Daily news update , Real odisha local news

ମାତ୍ର ୧୩ ଖଣ୍ଡ ଇଟାରେ ଯୁବତୀ କଲେ ଚମତ୍କାର, ତା’ ପରେ ହଠାତ୍ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖିସାରିଲେଣି

0 174

ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ଘଟଣା ଉପରେ ଖବର ଦେଖିବାକୁ ମିଳିଥାଏ,ଆଉ ଏହି ସୋସିଆଲ ମେଡିଆ ମାଧ୍ୟମରେ ଅନେକ ପ୍ରତିଭା ବି ଲୋକ ଲୋଚନ କୁ ଆସିଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଛାଇ ଯାଇଛନ୍ତି ଜଣେ ଛୋଟ ଯୁବତୀ ।ଏହାର କାରଣ ମାତ୍ର 13 ଖଣ୍ଡ ଇଟା ରେ ସେ ଏମିତି ଚୁଲା ତିଆରି କରିଛନ୍ତି ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ।

ତେବେ ଯୁବତୀ ଙ୍କର ଚୁଲା ତିଆରି କରୁଥିବା ଭିଡ଼ିଓ ଦେଖିବା ପରେ ଆପଣ ନିଶ୍ଚିତ ମାନଇଯିବେ ଯୁବତୀର ବୁଦ୍ଧି କୁ ।ତେବେ ଚୁଲା ଟି କେମିତି ତିଆରି କରୁଛନ୍ତି ଯୁବତୀ ଆସନ୍ତୁ ତା ଉପରେ ନଜର ପକାଇବା ।

ବହୁତ ସମୟରେ କଣ ହୁଏ ନା ଅନେକ ପ୍ରତିଭା ବଣ ମଲ୍ଲୀ ପରି ବଣରେ ଝଡି ଯାଏ ତାଙ୍କୁ କେହି ଜାଣି ପାରନ୍ତି ନାହିଁ ।ହେଲେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆ ଯୁଗ ଛୋଟ ଛୋଟ କଥା ବି ସାମ୍ନା କୁ ଆସି ଯାଉଛି ।ତେବେ ଏହି ଝିଅ କୁ ଦେଖୁ ନାହାଁନ୍ତି ଯେଉଁ କାମ ବଡ଼ ବଡ଼ ଲୋକ କରି ପାରନ୍ତି ନାହିଁ ସେ ତାହା କରି ଦେଖାଇଛନ୍ତି ।ତେବେ ଆଜିର ସମୟରେ ଝିଅ ମାନେ ପୁଅ ଠାରୁ ପଛରେ ନାହାନ୍ତି, ତେବେ ସେମାନେ ବି ଆଜି ପୁଅ ଙ୍କ ପରି ସବୁ ଜାଗାରେ ସାମିଲ ହେଲେଣି ଆଉ ନିଜର ଖୁବ ସୁନ୍ଦର ପାରଙ୍ଗମ ସାବ୍ୟସ୍ତ ବି କରି ସାରିଲେଣି ।ତେବେ ଏହି ଝିଅ ତାହାର ପ୍ରତ୍ୟକ୍ଷ ଉଦାହରଣ ଅଟେ, ତେବେ 13 ଖଣ୍ଡ ଇଟାରେ ଏମିତି ଚୁଲା ତିଆରି କରିଛି ଯାହା ଆଜିର ଟେକ୍ନୋଲୋଜି କୁ ମାତ୍ ଦେବ ।

ତେବେ ବର୍ତ୍ତମାନ ରୋଷେଇ ପାଇଁ ଯେମିତି ଗ୍ୟାସ ଚୁଲା ବ୍ୟବହାର କରାଯାଉଛି , ଆଗରୁ ସେହି ଜାଗାରେ ଚୁଲା ର ବ୍ୟବହାର ହେଉଥିଲା ।ଯାହାକୁ ଲୋକମାନେ ଧୀରେ ଧୀରେ ଭୁଲିବାକୁ ଲାଗିଲେଣି, ତେବେ ଜଣେ ଯୁବତୀ ସେହି ଚୁଲା କୁ 13 ଖଣ୍ଡ ଇଟା ଓ କାଦୁଅ ରେ କରି ଦେଖାଇଚନ୍ତି । ପ୍ରଥମେ 6 ଖଣ୍ଡ ସମାନ ଇଟା କୁ ନେଇ ବର୍ଗ କ୍ଷେତ୍ର ପରି ରଖୁଛି, ପୁଣି ଝିଅଟି 4 ଟି ଲେଖାଏ ଇଟା କୁ ପୂର୍ବରୁ ରଖିଥିବା ଇଟା ର କୋଣରେ ରଖୁଛି ।

ଏହା ପରେ 3 ଟି ଇଟା ପୂର୍ବରୁ ରଖିଥିବା ଇଟା ଉପରେ ରଖିବେ ।ଆଉ ଏଇ ଇଟା ସବୁ ଠିକ ଭାବରେ ରଖିବା ପରେ କାଦୁଅ କୁ ଆଣି ଇଟା ରେ ଭଲ ଭାବରେ ଲେପା ଯାଉଛି ଯାହା ଦ୍ୱାରା ଇଟା ଗୁଡିକ ଯୋଡି ହେଇ ରହିବ ।ଜାଳେଣି ପୁରେଇବା ପାଇଁ ଇଟା ମଝିରେ ଜାଗା ରଖିଥିବେ ତାପରେ ଚୁଲା କୁ ଶୁଖିବାକୁ ଛାଡ଼ି ଦେବେ ଆଉ ଏହା ପରେ ଦେଖନ୍ତୁ କେତେ ସୁନ୍ଦର ଚୁଲା ତିଆରି ହେଉଛି ।ତେବେ ଯୁବତୀ ଜଣକ ର ଏହି କାମ କୁ ଦେଖି ତାଙ୍କୁ କେହି ପ୍ରଶଂସା ନକରି ରହି ପାରୁ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.