ମତେ ବଞ୍ଚାଅ…Please ମୋ ବାପା ମତେ ମାରିଦେବେ… I Need help – ଯୁବତୀଙ୍କୁ ହତ୍ୟା ଧମକ ଦେଖନ୍ତୁ ପ୍ରମାଣ ସହିତ ଭିଡିଓ…
” ମା ମୁଁ ମୋ ନିଜ ଇଚ୍ଛାରେ ମୁଁ ଭଲ ପାଉଥିବା ଯୁବକ ଙ୍କ ସହ ଘରୁ ଆସିଛି। ତୁମେ ପ୍ରଥମେ କହିଲ ହଁ ତା ସହ ମୋର ବିବାହ କରିବ ବୋଲି କିନ୍ତୁ ପରେ ତୁମେ ବଦଳି ଗଲା ଆଉ ସେ ପୁଅ ଭଲ ନୁହେଁ ବୋଲି କହି ତା ସହ ମୋର ବାହାଘର କରିବ ନାହିଁ ବୋଲି କହିଲ।ତେଣୁ ମୁଁ ମୋ ନିଜ ଇଚ୍ଛାରେ ତାଙ୍କ ସହ ପଳେଇ ଆସିଛି ଆଉ ଏହା ପରେ ଯଦି ତୁମେ କେସ କର କିମ୍ବା କିଛି ସମସ୍ୟା କର ତେବେ ଆମେ ରେଳ ଲାଇନ ରେ ନିଜର ଜୀବନ ଦେଇଦେବୁ”।ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି ଏହା କହୁଛନ୍ତି ଜଣେ ଯୁବତୀ ଯିଏ କି ନିଜ ପରିବାର ବିରୋଧ ରେ ଯାଇ ନିଜ ପ୍ରେମିକ ସହ ପଳେଇ ଆସିଛନ୍ତି।
ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି କାଲି ର ପ୍ରେମ ଆଉ ଆଗ ଭଳି ନୁହେ ନା ସେ ପବିତ୍ରତା ଅଛି ନା ସେ ବିଶ୍ୱାସ। ଆଉ ଯଦି ଏହା ସବୁ ପରେ ମଧ୍ୟ କେତେ କେତେ ଜଣଙ୍କ ପାଖ ରେ ସତ ପ୍ରେମ ଦେଖିବା କୁ ମିଳୁଛି ସେଠାରେ ତାଙ୍କୁ ନା ଏ ସମାଜ ଗ୍ରହଣ କରୁଛି ନା ପରିବାର ଲୋକେ। ତେବେ ଆମେ ଆଜି ଆପଣ ଙ୍କୁ ଯେଉଁ ଘଟଣା ଟି ବିଷୟ ରେ ଜଣେଇବା ପାଇଁ ଯାଉଛୁ ସେଥିରେ ମଧ୍ୟ କିଛି ସେହି ପରି ହୋଇଥିଲା।
ତେବେ ଘଟଣା ଟି ହେଉଛି ହେଉଛି ଓଡିଶା ର ଯେଉଁ ଠାରେ ଏକ ପ୍ରେମ ଯୋଡ଼ି ଜଣେ ଯୁବକ ଓ ଜଣେ ଯୁବତୀ ଘରୁ ପଳେଇ ଆସିଛନ୍ତି ଏବଂ ଆସି ଟ୍ରେନ ଲାଇନ ପାଖରେ ବସିଛନ୍ତି। ଆଉ ଟ୍ରେନ ଲାଇନ ପାଖରେ ବସି ସେ ନିଜ ପରିବାର ଲୋକଙ୍କ ପାଇଁ ଏକ ଭିଡ଼ିଓ ବନେଇଛନ୍ତି। ଆଉ ସେହି ଭିଡ଼ିଓ ରେ ସେ କହିଛନ୍ତି କି ,ମା ମୁଁ ମୋ ନିଜ ଇଚ୍ଛାରେ ମୁଁ ଭଲ ପାଉଥିବା ଯୁବକ ଙ୍କ ସହ ଘରୁ ଆସିଛି। ତୁମେ ପ୍ରଥମେ କହିଲ ହଁ ତା ସହ ମୋର ବିବାହ କରିବ ବୋଲି କିନ୍ତୁ ପରେ ତୁମେ ବଦଳି ଗଲା ଆଉ ସେ ପୁଅ ଭଲ ନୁହେଁ ବୋଲି କହି ତା ସହ ମୋର ବାହାଘର କରିବ ନାହିଁ ବୋଲି କହିଲ।ତେଣୁ ମୁଁ ମୋ ନିଜ ଇଚ୍ଛାରେ ତାଙ୍କ ସହ ପଳେଇ ଆସିଛି।
ଯୁବତୀ ଜଣଙ୍କ ଆହୁରି କହିଛନ୍ତି କି , ସବୁ ଜାଣି ସାରିବା ପରେ ମଧ୍ୟ ଯଦି ତୁମେ କେସ କର କିମ୍ବା କିଛି ସମସ୍ୟା କର ତେବେ ଆମେ ରେଳ ଲାଇନ ରେ ନିଜର ଜୀବନ ଦେଇଦେବୁ। ଆମ କୁ ଆମ ରାସ୍ତା ରେ ଛାଡି ଦିଅ। ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।