ନବ ଦାସ ମଲା ମୁଁ ବହୁତ ଖୁସି, ନବୀନ ପଟ୍ଟନାୟକକୁ ମାରିଦେଇଥାନ୍ତା ଚଉଦ ପୁରୁଷ ଉଧାରିଲେ ଏହି ବୁଢି ମାଉସୀ ଜଣକ ଭାଇରାଲ ହେଉଛି ଏହି ଭିଡିଓ 3ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି
“ନବ ଦାସ ମରିଛି ମୁଁ ଭାରି ଖୁସି ଅଛି, ମୁଁ ଯଦି ପୁଅ ହେଇଥାନ୍ତି ତାହେଲେ ତାକୁ ପିସ ପିସ କରି କାଟି ଦେଇଥାନ୍ତି ।ଚାରି ଦିନ ତଳେ ଯେଉଁ କଥା ଭାବୁଥିଲି ତାହାକୁ ଗୋପାଳ ପୂରଣ କରିଦେଲେ, ସେଥିପାଇଁ ଗୋପାଳ ମୋ ପାଇଁ ନୀଳ ମାଧବ ଙ୍କ ଅବତାର” ।
ବନ୍ଧୁମାନେ ନବ ଦାସ ଙ୍କ ମୃତ୍ୟୁ ପରେ ଖୁବ ଖୁସି ଅଛନ୍ତି ମିନତି ବୋଡିଦାର, କେବଳ ସେତିକି ନୁହେଁ ବରଂ ଖୁସି ହେଇ ଭୋଜି ଖାଇବାକୁ ବି ଦେଇଛନ୍ତି ।ତେବେ ମିନତୀ କାହିଁକି ଏତେ ଖୁସି ନବ ଙ୍କ ମୃତ୍ୟୁ କୁ ନେଇ, ଆସନ୍ତୁ ସେ ବିଷୟରେ ମିନତି କଣ କହିଛନ୍ତି ଜାଣିବା ।
ତେବେ ମିନତି ଙ୍କର କହିବା ଅନୁଯାୟୀ ସେ ଯେତେବେଳେ ଫୋନ ରେ ଦେଖିଲେ ନବ ଙ୍କୁ ଗୁଳିମାଡ଼ ହେଇଛି ସେ ଖୁସି ହେଇ ପ୍ଲେଟ ରେ ଚିକେନ୍ ଆଣି ଟିଭି ଆଗରେ ଖାଇବାକୁ ବସିଲେ ।ଆଉ ଯେଉଁ ଦିନ ମନ୍ତ୍ରୀ ଙ୍କ ମୃତ୍ୟୁ ହେଲା ସେଦିନ ପାଖ ଲୋକ ଙ୍କୁ ମଟନ ଭୋଜି ଖାଇବାକୁ ଦେଲେ ।ତେବେ ମିନତି କହିଥିଲେ କି ଯେତେବେଳେ 2004 ମସିହାରେ ତାଙ୍କର ଭାଇ ବିଧାନ ବୋହିଦାର ଜନନେତା ଥିଲେ ସେତେବେଳେ ତାଙ୍କୁ ନିର୍ମମ ଭାବେ ବୋମା ଦ୍ଵାରା ହତ୍ୟା କ୍ର ଯାଇଥିଲା ।ଆଉ ସେହିଦିନ ଠାରୁ ଏହି କାମ କରିଥିବା ଲୋକ ଙ୍କୁ ମନେ ମନେ ଖୋଜି ଚାଲିଥିଲେ ମିନତି ।
ତେବେ ନବ ଙ୍କ ଉପରେ ଯେତେ ସନ୍ଦେହ ଥିଲେ ବି କିଛି କରିପାରି ନଥିଲେ ମିନତି, ସେ ଯଦି ପୁଅ ହେଇଥାନ୍ତେ ତାହେଲେ ନବ କୁ ପିସ ପିସ କରି କାଟି ଦେଇଥାନ୍ତେ ।ହେଲେ ଯେତେବେଳେ 4 ଦିନ ତଳେ ନବ କେବେ ମରିବ ସେ କଥା ଭାବିଥିଲେ ମିନତି ।ଏହା ପରେ ତାଙ୍କୁ ନବ ଙ୍କ ମୃତ୍ୟୁ ଖବର ମିଳିଲା, ଆଉ ତାଙ୍କର ପ୍ରତିଶୋଧ ପୂରଣ ହେଲା ।ତେବେ ଗୋପାଳ ମିନତୀ ଙ୍କ ପାଇଁ ଭଗବାନ, ସେ ନିଳମାଧବ ଙ୍କ ଅବତାର ଯିଏ ଦୋଷୀ କୁ ଦଣ୍ଡ ଦେବାକୁ ଆସିଛନ୍ତି ।ତେବେ ମିନତି କହିଛନ୍ତି କି ସେହି ନବ ପାଇଁ ତାଙ୍କ ହସ ଖୁସିର ପରିବାର ରେ ଶୋକ ଖେଳେଇ ଯାଇଛି ତେଣୁ ଠିକ ସେହିପରି ତା ସହିତ ବି ହେଇଛି ।
ବର୍ତ୍ତମାନ ମିନତି ବୋହିଦାର ଙ୍କର ଏହି କଥା ଗୁଡିକ କହିବା ପରେ ନବ ଙ୍କ ପସନ୍ଦ କରୁଥିବା ନେତା ମିନତି ଙ୍କୁ ଖୁବ କଟାକ୍ଷ କରିଛନ୍ତି ।ହେଲେ ମିନତି ଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଏହି ଘଟଣା ପଛରେ କଣ ସତ ରହିଛି ଆଉ ପୁରୁଣା ପୋଥି କଣ ବାହାର କରିବ ପୋଲିସ ତାହାକୁ ନେଇ ଅପେକ୍ଷା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।