍ତି ଆଉ ସେମାନେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ସେମାନେ ପ୍ରାୟ ସମସ୍ତେ କେନ୍ଦ୍ରାପଡା ରୁ ଥିଲେ। ତେବେ ଏହି ପ୍ରତିଯୋଗି ଙ୍କ ମଧ୍ୟରୁ ଜଣେ ପ୍ରତିଯୋଗୀ ଏହିପରି ଥିଲେ ଯିଏକି ପୂର୍ବରୁ ପ୍ରସାରିତ “ଦେବଦାସୀ” ରିଆଳିଟି ସୋ ରେ ଆସିଥିଲେ ଏବଂ ସେ ଫାଇନାଲ କୁ ଯାଇଥିଲେ ମଧ୍ୟ। ତେବେ ଜଜ ପୁପିନ୍ଦର ତାଙ୍କୁ ଜାଣିବା ପରେ ପଚାରିଥିଲେ କି ସବୁ ପାଇବା ପରେ ପୁଣି ଏହି ମଞ୍ଚ କୁ କଣ ପାଇଁ ବୋଲି।

ତେବେ ଉକ୍ତ ସୁନ୍ଦରୀ ଜଣଙ୍କ କହିଛନ୍ତି କି ଦେଵଦାସୀ ର ଫାଇନାଲ କୁ ଯିବା ପରେ ସେ ଭଜନ କରିଛନ୍ତି, ମିୟୁଜିକ ଭିଡ଼ିଓ କରିଛନ୍ତି ଏବଂ ସିନେମା ମଧ୍ୟ କରିଛନ୍ତି। ମାତ୍ର ଏହା ପରେ ମଧ୍ୟ ସେ ରଜ ସୁନ୍ଦରୀ କୁ ଆସିଛନ୍ତି କାରଣ ଆଗକୁ ତାଙ୍କୁ ଜଣେ ଭଲ ଆକଟ୍ରେସ ହେବାର ଇଚ୍ଛା ଅଛି ବୋଲି। ତେବେ ଅନ୍ୟ ଦୁଇ ଜଣ ରଜ ସୁନ୍ଦରୀ ମଧ୍ୟ ତାଙ୍କର ବେଷ୍ଟ ଦେଇଛନ୍ତି ଆଉ ତା ସାଙ୍ଗ ରେ ପୁଚି ଖେଳ ଓ ଡ୍ୟାନ୍ସ ର କମାଲ ସମସ୍ତେ ଦେଖାଇଛନ୍ତି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.