ବନ୍ଧୁମାନେ ପ୍ରତ୍ୟେକ ପ୍ରେଗନେନ୍ସି ପାଇଁ ପୁରୁଷ ଓ ସ୍ତ୍ରୀ ଉଭୟ ଙ୍କର ସମାନ ଭୂମିକା ରହିଛି ।ଠିକ ସେହି ପରି ପ୍ରେଗନେଣ୍ଟ ନହେବା ପଛରେ ବି କେବଳ ନାରୀ ର ଦୋଷ ନଥାଏ ବରଂ ଉଭୟ ଙ୍କର ସମାନ ଦୋଷ ଥାଏ ।ତେବେ ମହିଳା ମାନଙ୍କ ପରି ପୁରୁଷ ମାନଙ୍କ ପାଖରେ ବି ବିନ୍ଧ୍ୟାଦୋଷ ଦେଖାଯାଏ ।
ତେବେ ପୁରୁଷ ବନ୍ଧ୍ୟା ଦୋଷରେ ତାଙ୍କର ସ୍ପର୍ମ ର କାଉଣ୍ଟ କମିଯାଏ ବା ସ୍ପର୍ମ କ୍ୱାଲିଟି ଭଲ ନଥାଏ ପରି ସମସ୍ୟା ଦେଖା ଯାଇଥାଏ ।ତେବେ ଗୋଟିଏ ନର୍ମାଲ ସ୍ପର୍ମ କାଉଣ୍ଟ ରେ 15 ମିଲିୟନ ସ୍ପର୍ମ ପର ml ଥାଏ ଆଉ ତାହାର ମରଟିଲିଟି 40% ରୁ ଅଧିକ ଥାଏ ।ଆଉ ଯେତେ 5 ମିଲିୟନ କୁ କମ ସ୍ପର୍ମ କାଉଣ୍ଟ ଥାଏ ସେତେବେଳେ ଜଲଦି ଡାକ୍ତର ଙ୍କ ପରାମର୍ଶ ନେବା ଜରୁରୀ ଅଟେ ।
ତେବେ ଯେତେବେଳେ 5 ମିଲିୟନ ରୁ କମ ସ୍ପର୍ମ କାଉଣ୍ଟ ଥାଏ ସେତେବେଳେ ଏଥିରେ ଘରୋଇ ଚିକିତ୍ସା କୌଣସି ସମାଧାନ କରିପାରେ ନାହିଁ ।ତେବେ ଯେତେବେଳେ 5 ମିଲିୟନ ରୁ ଅଧିକ ସ୍ପର୍ମ କାଉଣ୍ଟ ଥିଲେ ସେତେବେଳେ ଆପଣ କିଛି ଘରୋଇ ଚିକିତ୍ସା ସହିତ କିଛି ଖାଦ୍ୟ ନେଇପାରିବେ ।ଆଜି ଆମେ ଆପଣଂକୁ 7ଟି ଖାଦ୍ୟ ବିଷୟରେ ବତାଇବୁ ଯାହାକୁ ଯଦି ବ୍ୟକ୍ତି ନେଉଛନ୍ତି ତାହେଲେ ତାଙ୍କର ସ୍ପର୍ମ କାଉଣ୍ଟ ନିଶ୍ଚିତ ବୃଦ୍ଧି ପାଇବ ।
-ଅଣ୍ଡା ପୁରୁଷ ମାନେ ନୀତିଦିନ ଖାଦ୍ୟରେ ନିହାତି ଅଣ୍ଡା କୁ ଏଡ କରନ୍ତୁ ,ଏଥିରେ ଥିବା ପ୍ରୋଟିନ ପୁରୁଷ ର ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
-ବ୍ଲାକ ଚକଲେଟ, ଯଦି କେହି ପୁରୁଷ ନୀତିଦିନ ନିଜ ଖାଦ୍ୟରେ ବ୍ଲାକ ଚକଲେଟ ଏଡ଼ କରୁଛନ୍ତି ତାହେଲେ ତାଙ୍କର ମାଇଣ୍ଡ ପୁରା ରିଲାକ୍ସ ରହିଥାଏ ।
-କଦଳୀ, ପୁରୁଷ ମାନଙ୍କ ପାଇଁ କଦଳୀ ଖୁବ ଉପକାରୀ ।ସେମାନେ ନିଦିଦିନ 2ଟି ଲେଖାଏ କଦଳୀ ଖାଉଛନ୍ତି ତାହେଲେ ତାଙ୍କର ନିଦ ଠିକ ହେଇଥାଏ ।ଆଉ ନିଦ ଠିକ ହେଲେ ସ୍ପର୍ମ ଭଲ କ୍ୱାଲିଟି ଟି ଗ୍ରୋଥ ହେଇଥାଏ ।
-ସବୁଜ ପନିପରିବା, ଏଥିରେ ପ୍ରଚୁର ପରିମାଣରେ ଫୋଲିକ ଏସିଡ ରହିଥାଏ ।ଏହା ଖାଇବା ମାତ୍ରେ ପୁରୁଷ ଙ୍କର କମଜୋମ ର ମାତ୍ରା ଠିକ ରହିଥାଏ ।
-ବାଦାମ ଜାତୀୟ ଖାଦ୍ୟ,ଏହା ଖାଇବା ଦ୍ଵାରା ଆପଣଙ୍କ ର ପ୍ରି ମେଚିୟର ଇଯାକୁଳେଶନ କମିଯାଏ ।
-ଫେଟି ଫିସ ବା ଯେଉଁ ମାଛରେ ଅଧିକ ଅମେଗା 3 ରହିଥାଏ ସେହି ମାଛ ଖାଇଲେ ବ୍ୟକ୍ତିର ଇନ୍ଫୋର୍ଟିଲିଟି ସମସ୍ୟାଆ ଦୂର ହେଇଥାଏ ଆଉ ତାଙ୍କ ସିମେନ କ୍ୱାଲିଟି ବି ଠିକ ରହିଥାଏ ।
-ନାଲି ରଙ୍ଗର ଖାଦ୍ୟ, ତେବେ ଆପଣ ନାଲି ରଙ୍ଗର ଫଳ ବା ପରିବା କୁ ଖାଇପାରିବେ ।ଆଉ ଏସବୁ ବ୍ୟତୀତ ଆପଣ ରେଗୁଲାର ଏକ୍ସାସାଇଜ କରିବା ସହିତ ତମାଖୁ ସେବନ ଠାରୁ ଦୂରେଇ ରହିବେ ତାହେଲେ ଆପଣଙ୍କ ସ୍ପର୍ମ କ୍ୱାଲିଟି ଓ କ୍ୱାଣ୍ଟିଟି ବଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।