LIVE | Naba Das News-ନବ ଦାସଙ୍କୁ କେମିତି ମାରିଲା ଗୋପାଳ? ଚାଲିଛି ସିନ୍ ରିକ୍ରିଏସନ୍ ସମୟରେ , ଗୋପାଳ ଖୋଳେଇଲା ଆତଙ୍କ..ଦେଖନ୍ତୁ video
ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ହତ୍ୟାକାଣ୍ଡ ର ରିକ୍ରୀଏସନ କଲା ପୋଲିସ , ASI ଗୋପାଳ ଦାସ ନିଜେ ଦେଖାଇଲେ କିଭଳି ଭାବରେ ମନ୍ତ୍ରୀ ଙ୍କୁ ହତ୍ୟା କରିଥିଲେ ।ନିଜେ ଗୋପାଳ କହିଲେ , କେମିତି ଏତେ ଲୋକଙ୍କ ଭିଡ଼ ମଧ୍ୟରେ ସେ ଟାର୍ଗେଟ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାରିଥିଲେ ଆଉ ମନ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଥିଲା।
ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଏବଂ ଜାଣିବା କିପରି ଭାବରେ ମନ୍ତ୍ରୀ ନବ ଦାସ ଗୁଳି ମାରିଥିଲେ ASI।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ମାତ୍ର ଏହାପରେ ମଧ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ମୁଖ୍ୟ ଅଭିଯୁକ୍ତ ASI ଗୋପାଳ ଦାସ ଙ୍କୁ ପୋଲିସ ଗିରଫ କରି ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ହାତ କୁ ନେଇଥିଲେ। ତେବେ ପରେ ତଦନ୍ତ ଗୋପାଳ ଦାସ ଯାହା ସବୁ କହିଥିଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ସେ କହିଥିଲେ କି , ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା କିନ୍ତୁ ସେ ଲୋକଙ୍କୁ ବହୁତ ଆତଙ୍କିତ କରୁଥିଲେ ଏବଂ ନିର୍ଯ୍ୟାତନା ଦେଉଥିଲେ ତେଣୁ ସେ ତାଙ୍କୁ ହତ୍ୟା କରିଛି ବୋଲି।
ତେବେ ବର୍ତ୍ତମାନ ପୋଲିସ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ର ରିକ୍ରିଏସନ କରିଛି ଏବଂ ମନ୍ତ୍ରୀ ଙ୍କୁ ଗୁଳି କାଣ୍ଡ କରାଯାଇ ଥିବା ସ୍ଥାନ କୁ ଗୋପାଳ ଦାସ ASI ନିଜେ ଦେଖାଇ ଥିଲେ କିଭଳି ଭାବରେ ସେ ତାଙ୍କୁ ହତ୍ୟା କରିଥିଲେ ବୋଲି। ତେବେ ଗୋପାଳ ଗୋଟି ଗୋଟି କରି ସବୁ କଥା କହିଛନ୍ତି ତେବେ ସେ ପୋଲିସ କୁ ଦେଖାଇଛନ୍ତି କି କିଭଳି ଭାବରେ ସେ ଆଗ ଚୁପ ଚାପ ଛିଡା ହୋଇ ସବୁକିଛି ଦେଖି ଥିଲେ। ଆଉ ଯେତେବେଳେ ମନ୍ତ୍ରୀ ଆସି ସେଠାରେ ପହଁଚି ଥିଲେ ସେତେବେଳେ ସେ ସମସ୍ତ ଙ୍କୁ ଠେଲି ଦେଇ ଆଗକୁ ଆସିଥିଲେ ଆଉ ମନ୍ତ୍ରୀ ଙ୍କ ଛାତି କୁ ଲକ୍ଷ କରି ଗୁଳି ମାରିଥିଲେ ।ଆଉ ଏହା ପରେ ମନ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଥିଲା। ତେବେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।