ବନ୍ଧୁମାନେ ଅନେକ ଲୋକ ନିଜ ଘରେ ପଶୁ ପକ୍ଷୀ ମାନଙ୍କୁ ରଖିବାକୁ ଖୁବ ପସନ୍ଦ କରନ୍ତି ।ହେଲେ ପକ୍ଷୀ ମାନଙ୍କ ଭିତରେ ପାରା ଏକ ଏମିତି ପକ୍ଷୀ ଯିଏ ଖୁବ ଶାନ୍ତ ପ୍ରକୃତି ର ହେଇଥିବା ବେଳେ ଇଏ ସବୁବେଳେ ମଣିଷ ରହୁଥିବା ଘରେ ହିଁ ନିଜ ଘର ତିଆରି କରିଥାଏ ।ଏହା ବ୍ୟତୀତ ଲୋକମାନେ ପାରା କୁ ଖୁବ ଭଲ ବି ପାଆନ୍ତି, ଆବେକ ଘର ମାନଙ୍କ ରେ ପାରା ଙ୍କୁ ନୀତିଦିନ ଦାନା ବି ଦେଇଥାନ୍ତି ।ତେବେ ପାରା ବି ସେମିତି କେବେ କିଛି କ୍ଷତି କରି ନଥାଏ, ହେଲେ ପାରା ଘରେ ରହିଲେ ଏହା କଣ ସୂଚନା ଦେଇଥାଏ ତାହା ବିଷୟରେ ହୁଏତ ଆପଣ ଜାଣି ନଥିବେ ।
ଆପଣ ମାନେ ଲକ୍ଷ୍ୟ କରିଥିବେ ବିଶେଷ କରି ପକା ଘରର ଛାତ ଗୁଡିକରେ ପାରା ବସା ଦେଇଥାନ୍ତି ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କ ଘରେ ବି ଏମିତି ପାରା ବସା କରିଥିଲେ ତାହା ବହୁତ ବଡ଼ ସଙ୍କେତ ଦେଇଥାଏ ।ଆଉ ଯେକେହି ବ୍ୟକ୍ତି ଏହି ସଙ୍କେତ କୁ ବୁଝି ପାରିଲେ ସେହି ବ୍ୟକ୍ତିର ଆଗାମୀ ଜୀବନ ଖୁବ ସୁଖରେ ବିତିଥାଏ,ତେବେ ସେହି ସଙ୍କେତ କଣ ଆସନ୍ତୁ ଜାଣିବା ।
-ଆଜିକାଲି ସମସ୍ତେ ଖୁବ କଠିନ ପରିଶ୍ରମ କରୁଛନ୍ତି ଜୀବନରେ ସଫଳତା ହାସଲ କରିବା ପାଇଁ କିନ୍ତୁ ଏଥିରେ ବହୁତ ଥର ଅସଫଳ ବି ହେବାକୁ ପଡୁଛି ।ହେଲେ ଆପଣ ଯଦି ଦେଖୁଛନ୍ତି କି ଆପଣ ଘରେ ପାରା ବସା ଦେବା ଆରମ୍ଭ କରୁଛି ତେବେ ଏହା ଆପଣଙ୍କ ପାଉ ଖୁବ ଶୁଭ ସଙ୍କେତ ।ଏହାର ଅର୍ଥ ହେଉଛି ଆପଣ ନିଜ କାର୍ଯ୍ୟରେ ଖୁବ ଜଳଦି ସଫଳ ହେବାକୁ ଯାଉଛନ୍ତି ତେଣୁ ନିଜ କାର୍ଯ୍ୟରେ ଲାଗି ରୁହନ୍ତୁ ।
-ଯଦି କେହି ବ୍ୟକ୍ତି ପ୍ରତିଦିନ ପାରା ଙ୍କୁ ଦାନା ଓ ପାଣି ଦେଉଛି ତାହେଲେ ସେହି ବ୍ୟକ୍ତିର ଘରେ ସୁଖ ସମୃଦ୍ଧି ସବୁ ବେଳେ ଲାଗି ରହିବ ।ଆଉ ପରିବାର ଭିତରେ ସବୁବେଳେ ଭଲପାଇବା ବଡିବ ।
-ନିୟମିତ ପାରା କୁ ଦାନା ଦେଲେ ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ଅସୁବିଧା ଖୁବ ସହଜରେ ସମାଧାନ ହେଇଯିବ ଓ ଆପଣଙ୍କ ଉପରେ ବିଶେଷ କିଛି ଅସୁବିଧା ହେବ ନାହିଁ ।
-ଘରେ ବସା କରିଥିବା ପାରା କୁ କେବେ ଘୋଉଡ଼େଇବେ ନାହିଁ ଏମିତି କଲେ ଆପଣ ଜୀବନରେ ଯାହାବି ଖୁସି ଆସିବାକୁ ଥିବ ତାହା ଦୂର ହେଇଯିବ ଓ ଘରେ ସବୁବେଳେ ଅଭାବ ଅନଟନ ଲାଗିରହିବ ।
-ପାରା ବସା କଲେ ଏହା ବି ସୂଚନା ଦେଇଥାଏ କି ଖୁବ ଜଳଦି ଆପଣଙ୍କ ପାଖରେ ଅର୍ଥ ବିଡ଼ିବାକୁ ଯାଉଛି ।ଘରେ ଥିବା ସମସ୍ତ ଅସୁବିଧା ର ଅନ୍ତ ଘଟିବ ଓ ଘରକୁ ଲକ୍ଷ୍ମୀ ଙ୍କ ଆଗମନ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।