ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ହୃଦୟ ଖୁସି ରେ ଭରିଯାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ସମସ୍ତେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ ବାପା ତାଙ୍କର IPS ଝିଅ କୁ ସାଲ୍ୟୁଟ ମାରିଛନ୍ତି ।ତେବେ କୁହାଯାଏ କି ବାପା ମା ଙ୍କ ପାଇଁ ତାଙ୍କ ପିଲାଙ୍କ ଜୀବନ ର ସଫଳତା ସବୁଠାରୁ ବଡ଼ ଉପହାର ହୋଇଥାଏ। ଆଉ ଯେତେବେଳେ ଜଣେ ଝିଅ ତାଙ୍କ ବାପା ଙ୍କ ପୋଷ୍ଟ ଠାରୁ ବଡ଼ ପୋଷ୍ଟ ରେ ରହେ ସେତେବେଳେ ବାପା ଙ୍କ ର ଛାତି ଗର୍ଵ ରେ ଫୁଲିଯାଇ ଥାଏ।
ତେବେ ଏହି ଭାଇରାଲ ଭିଡ଼ିଓ ରେ କିଛି ଏହିପରି ଦେଖିବାକୁ ମିଳିଛି , ଟ୍ରବର ଭିଡ଼ିଓ ଟି ହେଉଛି ଆସାମ ର ।ତେବେ ଆସାମ ର ଡିଜି ଗଜେନ୍ଦ୍ର ସେନ ଯିଏକି ୪୪ତମ ବ୍ୟାଚ ରେ ୟୁପିଏସି ପରୀକ୍ଷା ରେ ଉତିଣ୍ଣ ହୋଇ ଜଣେ IPS ଅଧିକାରୀ ଥିଲେ ତାଙ୍କର ଝିଅ ବର୍ତ୍ତମାନ ୭୪ତମ ବ୍ୟାଚ ର ପରୀକ୍ଷା ରେ ଉଟିଣ୍ଣ ହୋଇ ଜଣେ IPS ଅଧିକାରୀ ହୋଇଛନ୍ତି। ତେବେ ଝିଅ କୁ IPS ରୁପ ରେ ଦେଖିବା ପରେ, ବାପା ଗଜେନ୍ଦ୍ର ନିଜ ଝିଅ କୁ ଛାତି ଫୁଲେଇ ଗର୍ବ ରେ ସାଲ୍ୟୁଟ କରିଥିଲେ ।ଆଉ ଝିଅ ମଧ୍ୟ ବାପା ଙ୍କୁ ସାଲ୍ୟୁଟ କରିଥିଲେ। ତେବେ ଏହାର ଭିଡ଼ିଓ ଟି କେହି ଜଣେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।
ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଦେଖି ଖୁବ ପ୍ରଶଂସା କରିଛନ୍ତି। ଆଉ କେହି କେହି କହିଛନ୍ତି କି ଜଣେ ବାପା ଙ୍କ ପାଇଁ ଝିଅ ଠାରୁ ଏହିପରି ଉପହାର ସବୁଠାରୁ ବଡ଼ ଉପହାର ଅଟେ ଯାହାର କୌଣସି ମାପଦଣ୍ଡ ମଧ୍ୟ ନାହିଁ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ଏବଂ ଏହା ସମସ୍ତ ଙ୍କ ପାଇଁ ଏକ ପ୍ରେରଣା ଦାୟକ ଭିଡ଼ିଓ ବୋଲି କୁହାଯାଇଛି। ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।