Daily news update , Real odisha local news

୫ ମିନିଟ୍ ପୂର୍ବରୁ ଛାଡିଥିଲା ଏରୋପ୍ଲେନ, ଆସିଲା_ବିମାନ_କ୍ରାସ୍_ପୂର୍ବର_ଭିଡିଓ ସୋସିଆଲ ମିଡିଆରେ ରେକର୍ଡ ହୋଇ ଜୀବନ-ମୃତ୍ୟୁ ମଝିର କେଇ ସେକେଣ୍ଡର ଲୋମଟାଙ୍କୁରା ସମୟ

0 845

ବନ୍ଧୁଗଣ ବର୍ତ୍ତମାନ ର ଅତ୍ୟାଧୁନିକ ଯୁଗରେ, ଆମେ ସମସ୍ତେ ସୋସିଆଲ ମିଡ଼ିଆ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡିତ ଅଟୁ।ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମକୁ ଦେଖିବା କୁ ମିଳେ ମାତ୍ର ତା ଭିତରେ କେବେ କେବେ ଏହିପରି କିଛି ଭିଡ଼ିଓ ଆସିଥାଏ ଯାହାକୁ ଦେଖିଲେ ଆପଣ ନିଜ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ ତଥା ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହା ସମସ୍ତ ଙ୍କୁ ଚକିତ କରି ଦେଇଛି।

ତେବେ ଘଟଣା ଟି କିଛି ଏହିପରି ହୋଇଛି କି, ଗୋଟିଏ ଏରୋପ୍ଲେନ ଟି ଉଡାଣ ଭରି ବାର ମାତ୍ର ୨୦ ସେକେଣ୍ଡ ପରେ ଏକ ବିଲ୍ଡିଂ ରେ ଯାଇ ଧକା ହୋଇଛି। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏହି ଏରୋପ୍ଲେନ ଟି ଏକ କୌଣସି କଂର୍ସିଆଲ ପ୍ଲେନ ନଥିଲା ଏଥି ରେ କେବଳ ଦୁଇ ଟି ସିଟ ବା ଦୁଇ ଜଣ ଲୋକଙ୍କ ବସିବା ର ବ୍ୟବସ୍ଥା ରହିଛି। ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏହି ପ୍ଲେନ ଟି ଥିଲା ଭିଜେ ଜିଓଆଇ ର ଯେଉଁ ଥିରେ ମାତ୍ର ଦୁଇ ଜଣ ଥିଲେ।

ତେବେ ସେହି ଦୁଇ ଜଣ ମଧ୍ୟ ରେ ଜଣେ ପାଇଲଟ ଥିଲେ ଏବଂ ଅନ୍ୟ ଜଣେ ଥିଲେ ୧୪ ବର୍ଷ ର ନାବାଳକ ବସିଥିଲେ। ତେବେ ଏହି ଉଡା ଜାହାଜ ଟି ଉଡାଣ ଭରିବା ପରେ ସେଥିରେ ତ୍ରୁଟି ଦେଖା ଯାଇଥିଲା ଏବଂ ମାତ୍ର ୨୦ ସେକେଣ୍ଡ ଉଡିବା ପରେ ପ୍ଲେନ ର ଇଞ୍ଜିନ ଟି ବନ୍ଦ ହୋଇ ଯାଇଥିଲା। ଆଉ ପାଇଲଟ ଜାଣି ପାରି ଥିଲେ କି , ପ୍ଲେନ ଟି କ୍ରାସ ହେବା କୁ ଯାଉଛି ବୋଲି। ତେବେ ଏହା ଜାଣିବା ପରେ , ସେ ପ୍ରଥମେ ଏହାକୁ ଜନ ବସତି ରୁ ଦୂର କୁ ନେଇ ଯାଇଥିଲେ।

ତେବେ ଏହା ପରେ ସେ ଯେତେବେଳେ ଦେଖିଲେ କି ପ୍ଲେନ ର ଇଞ୍ଜିନ ଟି ବନ୍ଦ ହୋଇ ଯାଇଛି ସେତେବେଳେ ସେ ଜାଣି ଶୁଣି ତାହାର ଉଇନ୍ସ କୁ ପ୍ରଥମେ ଏକ ଗଛ ରେ ବଜେଇ ଥିଲେ ।ତେବେ ଏହା ପରେ ପ୍ଲେନ ଟି ଯାଇ ଯାଇ ଏକ ବିଲ୍ଡିଂ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତେବେ ବହୁତ ଭୟଙ୍କର ଶବ୍ଦ ଶୁଣି ସବୁ ସମସ୍ତେ ବାହାରି ଆସିଥିଲେ। ତେବେ ପ୍ଲେନ ଭିତରେ ଥିବା ପାଇଲଟ ଏବଂ ପାଖ ରେ ଥିବା ନାବାଳକ ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି ଏବଂ ବର୍ତ୍ତମାନ ଉଭୟ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ତେବେ ଏହା ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.