MEN HEALTH TIPS : ଉଭୟ ପୁରୁଷ ଏବଂ ମହିଳା ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା… ଛୋଟ ପିଲା ଦେଖନ୍ତୁ ନାହିଁ
ବନ୍ଧୁମାନେ ବୟସ ବଡିବା ସହିତ ସମସ୍ତଙ୍କ ଶରୀରର ଭିନ୍ନ ଭିନ୍ନ କ୍ଷମତା ଗୁଡିକ ହ୍ରାସ ହେବାରେ ଲାଗିଥାଏ ।ତେବେ ପୁରୁଷ ମାନଙ୍କ କ୍ଷେତ୍ରରେ ବୟସ ବଡିବା ପରେ ତାଙ୍କର ଯୋୖନ ଶକ୍ତି କମିବାରେ ଲାଗିଥାଏ ।ଆଉ ଏମିତି ହେଲେ ବହୁତ ସମୟରେ ନାରୀଙ୍କୁ ଗର୍ଭବତୀ ହେବାରେ ଅସୁବିଧା ହେଇଥାଏ ।ତେବେ ଏହି ଯୌନ ଶକ୍ତି ଙ୍କୁ ଆପଣ କେମିତି ବଳବତ୍ତର ରଖିବେ ଆଉ ଏମିତି କମିବା ପଛରେ କଣ କାରଣ ରହିଛି ସେ ବିଷୟରେ ଆମେ ଆଲୋଚନା କରିବା ।
ତେବେ ଯୌନ ଶକ୍ତି କମିବାର କାରଣ:-
ତେବେ ପୁରୁଷ ଙ୍କ କ୍ଷେତ୍ରରେ ଯୌନ ଶକ୍ତି କମିବାର କାରଣ ହେଉଛି ବର୍ତ୍ତମାନ ର ବ୍ୟସ୍ତ ଜୀବନ ।ଅନେକ ସମୟରେ ଆମେ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜ ଶରୀର ପ୍ରତି ଯତ୍ନ ନେଇ ପାରୁ ନାହୁଁ ।ଠିକରେ ଖାଦ୍ୟପେୟ ନହେବା ଯୋଗୁ ଶରୀର ଦିନକୁ ଦିନ କ୍ଷତି ହେଇଥାଏ ।ଆଉ ଏହିସବୁ କାରଣ ଯୋଗୁ ପୁରୁଷ ନିଜର ପୁରୁଷ ଶକ୍ତି କମେଇ ଦେଇଥାଏ ।ତେବେ ଯୌନ ଶକ୍ତି କୁ ବଳବତ୍ତ ରଖିବା ପାଇଁ ଆପଣ ଖୁବ ସହଜରେ ଏହି 6 ଟି ଉପାୟ ନିହାତି ପାଳନ କରନ୍ତୁ ।
ଯୌନ ଶକ୍ତି ନିରନ୍ତର କରିବା ପାଇଁ ଉପାୟ ଗୁଡିକ….
1.ଉପଯୁକ୍ତ ଡାଏଟ:-
ବନ୍ଧୁମାନେ ଯୌନ ଶକ୍ତି କୁ ବଡିବା ପାଇଁ ଆପଣଂକୁ ପ୍ରଥମେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ ।ଖାଦ୍ୟରେ ଆପଣ କମ ମିଠା ଖାଇବେ ଆଉ ଫଳମୂଳ, ପନିର ଓ ପନିପରିବା ଜାତୀୟ ଖାଦ୍ୟ ଖାଇଲେ ତାହା ଉପକାରୀ ଅଟେ ।ଏସବୁ ଖାଇଲେ ଆପଣଙ୍କ ର ସେକ୍ସ ଇଚ୍ଛା ବଡାଇଥାଏ ।
2.ଚିନ୍ତା ମୁକ୍ତ ରୁହନ୍ତୁ:-
ଆମ ଜୀବନ ରେ ଆମେ ଅଧିକ ସମୟ ମାନସିକ ଚିନ୍ତାରେ ରହିଥାଉ, ଆଉ ଏହି ଚିନ୍ତାର ପ୍ରଭାବ ଯେ କେତେ ମାତ୍ରାରେ ଶରୀରରେ ପଡିଥାଏ ତାହା ପରେ ଜାଣିପାରୁ ।ତେବେ ଚିନ୍ତା ଛାଡ଼ନ୍ତୁ ଦେଲେ ଯାଇ ଯୌନ ଶକ୍ତି କମିବ ନାହିଁ ।
3.ଆବଶ୍ୟକ ମୁତାବକ ନିଦ:-
ତେବେ ବିଜ୍ଞାନ କହେ କି ଜଣେ ବ୍ୟକ୍ତି ଦିନକୁ 8 ରୁ 9 ଘଂଟା ଶାନ୍ତ ନିଦ ନେବା ଆବଶ୍ୟକ, ହେଲେ ଆଜିର ମଣିଷ ଶୋଇବାକୁ ବି ସମୟ ପାଉ ନାହିଁ ।ତେବେ ପୁରୁଷ ମାନଙ୍କ ଯୌନ ଶକ୍ତି ଏହି ନିଦ ସହିତ ଖୁବ ଜଡିତ ଅଟେ, ତେଣୁ ଆପଣ ଆବଶ୍ୟକ ମୁତାବକ ଶୋଇବା ନିହାତି ଦରକାର।
4.ଓଜନ କମ କରନ୍ତୁ:-
ତେବେ ଯେତେବେଳେ କେହି ପୁରୁଷ ଅଧିକ ଓଜନ ଯୁକ୍ତ ହେଇଥାଏ ସେତେବେଳେ ତାଙ୍କ ଶରୀରର ଟେଷ୍ଟୋଷ୍ଟେରନ ହରମୋନ ଖରଣ କମ ହୁଏ ଆଉ ସେକ୍ସ ଖଟିବାକୁ ଇଚ୍ଛା ହୁଏ ନାହିଁ ।ତେଣୁ ଆପଣଙ୍କ ଓଜନ ସବୁବେଳେ ଏକ ବେଳେସନ ରେ ରହିବା ଦରକାର ।
5.ରେଗୁଲାର ଏକ୍ସାସାଇଜ:-
ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରତିଦିନ ଏକ୍ସାସାଇଜ କରିବା ନିହାତି ଜରୁରୀ ଅଟେ ।ତେବେ ନିୟମିତ ଏକ୍ସାସାଇଜ କରିବା ଦ୍ୱାରା ପୁରୁଷ ର ଯୌନ ଶକ୍ତି କମି ନଥାଏ ।
6.ହର୍ବାଲ ଚିକିତ୍ସା:-
ତେବେ ଯଦି କେହି ପୁରୁଷ ନିଜର ଯୌନ ଶକ୍ତି ବଡାଇବାକୁ ଚାହୁଁଛନ୍ତି ତେବେ ସେମାନେ ଏହି ହର୍ବାଲ ଚିକିତ୍ସା ର ସାହାଯ୍ୟ ନେଇପାରିବେ ।ତେବେ ହର୍ବାଲ ଚିକିତ୍ସାରେ ଜିଙ୍କ୍ଗୋ, ଜିନ୍ସେଙ୍ଗ, ମାକା ଏବଂ ଟ୍ରିବୁଲସ୍ ସାମିଲ ରହିଛି ଯାହା ଖୁବ ଲାଭଦାୟକ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।