ହତାଭାଗା ସ୍ୱାମୀ : ମଥାରେ ସିନ୍ଦୁର ଦେବାର 1 ଘଣ୍ଟା ପରେ ସ୍ତ୍ରୀର କୋକେଇ ଉଠାଇଲା, ଶାଶୁଘରେ ନୂଆ ବୋହୁର ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି ଦେଖନ୍ତୁ ଭିଡିଓ
ବେଶ ହସ ଖୁସି ରେ ଆୟୋଜନ ହୋଇଥିଲା ବିବାହ , ବିବାହ ମଣ୍ଡପ ରେ ବର ଆସି ପହଁଚିଲା, ବାଜା ରଶଣି ରେ ପୁରା ଅଞ୍ଚଳ ଉଠୁଥିଲା ଓ ପଡୁଥିଲା।କନ୍ୟା ଜଣଙ୍କ ମଧ୍ୟ ବହୁ ବେଶ ରେ ସଜେଇ ହୋଇ ବିବାହ ମଣ୍ଡପ ରେ ପହଁଚିଲେ ସବୁକିଛି ଠିକ ଚାଲିଥିଲା, ଵିଵାହ ମଧ୍ୟ ଚାଲିଥିଲା।
ମାତ୍ର ଯେତେବେଳେ ବର କନ୍ୟା ମଧ୍ୟରେ ବରଣ ମାଳା ପିନ୍ଧାଉ ଥିଲେ ପରସ୍ପର କୁ ସେତେବେଳେ ଘଟିଗଲା ଅଘଟଣ ଆଉ ସଂଗେ ସଂଗେ ବିବାହ ମଣ୍ଡପ ରେ ଟଳି ପଡିଲେ କନ୍ୟା, କିଛି ସେକେଣ୍ଡ ରେ ଚାଲିଗଲା ତାଙ୍କର ଜୀବନ।ଯାହା ଏକ ଖୁସି ର ମାହଲ କୁ ଦୁଖଃ ରେ ପରିବର୍ତ୍ତନ କରିଦେଲା।
ତେବେ ବନ୍ଧୁଗଣ କୁହାଯାଏ କି , ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଏହା କେତେ ବେଳେ କାହାକୁ କେଉଁ ପରିସ୍ଥିତିରେ ନିଜର କରି ନେବ ତାହା କେହି ବି ଜାଣି ନଥାନ୍ତି। ଏହି ଘଟଣା ରେ ମଧ୍ୟ କିଛି ଏହିପରି ହୋଇଥିଲା, ଖୁସି ରେ ଝିଅ ର ବାହାଘର କରାଉଥିଲେ ବାପା ମା କିନ୍ତୁ ମାଡି ଆସିଲା ଆଦିନିଆ ଝଡ଼। ଆଉ ଘରୁ ସଵାରୀ ଉଠିବା ପୂର୍ବରୁ ଘରୁ ଉଠିଲା ଝିଅ ର କୋକେଇ ଯାହାକି ସମସ୍ତ ଙ୍କୁ ଅତ୍ୟନ୍ତ ବିଚଳିତ କରି ଦେଇଥିଲା।ତେବେ ଏହି ଭଳି ଅଭାବନୀୟ ଘଟଣା ଟି ଦେଖିବା କୁ ମିଳିଥିଲା ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ।ଯାହାକି ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଘଟଣା ଟି କିଛି ଏହିପରି ଥିଲା କି ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ ଗୋପାଳ ଙ୍କ ର ଝିଅ ଶିବାନୀ ଙ୍କ ର ବିବାହ ଆୟୋଜନ ହୋଇଥିଲା। ବେଶ ହସ ଖୁସି ରେ ସବୁକିଛି ଚାଲିଥିଲା। ଶିବାନୀ ମଧ୍ୟ ନିଜ ବିବାହ ତଥା ଏକ ନୂଆ ଜୀବନ ଆରମ୍ଭ କରିବା କୁ ଯାଉଥିବା ରୁ ଖୁବ ଆଶାୟୀ ଥିଲେ କିନ୍ତୁ ଭାଗ୍ୟ ରେ ବିଧାତା କିଛି ଅଲଗା ଲେଖି ଥିଲେ ଯାହା ତାଙ୍କର ସବୁ ସ୍ଵପ୍ନ ଙ୍କୁ ଭାଙ୍ଗି ଦେଇଥିଲା। ଏବଂ କିଛି ସେକେଣ୍ଡ ରେ ତାଙ୍କର ମୃତ୍ୟୁ ହୋଇଥିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା।
ତେବେ ବିବାହ ସମୟ ରେ ପ୍ରଥମେ କନ୍ୟା ବର କୁ ବରଣ ମାଳା ପିନ୍ଧାଇ ଥିଲେ , କିନ୍ତୁ ଯେତେବେଳେ ବର ଜଣଙ୍କ କନ୍ୟା ଙ୍କୁ ବରଣ ମାଳା ପିନ୍ଧେଈଲେ ତା ପରେ ସଂଗେ ସଂଗେ ବାସ କିଛି କ୍ଷଣ ମଧ୍ୟରେ କନ୍ୟା ଜଣଙ୍କ ଟଳି ପଡିଲେ ଆଉ ଦେଖୁ ଦେଖୁ ତାଙ୍କର ଜୀବନ ଚାଲିଗଲା। ତେବେ ସଂଗେ ସଂଗେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ତେବେ ଡାକ୍ତର ସ୍ପଷ୍ଟ କରିଥିଲେ କି , ହୃଦଘାତ ରେ କନ୍ୟା ଙ୍କ ର ମୃତ୍ୟୁ ହୋଇଛି ବୋଲି। ତେବେ ଏହି ଘଟଣା ଟି ପୁରା ପରିବାର ସହ ପୁରା ଅଞ୍ଚଳ କୁ ଦୁଃଖିତ କରି ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।