Daily news update , Real odisha local news

ଦେଖନ୍ତୁ SHOCKING ଭିଡ଼ିଓ ମାନିଲେ ସତ ନ ମାନିଲେ ମିଛ ! ମା ବାଟମାଙ୍ଗଳା ଏବେ ବି ଜୀବିତ,ରାତିହେଲେ ମା ବାହାରୁଚି ମଣିଷ ରୂପରେ

0 576

ବନ୍ଧୁମାନେ ଆମେ ଅନେଵା ସମୟରେ ଅନେକ ପ୍ରକାରର ଭିଡ଼ିଓ ସୋସିଆଲ ମେଡିଆରେ ଦେଖିଥାଉ ।ହେଲେ ବେଳେ କିଛି ଏମିତି ଅଲୌକିକ ଘଟଣା କୁ ନେଇ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଶୁଣିବା ମାତ୍ରେ ଦେହ ଶୀତେଇ ଉଠେ ।ଆଉ ଆଜି ଆମେ ଆପଣଂକୁ ସେମିତି ଏକ ଅଲୌକିକ ଘଟଣା ବିଷୟରେ ଜଣାଇବୁ,

ଯାହାକୁ ଶୁଣିବା ପରେ ଆପଣଙ୍କ ମନ ଗଦଗଦ ହେଉ ଉଠିବ ।ତେବେ ଆମେ ସବୁବେଳେ ଦେବାଦେବୀ ମାନଙ୍କ ପାଦ ତଳେ ଶରଣ ନେଇଥାଉ ଆଉ ତାଙ୍କ ମାୟା ଆଗରେ ଆମେ ଖୁବ ସାମାନ୍ୟ ଅଟୁ ।ଆଉ ସେହି ଦେବାଦେବୀ ଙ୍କ ଭିତରେ ମାଆ ବାଟ ମଙ୍ଗଳା ଙ୍କର ମହିମା ବି ଅପାର ତାଛଡା ଆଜି ବି ସେ ଜୀବିତ ଥିବା ସହିତ ଭକଙ୍କୁ ମାର୍ଗ ଦେଖାଉ ଥିବାର ସୂଚନା ମିଳିଛି ।

ତେବେ କାହିଁ କେତେ କାଳରୁ ମାଆ ଙ୍କର ବିଶେଷ କୃପା ଦର୍ଶକ ମାନଙ୍କ ଉପରେ ରହିଛି, ଯେତେବେଳେ ବି ତାଙ୍କର ଭକ୍ତ ଅସୁବିଧାରେ ପଡ଼ିଥାନ୍ତି ସେତେବେଳେ ମାଆ ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତି ।ଆଉ ପୁରୀ ର ମାଆ ବାଟ ମଙ୍ଗଳା ବି ସେମିତି ଜଣେ ପ୍ରତ୍ୟକ୍ଷ ଦେବୀ ଯାହାଙ୍କ ମହିମା ଅପାର ଅଟେ ।ତେବେ ଯେବେ ଭକ୍ତ ମାଆ ଙ୍କ ଆଗରେ ଗୁହାରି କରିଥାନ୍ତି ମାଆ ସବୁବେଳେ ତାଙ୍କ ଦୁଃଖ ଦୂର କଟିଥାନ୍ତି ।ତେବେ କୁହାଯାଇଛି କି ମାଆ ବାଟ ମଙ୍ଗଳା ଆଜି କୁଆଡ଼େ ଜୀବିତ ଅଛନ୍ତି ଏବେ ଯେବେ ଯେବେ କେହି ଅସୁବିଧାରେ ପଡ଼ିଲେ ମାଆ ମଣିଷ ରୂପରେ ତାଙ୍କୁ ସାହାଯ୍ୟ କରୁଛନ୍ତି ।ଆଉ ଏହା କୋଉ କାହାଣୀ ନୁହେଁ ବରଂ ଏକ ଅଙ୍ଗେ ଲିଭା ଘଟଣା ଅଟେ, ତେବେ ଆସନ୍ତୁ ଜାଣିବା ମାଆ ଙ୍କର ଏହି ମାୟା ବିଷୟରେ ।

ସୂଚନା ଅନୁଯାୟୀ କିଛି ଦିନ ତଳେ କିଛି ଲୋକମାନେ ନିଜ କାର ଯୋଗେ ପୁରୀ ଯିବାକୁ ବାହାରିଲେ ।କାଳିଆ ଦର୍ଶନ କରିବା ଖୁସିରେ ସମସ୍ତେ ବେଶ ଖୁସି ଥିଲେ ହେଲେ ହଠାତ ରାସ୍ତାରେ ଯାଉ ଯାଉ କଳା ମେଘ ଘୋଟି ଆସିଲା ।ସବୁ କିଛି ଅନ୍ଧାର ଦେଖାଗଲା ଆଉ ଚାହୁଁ ଚାହୁଁ ସେହି ଅନ୍ଧାର ଭିତରେ କାର ବି ବନ୍ଦ ହେଇଗଲା ।କାର ଭିତରେ ଥିବା ଲୋକମାନେ କଣ କରିବେ କଣ ନାହିଁ କିଛି ବୁଝି ପାରିଲେ ନାହିଁ ହେଲେ ସେହି ସମୟରେ ହଠାତ ତାଙ୍କ କାର ର ଝରକା ପାଖରେ ଜଣେ ବୁଡି ଲୋକ ଆସି ଛିଡା ହେଲେ ।ଆଉ ତାଙ୍କୁ ଦେଖି କାର ରେ ଥିବା ଲୋକମାନେ ଆହୁରି ଡରି ଗଲେ ।

ହେଲେ ଠିକ ସେତିକି ବେଳେ ବୁଡି ଜଣଙ୍କ କିଛି ଇସାରା ରେ କହିବାକୁ ଚେଷ୍ଟା କଲେ ତାପରେ ଲୋକମାନେ କାର ଝରକା ତଳକୁ କରିବାରୁ ବୁଡି ଜଣକ ତାଙ୍କୁ ମାଆ ବାଟ ମଙ୍ଗଳା ଙ୍କୁ ସୁମରଣା କରିବାକୁ କହିଲେ ।ଆଉ ଏହା ପରେ ଲୋକମାନେ ସେମିତି ମାଆ ଙ୍କ ନାମ ଓ ଜଗନ୍ନାଥ ଙ୍କ ନାମ ନେଇ ଗାଡ଼ି ଷ୍ଟାର୍ଟ କଲେ ଆଉ ସବୁକିଛି ଠିକ ହେଇଗଲା ।ହେଲେ ସେତିକି ବେଳକୁ ବୁଡି ମହିଳା ଜଣକ ସେଠାରେ ନଥିଲେ ତେବେ ଏହି ଘଟଣା ବିଷୟରେ ଲୋକମାନେ ପାଖ ଲୋକଙ୍କୁ ପଚାରିଲେ ଆଉ ତାପରେ ସମସ୍ତେ ଜାଣି ପାରିଲେ ତାହା ମାଆ ଙ୍କର ମାୟା ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.