Daily news update , Real odisha local news

ମୋ_ସ୍ୱାମୀ_ଉଭୟ_ପୁଅ_ଝିଅଙ୍କ_ସହ_ସମ୍ପର୍କ_କରନ୍ତି ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ….ପୁରା ଘଟଣା ଶୁଣିଲେ ମୁଣ୍ଡରେ ହାତ ଦେବେ

0 6,024

“ମୋ ସ୍ୱାମୀ ଦିନ ରେ ପୁଅ କିନ୍ତୁ ରାତ୍ରି ରେ ସୁନ୍ଦରୀ କନ୍ୟା , ମୋତେ ଓ ମୋ ପରିବାର କୁ ଜଣେ ଇଞ୍ଜିନିୟର ବୋଲି କହି ବିବାହ କରିଥିଲେ। ମାତ୍ର ସେ ଇଞ୍ଜିନିୟର ନୁହଁନ୍ତି ବରଂ ସେ ରକେଟ ରେ ସମ୍ପୂର୍କ୍ତ ଅଟନ୍ତି। ଆଉ ଏତେ ତଳ କୁ ଖସି ଗଲେ କି ମୋତେ ମଧ୍ୟ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିଥିଲେ।

କେମିତି ବି ମୁଁ ଜୀବନ ବଞ୍ଚାଇ ନ୍ୟାୟ ପାଇଁ ଥାନା ରେ ଆସି ପହଁଚିଛି”।ବନ୍ଧୁଗଣ ଏହା ହେଉଛି ଜଣେ ହାତଭାଗୀ ସ୍ତ୍ରୀ ର ହୃଦୟ ର କଥା ଯିଏକି ସୁଖ ର ସଂସାର ଆଶା ରେ ସ୍ୱାମୀ ର ହାତ ଧରିଥିଲା ହେଲେ ସବୁକିଛି ସ୍ୱପ୍ନ ହୋଇଗଲା। ଆସନ୍ତୁ ଜାଣିବା ଏହି କାହାଣୀ ବିଷୟ ରେ।

ବିବାହ ଏକ ପବିତ୍ର ବନ୍ଧନ, ତେବେ ଯେତେବେଳେ ଜଣେ ଝିଅ ବିବାହ କରିଥାଏ ସେ ନିଜ ପରିବାରକୁ ଛାଡି ଏକ ଭିନ୍ନ ଦୁନିଆକୁ ଆସିଥାଏ। ।ତେବେ ସେତେବେଳେ ତାର ସବୁଠୁ ନିଜର ସେ ସ୍ୱାମୀକୁ କରିଥାଏ, ବିବାହ ପୂର୍ବରୁ ବହୁତ ଆଶା ଓ ଆକାଂକ୍ଷା ନେଇ ନୂଆ ଜୀବନ ଗଡ଼ିବା ପାଇଁ ସ୍ୱାମୀର ସବୁକିଚିକୁ ଆଦରି ନେଇ ଥାଏ ।କିନ୍ତୁ ଯେତେବେଳେ ସେହି ସ୍ୱାମୀ ତାକୁ ଦେହ ବ୍ୟବସାୟ କରିବା କୁ ବାଧ୍ୟ କରିଥାଏ ଆଉ ନିଜେ ଜଣେ ପୁରୁଷ ହୋଇ ମଧ୍ୟ ମହିଳା ଭାବରେ ସଜେଇ ହୋଇ ରକେଟ ରେ ସମ୍ପୂର୍କ୍ତ ହୋଇଥାଏ ସେତେବେଳେ ସବୁ କିଛି ଶେଷ ହୋଇଯାଏ।

ତେବ ଠିକ ଏହିପରି ହୋଇଥିଲା ବାଲେଶ୍ଵର ଜିଲ୍ଲା ର ସୋର ଅଞ୍ଚଳ ରେ ଏହି ମହିଳା ଙ୍କ ସହ। ତେବେ ମହିଳା ଜଣଙ୍କ ଆଜକୁ ତିନି ବର୍ଷ ତଳେ ଜଣେ ଯୁବକ ଙ୍କୁ ବିବାହ କରିଥିଲେ, ତେବେ ବିବାହ ସମୟ ରେ ଶଶୁର ଘର ଲୋକେ କହିଥିଲେ କି ପୁଅ ସୁରଟ ରେ ଏକ ବଡ଼ କମ୍ପାନୀ ରେ ଇଞ୍ଜିନିୟର ଅଛି ବୋଲି। ଆଉ ଯୁବତୀ ଜଣଙ୍କ ଖୁସି ଖୁସି ରେ ବିବାହ କରିନେଲେ। ମାତ୍ର ବାହାଘର ପରେ ସେ ଜାଣିଲେ କି ତାଙ୍କ ର ସ୍ୱାମୀ ଦିନ ରେ ପୁଅ ହେଲେ ରାତ୍ରି ରେ ଝିଅ ହୋଇଥାନ୍ତି ଆଉ ସେ  ରକେଟ ରେ ମଧ୍ୟ ସମ୍ପୂର୍କ୍ତ ଅଟନ୍ତି।

ତେବେ ମହିଳା ଜଣଙ୍କ ଏହା ଜାଣିବା ପରେ ନିଜ ସ୍ୱାମୀ ଙ୍କୁ ପରିବର୍ତ୍ତନ ହୋଇଯିବା ପାଇଁ ତିନି ବର୍ଷ ସମୟ ସୁଯୋଗ ଦେଲେ ମାତ୍ର କୌଣସି ଫଳାଫଳ ହେଲା ନାହିଁ। ଓଲଟା ତାଙ୍କ ଶାଶୂ ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଆଉ ସ୍ୱାମୀ ଜଣଙ୍କ ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ କେମିତି ବି ନିଜ ଜୀବନ ବଞ୍ଚାଇ ସେ ସୁରଟ ରୁ ସୋର ପହଁଚି ଛନ୍ତି ଆଉ ବର୍ତ୍ତମାନ ନ୍ୟାୟ ପାଇଁ ସୋର ଥାନା ରେ ଅଭିଯୋଗ କରିଛନ୍ତି ।ତେବେ ଘଟଣା ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.