ପେଟରେ ନୁହେଁ ମୁଣ୍ଡ ଭିତରେ ବଢ଼ୁଥିଲା ପିଲା ,ଦୀନକୁଦୀନ ଫୁଲିବାକୁ ଲାଗିଥିଲା ଝିଅର ମୁଣ୍ଡ ପୁଣି ଜାଆଁଳା ପିଲା ..ଆଉ ତାପରେ ଦେଖନ୍ତୁ ଭିଡିଓ
ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବେ ଏବଂ ବିଶ୍ୱାସ କରି ପାରିବେ ନାହିଁ କି ଏହା କିପରି ସମ୍ଭବ ହୋଇପାରେ ବୋଲି।ତେବେ ବନ୍ଧୁଗଣ କଣ ଆପଣ ବିଶ୍ୱାସ କରି ପାରିବେ କି, ଗୋଟିଏ ଏକ ବର୍ଷ ର କନ୍ୟା ଶିଶୁ ଭିତରେ ଅନ୍ୟ ଏକ ଭ୍ରୁଣ ବଢୁଛି ବୋଲି। କିନ୍ତୁ ଆମେ ଆପଣ ଙ୍କୁ ଏହିପରି ଏକ ସତ୍ୟ ଘଟଣା ବିଷୟ ରେ ଜଣେଇବାକୁ ଯାଉଛୁ ଯାହା ଆଗରେ ଡାକ୍ତରୀ ଜ୍ଞାନ ବି ଫେଲ ମାରି ଯାଇଛି।
ତେବେ ଘଟଣା ଟି କିଛି ଏହିପରି ରହିଛି କି, ଏକ ବର୍ଷ ପୂର୍ବରୁ ଏକ ଦମ୍ପତି ଙ୍କୁ ଏକ କନ୍ୟା ସଂତାନ ପ୍ରାପ୍ତ ହୋଇଥିଲା।ତେବେ କିନ୍ତୁ ବୟସ ଅନୁସାରେ ସେହି କୁନି ଝିଅ ର ମୁଣ୍ଡ ଅଧିକ ରୁ ଅଧିକ ଫୁଲିବା କୁ ଲାଗିଲା ।ଯାହାକୁ ନେଇ ପରିବାର ଲୋକେ ତାଙ୍କୁ ଡାକ୍ତର ଙ୍କ ପାଖକୁ ନେଇଥିଲେ ମାତ୍ର ଡାକ୍ତର ଚିକିତ୍ସା କରିବା ପରେ ଯାହା ଦେଖିଲେ ତାହାକୁ ସେ ବିଶ୍ୱାସ କରି ପାରିଲେ ନାହିଁ। କାରଣ ଏହି ଏକ ବର୍ଷ ର କୁନି ଝିଅ ମୁଣ୍ଡ ରେ ଅନ୍ୟ ଏକ ଭ୍ରୁଣ ସୃଷ୍ଟି ହୋଇଥିଲା ଯିଏକି ଧୀରେ ଧୀରେ ମଣିଷ ର ଆକୃତି ନେବା କୁ ଆସୁଥିଲା।
ତେବେ ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ ମାତ୍ର ପରେ କୁନି ଝିଅ ଟିକୁ ବଞ୍ଚେଇବା ପାଇଁ ସେହି ଭ୍ରୁଣ କୁ ଅପରେସନ କରି ବାହାର କରାଯାଇ ଥିଲା। ତେବେ ପରେ ଟେଷ୍ଟ କରିବା ପରେ ଜଣାପଡି ଥିଲା କି ଏହି ଭ୍ରୁଣ ଟି ସେହି କୁନି ଝିଅ ର ଯାଆଁଳା ଭଉଣୀ ଥିଲା। ମାତ୍ର ଗର୍ଭବତୀ ଅବସ୍ଥାରେ ଭ୍ରୁଣ ଟି ମାର ପେଟ ରେ ନବଢ଼ି ନିଜ ଭଉଣୀ ର ମୁଣ୍ଡ ଭିତରେ ବଢ଼ୁଥିଲା। ତେବେ ବର୍ତ୍ତମାନ ସେହି ଭ୍ରୁଣ କୁ ବାହାର କରି ଦିଆଯାଇଛି ଏବଂ କୁନି ଝିଅ ଟି ସୁସ୍ଥ ଅଛି। ତେବେ କିନ୍ତୁ ଏହି ଘଟଣା ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।