Daily news update , Real odisha local news

୫ ମିନିଟ୍ ପୂର୍ବରୁ ଛାଡିଥିଲା ଏରୋପ୍ଲେନ, ୩୦ ମିନିଟରେ ପହଁଚିଥାନ୍ତା,ରାତି 3.27ମିନିଟ୍ ସମସ୍ତ ଯାତ୍ରୀ ଶୋଇଥିଲେ ହେଲେ ଅଧା ରାସ୍ତାରେ ଘଟିଲା ….ଆଉ ତାପରେ

0 126

ବନ୍ଧୁଗଣ କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହି ପରି ଏକ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏରୋପ୍ଲେନ ବା ଉଡାଯାହାଜ ଚଲେଇବା ବହୁତ କଷ୍ଟକର କାର୍ଯ୍ୟ ହୋଇଥାଏ। ଏହାକୁ ଆପଣ କୌଣସି ବି ସ୍ଥାନ ରେ ଉଡେଇ ପାରିବେ ନାହିଁ କିମ୍ବା ମନ ଇଚ୍ଛା ଲ୍ୟାଣ୍ଡ ମଧ୍ୟ କରି ପାରିବେ ନାହିଁ। ଏହାକୁ ଉଡାଣ ଭରିବା ପାଇଁ ଏବଂ ଲ୍ୟାଣ୍ଡ କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ। ମାତ୍ର ଟିକିଏ ଏପଟ ସେପଟ ହେଲା ମାତ୍ରେ ପୁରା ଏରୋପ୍ଲେନ ଟି ବ୍ଲାଷ୍ଟ ହୋଇ ଧ୍ୱଂସ ହୋଇ ଯାଇଥାଏ ।ତେବେ ଆପଣ ମାନେ ମଧ୍ୟ ଅନେକ ସମୟ ରେ ଏହି ପରି ଏରୋପ୍ଲେନ ର ଦୁର୍ଘଟଣା ଭିଡ଼ିଓ ସବୁ ଦେଖୁ ଥିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁ ଥରେ ଗୋଟିଏ ଏରୋପ୍ଲେନ ଟେକ ଅଫ କରିବା ପରେ ପୁଣି ବିପଦ ସଙ୍କେତ ଅବସ୍ଥା ରେ ଲ୍ୟାଣ୍ଡ କରିଛି। ତେବେ ଏରୋପ୍ଲେନ ଟି ରହିଛି B747 ନାମ ରେ ଯାହାକି ଉଡାଣ ଭରିବା କୁ ଯାଉଛି ଆଉ ଭିଡ଼ିଓ ରେ ଆପଣ ଦେଖି ପାରିବେ କି ସେହି ଏରୋପ୍ଲେନ ଟି ଉଡାଣ ଭରିଛି ଆଉ ଉପର କୁ ଉଡିବା କୁ ଆରମ୍ଭ କରିଛି ମଧ୍ୟ। ମାତ୍ର କିଛି ସମୟ ଉପ ରେ ଉଡିବା ପରେ ଏହା ଆକାଶ ମାର୍ଗ କୁ ଆଉ ଯାଇ ପାରୁ ନାହିଁ ଏଥିରେ କିଛି ତ୍ରୁଟି ଦେଖା ଦେଇଛି।

ତେବେ ସଂଗେ ସଂଗେ ପୁଣି ଏରୋପ୍ଲେନ କୁ ଏମରଜେନ୍ସି ଲ୍ୟାଣ୍ଡ କରା ଯାଇଛି ,ମାତ୍ର ଏରୋପ୍ଲେନ ଟି ଠିକ ଭାବରେ ଲ୍ୟାଣ୍ଡ କରାଯାଇ ପାରୁ ନାହିଁ। ତେବେ ଲ୍ୟାଣ୍ଡ ସମୟ ରେ ଏରୋପ୍ଲେନ ଟି ଏପଟ ସେପଟ ଦହଲୁଛି ଆଉ ପରେ ଏହାର ଆଗ ଭାଗ ମାଟି ରେ ଲାଗି ତଳେ କିଛି ରାସ୍ତା ଘୋଷାଡ଼ି ଯିବା ପରେ ଏରୋପ୍ଲେନ ଟି ଛିଡା ହୋଇଛି। ତେବେ ଏହି ସମୟ ର ଦୃଶ୍ୟ ବହୁତ ଭୟଙ୍କର ରହିଛି ।ତେବେ ସମ୍ପୂର୍ଣ୍ଣ ଘଟଣା ଟି କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ତେବେ ଭିଡ଼ିଓ ଟିକୁ ଆପଣ ଦେଖିଲେ ଏହା ଆପଣ ଙ୍କୁ ଖୁବ ଭୟଭୀତ କରିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.