Daily news update , Real odisha local news

ଓଡ଼ିଶାର NO-1 YOUTUBER ରୂପା ପିଣ୍ଟୁଙ୍କୁ ଲାଗିଲା ବଡ ଝ଼ଟକା ! କାଲି ଖବର, ଆଜି ଚାପ, ସକାଳୁ ସକାଳୁ ସବୁ ଭିଡ଼ିଓ DELETE…ଦେଖନ୍ତୁ ଭିଡ଼ିଓ…

0 273

ଆଜି ସାରା ଓଡ଼ିଶାରେ ସେଲିବ୍ରେଟି ପରି ପରିଚୟ ପାଇଥିବା ରୁପା ପିଣ୍ଟୁ ଙ୍କୁ କିଏ ବା ନଜାଣିଛି ।ଛୋଟ ଛୋଟ ଟିକ ଟିକ ଭିଡ଼ିଓ କରୁ କରୁ ଉଭୟ ବ୍ଳଗିଂ କରିବା ଆରମ୍ଭ କରିଥିଲେ ଆଉ ଲଗାତାର 3 ରୁ 4 ବର୍ଷ ଭିତରେ ସେମାନେ ଖୁବ ଉନ୍ନତି କରିଛନ୍ତି ।

ଆଉ ଆଜି ସେମାନେ ଅନେକ ଷ୍ଟେଜ ସୋ ରେ ଗେଷ୍ଟ ହିସାବରେ ଯାଉଥିବା ବେଳେ ଅନେକ ଫେନ ମଧ୍ୟ ତାଙ୍କୁ ଦେଖିବା ପାଇଁ ଅନେଇ ଥାନ୍ତି ।ହେଲେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଙ୍କୁ ନେଇ ଏକ ମସ୍ତ ବଡ଼ ଝଟକା ଦେଲା ପରି ଘଟଣା ଘଟିଛି ।ଆଜି ସକାଳୁ ସକାଳୁ ତାଙ୍କ ଚେନାଲ ର ସବୁ ଭିଡ଼ିଓ ଅଚାନକ ଡିଲିଟ ହେଇ ଯାଇଛି, ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପୁରା ଘଟଣା କଣ ଆସନ୍ତୁ ଜାଣିବା ।

ତେବେ ଆପଣ ଯଦି ରୁପା ପିଣ୍ଟୁ ଙ୍କର ଭିଡ଼ିଓ ଆଗରୁ ଦେଖୁଥିବେ ତାହେଲେ ଜାଣିଥିବେ ବି ତାଙ୍କର ଭିଡ଼ିଓ ଆପଲୋଡ଼ ହେବା ମାତ୍ରେ ହିଁ ଲକ୍ଷ ଲକ୍ଷ ଲୋକ ଭିଡ଼ିଓ ଦେଖି ଥାଆନ୍ତି ।ଏହା ବ୍ୟତୀତ ଭିଡ଼ିଓ ରେ ବହୁତ ଲାଇକ ଓ ଅନେକ ଭଲ ଭଲ କମେଣ୍ଟ ବି ଆସିଥାଏ କିନ୍ତୁ ବର୍ତ୍ତମାନ ସବୁକିଛି ବଦଳି ଯାଇଛି ।ଏବେ ରୁପା ପିଣ୍ଟୁ ଙ୍କୁ ବହୁତ ଖରପା ଆଉ ଗାଳି ଗୁଲଜ କମେଣ୍ଟ ଆସୁଛି, ଆଉ ସେହି ମେସେଜ ଗୁଡିକରେ କେତେବେଳେ କୁହାଯାଇଛି କି ପିଣ୍ଟୁ ଙ୍କର କୁଆଡେ ବହୁତ ଗର୍ଵ ହେଇଗଲାଣି ।ପୁଣି ଆନ୍ୟ କିଛି ମେସେଜ ରେ ପିଣ୍ଟୁ ର ଗାଡି ଓ ଘର କଥା ବିଷୟରେ କହି ତତ୍ସଲ୍ୟ କରାଯାଇଛି ।

ଏମିତି ସବୁ ଘଟିବା ପଛରେ ଗୋଟିଏ ବହୁତ ବଡ଼ କାରଣ ବି ରହିଛି, ତେବେ ଘଟଣା କିଛି ଏମିତି ଅଟେ କି ଆଗରୁ ପିଣ୍ଟୁ ସହିତ କାମ କରୁଥିବା ହ୍ୟାପି ଓ ପିଣ୍ଟୁ ଙ୍କର ଭଉଣୀ ସୁନା ନିଜର ଏକ ନୂଆ ବ୍ଳଗିଂ ଚେନାଲ କରିଛନ୍ତି ଆଉ ସେଥିରେ ସେମାନେ ପିଣ୍ଟୁ ଙ୍କ ବିରୋଧରେ ଏମିତି କିଛି କହିଛନ୍ତି ।ତେବେ ଆଗରୁ ଆପଣ ଏହି ଦୁଇ ଜଣକୁ ପିଣ୍ଟୁ ଙ୍କ ଚେନାଲ ରେ ବହୁତ ଥର ଦେଖି ଥିବେ କିନ୍ତୁ ଏବେ ଆଉ ଏମାଙ୍କୁ ପିଣ୍ଟୁ ଙ୍କ ଚେନାଲ ରେ ନଜର ଆସୁ ନାହାନ୍ତି ।ପିଣ୍ଟୁ ନିଜର ଭିଡ଼ିଓ ଏଡିଟିଂ ଆଉ ଡ୍ରାଭିଂ ଓ କ୍ୟାମେରା ଆଦି ଧରିବା ପାଇଁ ଅନେକ ପିଲା ରଖିଛନ୍ତି ଆଉ ତାଙ୍କୁ ସେହି ଅନୁସାରେ ପାରିଶ୍ରମିକ ବି ଦିଅନ୍ତି ।

ତେବେ ବହୁତ ସମୟରେ ପିଣ୍ଟୁ ସେହି ପିଲାଙ୍କୁ କ୍ୟାମେରା ମେନ, ଡ୍ରାଇଭର ଆଦି ସମ୍ବୋଧନ କରୁଥିବାର ଦେଖିବାକୁ ମିଳିଛି ।ଆଉ ଏମିତି କିଛି କଥାକୁ ନେଇ ପିଣ୍ଟୁ ଓ ତାଙ୍କ ଭଉଣୀ ଓ ହ୍ୟାପି ପରସ୍ପର ବିରୋଧରେ କହିବାରେ ଲାଗିଛନ୍ତି ।ତେବେ ପିଣ୍ଟୁ କହିଛନ୍ତି କି ସେମାନେ ମୋ ପାଖରୁ କାମ କରୁଥିଲେ ମୋ ଠାରୁ ସବୁ ଶିଖି ଆଜି ନିଜେ ଚେନାଲ ଖୋଲିଛନ୍ତି ।ଆଉ ଏହି କଥା ପରେ ବି ପିଣ୍ଟୁ ଙ୍କ ପାଖକୁ ବହୁତ ସାରା କମେଣ୍ଟ ଆସିବାରେ ଲାଗୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.