Daily news update , Real odisha local news

ପୁରୁଣା brush କୁ ଫିଙ୍ଗିବା ପୂର୍ବରୁ ଏହି ଭିଡିଓ କୁ ନିହାତି ଦେଖନ୍ତୁ |Kitchen tips ନ ଦେଖିଲେ ବିଶ୍ୱାସ କରିବେନି…. 75 କୋଟି ଲୋକ ଦେଖି ସାରିଲେଣି…

0 35,664

ବନ୍ଧୁମାନେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ଯିଏ ଯେମିତି ଚାହୁଁଚି ସେମିତି ଭିଡ଼ିଓ ତିଆରି କରି ପୋଷ୍ଟ କରୁଛନ୍ତି ।ଅନେକ ସମୟରେ ଅନେକ କ୍ରିଏଟିଭ ଭିଡ଼ିଓ ଗୁଡିକ ବି ଦେଖିବାକୁ ମିଳିଥାଏ ।ଯେଉଁ ଭିଡ଼ିଓ ଦେଖିଲା ପରେ ଆପଣ ବି ଜାଣି ପାରନ୍ତି କି କେମିତି ଘରେ ଥିବା ଅଦରକାରୀ ଜିନିଷ ରୁ କେତେ କଣ ତିଆରି ହେଇ ପାରିବ ।

ତେବେ ଆଜିକାଲି ଆମେ ଟଙ୍କା ଦେଇ ବହୁତ କିଛି ଜିନିଷ ମାର୍କେଟ ରୁ କିଣି ନେଉଛୁ ହେଲେ ଯଦି ଆପଣ ଟିକିଏ ସମୟ ଦେଇ ମୁଣ୍ଡ ଖର୍ଚ୍ଚ କରିବେ ତାହେଲେ ଆପଣ ଘରେ ବି ସେହି ସବୁ ଜିନିଷ ତିଆରି କରିପାରିବେ ନିଜ ଘରେ ।ତେବେ ଦେଖ୍ହ ନାହାନ୍ତି କେମିତି ମହିଳା ଜଣକ ମାତ୍ର 4ଟି ଅଦରକାରୀ ବ୍ରସ ରୁ ବ୍ୟବହାର କରି ଏକ ସୁନ୍ଦର ଘର କରଣା ଜିନିଷ ତିଆରି କରୁଛନ୍ତି ।

ତେବେ ଏବେ ସୋସିଆଲ ମେଡିଆରେ ଆପଣ ଦେଖୁଥିବେ କି କେମିତି ସବୁ ଘରେ ଥିବା ଅଦରକାରୀ ଜିନିଷ ରୁ ସୁନ୍ଦର ସାମଗ୍ରୀ ପ୍ରସ୍ତୁତ ହେଇ ପାରୁଛି ।ତେବେ ସେମିତି ଏକ ଅଦରକାରୀ ସାମଗ୍ରୀ ହେଉଛି ବ୍ରସ, ଆପଣ ଦାନ୍ତ ସଫା କରୁଥିବା ବ୍ରସ ଖରପା ହେଇଗଲା ପରେ ତାହାକୁ ଫିଙ୍ଗି ଦେଉଛନ୍ତି ।ହେଲେ ଆପଣ ଜାଣି ନଥିବେ କି ଏହାକୁ ବ୍ୟବହାର କରି ଆପଣ ଖୁବ ସୁନ୍ଦର ସାମଗ୍ରୀ ଟିଏ ତିଆରି କରି ପାରିବେ ।ତେବେ ସେହି ସାମଗ୍ରୀ କଣ ଆଉ ତାକୁ କେମିତି ତିଆରି କରିବେ ଆସନ୍ତୁ ସର ବିଷୟରେ ଭଲ ଭାବରେ ଜାଣିବା ।

ତେବେ ଆପଣ ପ୍ରଥମେ ଘରେ ଥିବା 4ଟି ଅଦରକାରୀ ବ୍ରସ ନିଅନ୍ତୁ ଆଉ ତାହାର ବ୍ରସ କରୁଥିବା ଅଂଶ କୁ ଭାଙ୍ଗି ଅଲଗା କରି ଦିଅନ୍ତୁ ।ଆଉ ଏମିତି ଆପଣ ଗ୍ୟାସ ରେ ବ୍ରସ କୁ ତରଲାଇ କରି ପାରିବେ,ତାପରେ ସେହି 4ଟି ବ୍ରସ କୁ ତରଲାଇ ପରସ୍ପର ସହିତ ଯୋଡି ନିଅନ୍ତୁ ।ଏବେ ଦେଖିବେ ତାହା ଏକ ବାଡ଼ି ପରି ହେଇଯିବ, ଏବେ ଆପଣ ପୁରୁଣା ଲେଜିନ୍ସ ପ୍ୟାଣ୍ଟ ନିଅନ୍ତୁ ।ଆଉ ସେହି ପେଣ୍ଟ ର ଗୋଡ଼ ଭାଗ କୁ ସମାନ ଭାଗରେ କାଟି ନିଅନ୍ତୁ,ଏହାପରେ କାଟି ନେଇଥିବା ପ୍ୟାଂଟ ର ତଳେ ଥିବା ମୋଟା ଅଂଶ କୁ କାଟି ବାହାର କରିଦେବେ ।ଏହାପରେ କଁଇଚି ସାହାଯ୍ୟ ରେ ଗୋଡ଼ ଅଂଶ ପେଣ୍ଟ ଟିକୁ ଗୋଟିଏ ପାଖରୁ ସରୁ ସରୁ କାଟନ୍ତୁ, ଏମିତି 2ଟି ପ୍ୟାଣ୍ଟ ଗୋଡ଼ କୁ କାଟିନେବେ ।

ଏବେ ଆପଣ ସେହି ଯୋଡିଥିବା ବ୍ରସ ରେ କାଟିଥିବା ପ୍ୟାଣ୍ଟ ଟିକୁ ଗଡ଼େଇ ଚାଲନ୍ତୁ ଆଉ ମଜଗିରେ ମଝିରେ ପ୍ୟାଂଟ ଟିକୁ ବ୍ରସ ରେ ବାନ୍ଧି ଦେବେ ।ଆଉ ପୁରା ଗୁଡ଼େଇ ସାରିବା ପରେ ଦେଖିବେ ତାହା ଏକ ସୁନ୍ଦର ଝାଡୁ ପରି ଦେଖାଯିବା ଏହାକୁ ଆପଣ ବେଡ, ଡ୍ରେସ ଆଦି ସଫା କରିପାରିବେ ।ତେବେ ଏମିତି ଆପଣ ନିଜ ଘରେ ତିଆରି କରି ନିଜର ଖର୍ଚ୍ଚ କମ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.