ଷ୍ଟେଜ ଉପରେ ଯାତ୍ରା ଜଗତର ଆଇଟମ ଡ୍ୟାନ୍ସର ରାଣୀ ପଣ୍ଡା ( Rani Panda ) ” ରେପ ସିନ” ୪୮ ଘଣ୍ଟାରେ ପାର କରିଗଲା 2 Million ଅଧିକ ଭାଇରାଲ
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।
ତେବେ ବର୍ତ୍ତମାନ ରାନୀ ଙ୍କ ଜୀବନି କୁ ନେଇ ଏକ ଯାତ୍ରା ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହାର ନାମ ହେଉଛି ,”ହାତୀ ଘୋଡା ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା”।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଯାତ୍ରା ର ରାଣୀ ଙ୍କ ର ଏକ ରେପ ସିନ ଏବଂ ତା ସଙ୍ଗରେ ଧମାକାଦାର ଅଭିନୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ କାନ୍ଦି ପକେଇବେ। ତେବେ ଏହି ଭିଡ଼ିଓ ଟିରେ ଏକ ସାମାଜିକ ଶିକ୍ଷା ମଧ୍ୟ ରହିଛି , ତେବେ ଆସନ୍ତୁ ଜାଣିବା ଏହି ସିନ ବିଷୟ ରେ।
ତେବେ ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି, ରାଣୀ ଲୋକଙ୍କ ସେବା କରିବା ପାଇଁ ଜଣେ ମାଫିଆ ବ୍ୟକ୍ତି ଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଧାର ରେ ନେଇଛନ୍ତି ଏବଂ ସେହି ଟଙ୍କା ରେ ଗରିବ ଲୋକଙ୍କର ସେବା କରୁଛନ୍ତି ଅସୁବିଧା ସମୟରେ। କିନ୍ତୁ ଟଙ୍କା ଦେଇଥିବା ଲୋକର ଲୋଭ ରହିଥାଏ ରାଣୀ ଙ୍କ ଦେହ ଉପରେ ଏନେଇ ସେ ପୋଲିସ ଙ୍କୁ ମଧ୍ୟ ନିଜ ଆଡକୁ କରି ନେଇଥାନ୍ତି। ତେବେ ରାଣୀ ଯେତେବେଳେ ତାଙ୍କ ପାଖକୁ ଆସି ଲୋକଙ୍କ ଦୁଃଖ ବିଷୟ ରେ କୁହନ୍ତି। ସେତେବେଳେ ବାହାନା କରି ସେହି ଯୁବକ ଜଣଙ୍କ ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରନ୍ତି ମାତ୍ର ରାଣୀ ଏହାକୁ ବିରୋଧ କରନ୍ତି ଏବଂ ତାଙ୍କୁ ଚାପୁଡ଼ା ଟିଏ ମାରନ୍ତି।
ତେବେ ଏହା ପରେ ସେହି ଅସାମଜିକ ବ୍ୟକ୍ତି ଜଣଙ୍କ ତାଙ୍କୁ ରେପ କରିବା ପାଇଁ ଚେଷ୍ଟା କରନ୍ତି ମାତ୍ର ସେ ଖସିଯିବା ପରେ ତାଙ୍କୁ ଧମକ ଦିଅନ୍ତି କି ମୋ ସହ ଶୋଇବୁ ନହେଲେ ମୋ ଟଂକା ଫେରା ବୋଲି। ତେବେ ରାଣୀ ତାଙ୍କ ଟଙ୍କା ଧୀରେ ଧୀରେ ଫେରାଇ ଦେବେ ବୋଲି କହିଥାନ୍ତି ମାତ୍ର ସେ ପୁଣି ତାଙ୍କୁ ରେପ କରିବା ପାଇଁ ଆଗେଇ ଆସନ୍ତି ଆଉ ଏହି ସମୟ ରେ ପୋଲିସ ବାବୁ ଜଣଙ୍କ ଆସି ତାଙ୍କର ଜୀବନ ବଞ୍ଚାଇ ଦିଅନ୍ତି। ଏବଂ ପରେ ଜଣା ପଡେ କି ପୋଲିସ ଙ୍କ ର ଭଉଣୀ ଙ୍କୁ ମଧ୍ୟ ପୂର୍ବରୁ ସେହି ମାଫିଆ ଜଣଙ୍କ ରେପ କରୀ ହତ୍ୟା କରିଥିଲେ ବୋଲି। ତେବେ ପୋଲିସ ଜଣଙ୍କ ତାଙ୍କୁ ଏନକାଉଣ୍ଟର କରି ହତ୍ୟା କରନ୍ତି। ତେବେ ଏହି ଜବରଦସ୍ତ ସିନ ଟିକୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।