ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।
କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି। ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି। ତେବେ ଆପଣ ମାନେ ଜାଣିଛନ୍ତି କି ସବୁ ବର୍ଷ ରଜ ପର୍ବ ଆସିବା ପୂର୍ବରୁ “ରଜ କୁଇନ” ସୋ ଟିଭି ରେ ଆସିଥାଏ। ତେବେ ବର୍ତ୍ତମାନ ପୁଣି ଚାଲିଛି, “ରଜ ସୁନ୍ଦରୀ” ରିଆଳିଟି ସୋ।
ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଜଣେ ପ୍ରତିଯୋଗୀ ଙ୍କ ର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଯାହାଙ୍କ ର ନାମ ହେଉଛି ବବିତା , ତେବେ ସେ ICICI ବ୍ୟାଙ୍କ ରେ ଚାକିରୀ କରିବା ସହ ରଜ ସୁନ୍ଦରୀ କୁ ମଧ୍ୟ ଆସିଛନ୍ତି ତାଙ୍କର କଳା ଦେଖାଇବା ପାଇଁ।
ତେବେ ସେ ତାଙ୍କର ବ୍ୟାଙ୍କ ରେ ଅଭିନେତା ପୁପିନ୍ଦର ଙ୍କ ର ଆକାଉଣ୍ଟ ଥିବା ମଧ୍ୟ କହିଛନ୍ତି ଆଉ ତାଙ୍କୁ ପଚରା ଯାଇଥିବା ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଛନ୍ତି। ତେବେ ତାଙ୍କ ସହ ଅନ୍ୟ ଦୁଇ ପ୍ରତିଯୋଗୀ ମଧ୍ୟ ରହିଛନ୍ତି ଯାହାଙ୍କୁ ସେମାନେ ଜଣେ ପରେ ଜଣେ ପ୍ରଶ୍ନ କରିଛନ୍ତି ଏବଂ ସେମାନେ ମଧ୍ୟ ଭଲ ଉତ୍ତର ଦେବାକୁ ପ୍ରୟାସ କରିଛନ୍ତି। ତେବେ ଏହା ସହ ତୃତୀୟ ଝିଅ ଜଣଙ୍କ ସୁନ୍ଦର ଆଙ୍କରିଙ୍ଗ ମଧ୍ୟ କରି ଜଜ ଙ୍କୁ ଖୁସି କରେଇ ଦେଇଛନ୍ତି। ତେବେ ଭାଇରାଲ ଏହି ରଜ ସୁନ୍ଦରୀ ର ଭିଡ଼ିଓ ଟିକୁ ଆପଣ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ ନିଶ୍ଚିତ ଭାବରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।