ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ।
ଘରେ ବାହାରେ , ଅଫିସ ରେ କିମ୍ବା ଶିକ୍ଷା ଅନୁଷ୍ଠାନ ରେ କେଉଁଠି ବି ସେ ନିଜକୁ ସୁରକ୍ଷିତ ମନେ କରି ପାରେ ନାହିଁ ସବୁଠି ତା ଉପରେ ଥାଏ ଖରାପ ନଜର। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଯେଉଁ ଠାରେ ଜଣେ ଯୁବତୀ ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଜା ଏବଂ ଏହାର ଭିଡ଼ିଓ ଉତ୍ତଳନ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲା ଆଇ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଘଟଣା ଟି କିଛି ଏହିପରି ରହିଛି କି , ଉକ୍ତ ଯୁବତୀ ଙ୍କ ର ମା ନାହାନ୍ତି ତେଣୁ ସେ ତାଙ୍କର ମାମୁଁ ଘରେ ରହୁଥିଲେ।
କିନ୍ତୁ ସେହି ପାଖ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷକ ତାଙ୍କୁ କହିଥିଲେ କି ତାଙ୍କର ନିଜର ଝିଅ ନାହିଁ ତେଣୁ ସେହି ଯୁବତୀ ଙ୍କୁ ଝିଅ କରି ରଖିବେ ଏବଂ ପାଠ ପଢେଇବେ ବୋଲି ।କିନ୍ତୁ ଝିଅ ଅଜା ଘର କୁ ଆସିବା ପରେ ଅଜା ତା ସହ ରଖିଥିଲେ ଖରାପ ସମ୍ପର୍କ ତଥା ଶାରୀରିକ ଯୋୖନ ସମ୍ପର୍କ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ , ଅଜା ନାତୁଣୀ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଏହାର ଭିଡ଼ିଓ ବନାଇ ଥିଲା ଆଈ ନିଜେ। ଏବଂ ପରେ ସେ ଏହି ଭିଡ଼ିଓ ଟିକୁ ଅଜା ଙ୍କ ମୋବାଇଲ କୁ ପଠାଇବା ବଦଳ ରେ ପଠାଇ ଦେଇଥିଲେ ଗାଁ ଯୁବକ ଙ୍କ ଗ୍ରୁପ ରେ ।
ତେବେ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଯୁବତୀ ଙ୍କ ର ଦାଦା ଓ ଖୁଡି ଯୁବତୀ ଙ୍କୁ ଆସି ସେହି ଅଜା ଘରୁ ଉଦ୍ଧାର କରିଥିଲେ ଏବଂ ସେହି ସ୍କୁଲ ଅଜା ଙ୍କ ନାମ ରେ ଠାକୁରମୁଣ୍ଡା ଥାନା ରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ କ୍ରମେ ପୋଲିସ ସମ୍ପୂର୍କ୍ତ ଥିବା ଅଜା ଓ ଆଇ ଙ୍କୁ ଗିରଫ କରିଛି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ କି କେଉଁ କାରଣ ରୁ ଆଇ ଏହି ଭିଡ଼ିଓ ଉତ୍ତୋଲନ କରିଥିଲେ ।ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଏହାକୁ ଖୁବ ନିନ୍ଦା କରିଛନ୍ତି ସମସ୍ତେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।