ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ ।
ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ନିୟମ ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଏକ ସୁଖ ଶାନ୍ତି ର ଜୀବନ ଦେବାରେ ସାହାଯ୍ୟ କରିବ ।
ତେବେ କେବେ କେବେ ଆପଣ ଦେଖିଥିବେ କି କେତେକ ବ୍ୟକ୍ତି ଟିକେ ଖୁସି ରେ ରହିବା ପାଇଁ ତଥା ନିଜର ଆର୍ଥିକ ପରିସ୍ଥିତି ରେ ସୁଧାର ଆଣିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ।କିନ୍ତୁ ତାଙ୍କୁ କେବେବି ସଫଳତା ମିଳିନଥାଏ। ଏହାର କାରଣ ହେଉଛି ଯେ ଆପଣ ସାମଜ ର କେତେକ ରୀତିନୀତି କୁ ଜାଣିନାହାନ୍ତି କିମ୍ବା ଅଜାଣତରେ ଏମିତି କିଛି କାର୍ଯ୍ୟ କରିଚଳୁଛନ୍ତି ଯାହା କାରଣ ରୁ ଆପଣ ଙ୍କୁ ଏକ ଅଭାବୀ ଜୀଵନ କାଟିବାକୁ ପଡୁଛି।ତେବେ ଆସନ୍ତୁ ଜାଣିବା ଏହିପରି କେତେକ ନିୟମ ବିଷୟରେ ଯାହାକୁ ମାନି ଚଳିଲେ ଘରେ ଧନ ସମ୍ପତ୍ତି ର ଅଭାବ ହେବ ନାହିଁ।
୧.ଯେତେବେଳେ ଆପଣ ଘରେ ଠାକୁର ଘର କରୁଛନ୍ତି ସବୁବେଳେ ମନେ ରଖିବେ କି , ଠାକୁର ଙ୍କ ମୁଁହ ପୂର୍ବ କୁ ହେବ ଏବଂ ଆପଣ ଙ୍କ ର ମୁଁହ ଏହାର ବିପରୀତ ଦିଗରେ ତଥା ପଶ୍ଚିମ ଦିଗ କୁ ରହିବ। ଏହା ଆପଣ ଙ୍କ ପାଇଁ ଲାଭ ଦାୟକ ହୋଇଥାଏ।
୨.ଯେତେବେଳେ ଆପଣ ସକାଳେ ଉଠନ୍ତି ସେତେବେଳେ କେବେ ବି ଆଇନା ରେ ବିନା ମୁଁହ ଧୋଇ ମୁଁହ କୁ ଦେଖନ୍ତୁ ନାହିଁ। ପ୍ରଥମେ ଉଠିବା ପରେ ନିଜ ବାପା ମା କିମ୍ବା କୌଣସି ଦେବତା ଦେବୀ ଙ୍କୁ ଦର୍ଶନ କରିବା ବହୁତ ଶୁଭ ହୋଇଥାଏ। ନଚେତ ଆପଣ ସକାଳେ ଉଠିବା ମାତ୍ରେ ନିଜର ଦୁଇ ହାତ ର ପାପୁଲି କୁ ଏକା ସାଙ୍ଗରେ ମିଳେଇ ଦେଖନ୍ତୁ ତାହା ମଧ୍ୟ ଶୁଭ ହୋଇଥାଏ।
୩.ଅଧିକାଂଶ ସମୟ ରେ ଦେଖିବାକୁ ମିଳେ କି , ଲୋକମାନେ ଗାଧେଇବା ସମୟ ରେ ଉଲଗ୍ନ ହୋଇ ଗାଧେଇ ଥାନ୍ତି ।ମାତ୍ର ଏହିଭଳି ଗାଧେଇବା ବହୁତ ଅଶୁଭ ହୋଇଥାଏ। କାରଣ ଆମେ ଗାଧେଇବା ସମୟ ରେ ଆପଣ ଆଖ ପାଖରେ ପୁର୍ବ ପୁରୁଷ ମାନେ ରହିଥାନ୍ତି।
୪.ସେହିଭଳି ଘର ର ମହିଳା ମାନେ କେବେବି ପାଦ ରେ ଘର ର ଝାଡୁ କୁ ଆଡେଇ ଦିଅନ୍ତୁ ନାହିଁ କିମ୍ବା ଏହାକୁ ଖୋଲାଖୋଲି ସ୍ଥାନ ରେ ରଖନ୍ତୁ ନାହିଁ। ଏହାକୁ ଲୁଚେଇ କରି ରଖିବା ଶୁଭଫଲ ଦେଇଥାଏ।
୫.ଆପଣ ମାନେ କେବେ ହେଲେ ସକାଳେ ବିଳମ୍ବ ରେ ଉଠନ୍ତୁ ନାହିଁ, ସକାଳେ ଶୀଘ୍ର ଉଠିବା ଏକ ଭଲ ଅଭ୍ୟାସ ଅଟେ ଯାହା ଆପଣ ଙ୍କୁ ଉଭୟ ଶାରୀରିକ ଓ ମାନିସିକ ସ୍ତର ରେ ଉନ୍ନତି ସାଧନ ର ରାସ୍ତା ଦେଖାଇ ଥାଏ ଏବଂ ଶାନ୍ତି ଦେଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।