ଆଜି ମନ୍ତ୍ରୀ ନବ ଦାସ ଙ୍କର ୧୧ ଦିନ…..ସ୍ୱାମୀ ଙ୍କୁ ଝୁରି ଝୁରି କାନ୍ଦୁଛନ୍ତି ପତ୍ନୀ…. ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ କୁ ଦେଖିଲେ କାନ୍ଦି ପକେଇବେ ଆପଣ…
ଦେଖୁ ଦେଖୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ କୁ ୧୧ ଦିନ ହୋଇଗଲା। ସମସ୍ତ ଙ୍କ ଆଖିରେ ଲୁହ , ସ୍ୱାମୀ ଙ୍କୁ ହରାଇ ମୁଣ୍ଡ କୁଡେଇ କୁଡେଇ ହୋଇ କାନ୍ଧୁଚି ସ୍ତ୍ରୀ ଆଉ ମନ ରେ ମନରେ କହୁଛି ତୁମେ ଅଧା ରାସ୍ତା ରେ ଛାଡିଦେଲ ମୋତେ କେମିତି ରହିବି ମୁଁ। ବାପ କୁ ହରେଇ ପୁଅ ଓ ଝିଅ ଆଖିରେ ଲୁହ ଶୁଖୁ ନାହିଁ,
ବାପା ଙ୍କୁ ହରେଇ ସବୁକିଛି ହରେଇ ଦେଇଛି ପୁଅ ଯାହା ଆପଣ ତାଙ୍କୁ ଦେଖି ଜାଣି ପାରୁଥିବେ। ଆଉ ପରିବାର କଥା କଣ କହିବେ, ପରିବାର ଲୋକେ କାନ୍ଦି କାନ୍ଦି ବେହୋସ ହୋଇଗଲେଣି। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ସ୍ତ୍ରୀ ପୁଅ ଓ ପରିବାର କଥା କହୁଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କର ସ୍ତ୍ରୀ , ପୁଅ ଓ ପରିବାର ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ।
ତେବେ ଏହି ଗୁଳି ମାଡ଼ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ର ମୃତ୍ୟୁ ହୋଇ ଥିଲା। ତେବେ ଆଜି ତାଙ୍କ ର ଏକାଦଶ କ୍ରିୟା କର୍ମ ଅଟେ , ଦେଖୁ ଦେଖୁ ମୃତ୍ୟୁ କୁ ହୋଇଗଲାଣି ୧୧ ଦିନ। ମାତ୍ର ଆଜି ବି ସ୍ତ୍ରୀ ଓ ପରିବାର କୁ ସବୁକିଛି ସ୍ୱପ୍ନ ପରି ଲାଗୁଛି। ତେବେ ଏହି ସମୟ ରେ ସୋସିଆଲ ମିଡ଼ିଆ ରେ ନବ ଦାସ ଙ୍କ ସ୍ତ୍ରୀ ଙ୍କ ର ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ କାନ୍ଦି ପକେଇବେ।
ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି , ନବ ଦାସ ଙ୍କ ମୃତ୍ୟୁ ରେ ତାଙ୍କର ପତ୍ନୀ ବହୁତ ଭାଙ୍ଗି ପଡିଛନ୍ତି ଏବଂ ସେ ସ୍ୱାମୀ ଙ୍କୁ ଝୁରି ଝୁରି କାନ୍ଦୁଛନ୍ତି ମଧ୍ୟ। ତେବେ ଏକାଦଶ କର୍ମ ରେ ଅନେକ ଲୋକ ତାଙ୍କର ଘରେ ଏକାଠି ହୋଇଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କିନ୍ତୁ ଏହା ଭିତରେ ନବ ଙ୍କ ସ୍ତ୍ରୀ ଓ ପରିବାର ନିଜକୁ ଏକା ଅନୁଭବ କରୁଛନ୍ତି ଆଉ କାନ୍ଦୁଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।