ପୁଅ କି ଝିଅ ଗର୍ଭରେ ଅଛି ତାହା ଜାଣିବା ବହୁତ କଷ୍ଟ ଅଟେ ତେବେ ବର୍ତ୍ତମାନ ସମୟରେ ଏହା ବି ଆପଣ ଘରେ ରହି ଜାଣି ପାରିବେ ।ସେ ପୁଣି ଖୁବ ସୁନ୍ଦର ଘରୋଇ ଉପାୟ ମାଧମରେ ।ତେବେ ଆପଣ ସମସ୍ତେ ଜାଣିଛନ୍ତି ପ୍ରେଗନେଣ୍ଟ ସମୟରେ ଆମେ କେହି ଜାଣି ନଥାଉ ଗର୍ଭରେ ପୁଅ କି ଝିଅ ବଡୁଛି ।ହେଲେ ଆମ ମନରେ ଉତ୍ସୁକ ଥାଏ କି ଆମେ କିପରି ସେ ବିଷୟରେ ଜାଣିବୁ ଆଉ ଆସୁଥିବା ପିଲା ପାଇଁ ପରିପାରେଶନ କରିବୁ ।ତେବେ ଏଥି ପାଇଁ ଆପଣଂକୁ ହସ୍ପିଟାଲ ଯିବାକୁ ପଡୁଥିଲା କିନ୍ତୁ ଆପଣ ଏହି ଟେଷ୍ଟ ଘରେ ବି କରିପାରିବେ ।
ତେବେ ମନେ ରଖନ୍ତୁ ଆପଣ ଏହି ଟେଷ୍ଟ କରିବା ପରେ ଗର୍ଭରେ ଥିବା ଶିଶୁ ର କିଛି କ୍ଷତି କରିବେ ନାହିଁ ।ଆପଣ ଏହି ଟେଷ୍ଟ ମାଧ୍ୟମରେ ଯେଉଁ ରେଜଲ୍ଟ ପାଇବେ ତାହାକୁ ନେଇ ଖୁସି ହେବେ ଆଉ ପିଲା ଜନ୍ମ ହେଲା ପରେ ଆପଣଙ୍କ ଟେଷ୍ଟ ଠିକ କି ଭୁଲ ତାହା ବି ଜାଣିପାରିବେ ।ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା ।
ଟେଷ୍ଟ ପାଇଁ ଆବଶ୍ୟକ ସାମଗ୍ରୀ:-
-ୟୁରିନ
-ବେକିଙ୍ଗ ଶୋଡା
ଟେଷ୍ଟ ପ୍ରକ୍ରିୟା:-
-ଏହି ଟେଷ୍ଟ ପାଇଁ ପ୍ରଥମେ ଗର୍ଭବତୀ ମହିଳାଙ୍କ ର ୟୁରିନ ନିଅନ୍ତୁ, ତେବେ ଏହି ୟୁରିନ ଆପଣ ଯେକୌଣସି ସମୟର ନେଇ ପାରିବେ କିନ୍ତୁ ସକାଳ ୟୁରିନ ନେଲେ ତାହାର ରେଜଲ୍ଟ ଭଲ ଆସିଥାଏ ।ତେବେ ଆପଣ ଅଧା ଗ୍ଲାସ ୟୁରିନ ନିଅନ୍ତୁ ତାପରେ ସେହି ୟୁରିନ ରେ ୨ ଚାମଚ ବେକିଙ୍ଗ ଶୋଡା ମିଶାନ୍ତୁ ।
-ତେବେ ବେକିଂ ସୋଡ଼ା ମିଶାଇବାର 2 ରୁ 3 ମିନିଟ ଯାଏ ଅପେକ୍ଷା କରନ୍ତୁ ।ଏହାପରେ ଆପଣ ସେହି ୟୁରିନ କୁ ଦେଖିବେ ଯାହା ଭୁରୁଭୂରୁ ହେଇ ବବଲ ସୃଷ୍ଟି ହେଉଛି ତେବେ ତାହା ପୁଅ ହେବାର ସଙ୍କେତ ଅଟେ ।
-ତେବେ ଯଦି ଆପଣ ଦେଖୁଛନ୍ତି କି ସେହି ୟୁରିନ କୁ ଦେଖିବେ ଯଦି ସେଥିରେ କୌଣସି ବବଲ ହେଉନାହିଁ ବା ଭୁରୁଭୂରୁ ହେଉ ନାହିଁ ।ତେବେ ସେତେବେଳେ ଜାଣିବେ କି ଆପଣଙ୍କ ର ଝିଅ ସନ୍ତାନ ଜନ୍ମ ହେବେ ।
ତେବେ ଏହି ଟେଷ୍ଟ ରେ କେତେ ସତ ରହିଛି ତାହା ଜଣା ନାହିଁ କାରଣ ଏହି ଟେଷ୍ଟ ଆମେ ଏକ ପ୍ରେଗନେଣ୍ଟ ଲେଡି ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ କରି ଦେଖାଇବାର ନଜର ଆସିଛନ୍ତି ।ତେବେ ତାଙ୍କ କହିବା ଅନୁଯାୟୀ ଆପଣ ଏହି ଟେଷ୍ଟ କଲା ପରେ ଯେଉଁ ରେଜଲ୍ଟ ପାଇବେ ତାହା ଆପଣଙ୍କ ପିଲା ଜନ୍ମ ହେବା ପରେ ଯଦି ମ୍ୟାଚ ହେଉଛି ତେବେ ଆପଣ ଙ୍କ ଟେଷ୍ଟ ରେ ସତ ରହିଛି ବୋଲି ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।