ବନ୍ଧୁମାନେ ମାଆ ବାପା ହେବା ସବୁ ଦମ୍ପତି ଙ୍କ ପାଇଁ ଏକ ବହୁତ ବଡ଼ ଖୁସିର କଥା ।ଏହି ସୁଖ ବେଳେ ସବୁ ଦମ୍ପତି ଙ୍କ ଭାଗ୍ୟରେ ନଥାଏ ବହୁତ ସମୟରେ କଣ ହୁଏ କି କିଛି କାରଣ ପାଇଁ ସ୍ୱାମୀ ସ୍ତ୍ରୀ ଅନେକ ପ୍ରୟାସ କଲେ ବି ପିଲା ରହେ ନାହିଁ ।ତେବେ ଆଜିର ସମୟରେ ପୁରୁଷ ଓ ନାରୀର ବୟସ ଏହି ପ୍ରେଗନେଣ୍ଟ ନହେବା ପଛରେ ମୁଖ୍ୟ କାରଣ ହେଇଚି ।
ତେବେ କେତେ ବେଳେ ଆଉ ବୟସରେ ଏମିତି କଣ ପରିବର୍ତ୍ତନ ହେଇଥାଏ ଯାହା ଦ୍ୱାରା ଆପଣ ବାପାମାଆ ହେବା ସୁଖରୁ ବଞ୍ଚିତ ରହନ୍ତି ସେ ବିଷୟରେ ଆମେ ଆଲୋଚନା କରିବୁ ।
ତେବେ ଆମେ ସମସ୍ତେ ଜାଣିଚୁ ସମସ୍ତ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ ଆଉ ସେହି ସମୟ ଗଡ଼ିଗଲେ ସେହି କାମ ଯେତେ ଚେଷ୍ଟା କଲେ ବି ସେହି କାମ ସଫଳ ହେବାର ବହୁତ କମ ସୁଯୋଗ ରହିଥାଏ ।ତେବେ ପ୍ରେଗନେନ୍ସି କେଶରେ ବି ଉପଯୁକ୍ତ ବୟସ ଅନୁସାରେ ସୁସ୍ତ ସବଳ ପିଲା ଜନ୍ମ ହେଇଥାଏ ।ତେବେ ଆଜିକାଲି ଅଧିକ ବୟସରେ ବିବାହ କରିବାକୁ ଏହା ବର୍ତ୍ତମାନ ବହୁତ ଆଲୋଚନା ର ବିଷୟ ପାଲଟିଛି ।ତେବେ ଡାକ୍ତର ଙ୍କ କହିବା ଅନୁସାରେ ଜଣେ ପୁରୁଷ ଶରୀରରୁ 50 ବର୍ଷ ବେଳକୁ ଶୁକ୍ରାଣୁ କମି କମି ଯାଏ ।ଆସୁ ସେହି ଜାଗାରେ ଜଣେ ମହିଳା କ୍ଷେତ୍ରରେ ଏହା 60 ବର୍ଷ ବେଳକୁ ହୁଏ ଯେତେବେଳେ ତାଙ୍କର ଅଣ୍ଡା କମି କମି ଯାଏ ।
ତେବେ ଜଣେ ପୁରୁଷ ଓ ନାରୀର ଅନ୍ୟ କୋଉ କୋଉ କାରଣ ପାଇଁ ଆବଶ୍ୟକ ଶୁକ୍ରାଣୁ ଓ ଅଣ୍ଡା ତିଆରି କରିପାରେ ନାହିଁ ସେ ବିଷୟରେ ଜାଣି ରଖନ୍ତୁ ।
-ଯଦି ଯେତେବେଳେ ପୁରୁଷ ର ପରିବାର ରେ ବହୁତ ସମୟ ଧରି ଏମିତି ଅସୁବିଧା ଥିବ ତେବେ ସେତେବେଳେ ବର୍ତ୍ତମାନ ଜେନେରେଶନ ପାଖରେ ଏହୂ ଶୁକ୍ରାଣୁ ସମସ୍ୟା ଦେଖାଯାଏ ।
-ଯେତେବେଳେ ପୁରୁଷ ର ଇନ୍ତ୍ରନାଲ ଅଂଗରେ ଆଘାତ ଲାଗିଥାଏ ତେବେ ସେତେବେଳେ ଏହି ଏହି ଶୁକ୍ରାଣୁ ସମସ୍ୟା ଦେଖାଯାଏ ।
-ତେବେ ମହିଳା ମାନଙ୍କର 30 ବର୍ଷ ବୟସ ରେ ଯେତିକି ଫଟିଲାଇଜ ର କ୍ଷମତା ରହି ଥାଏ ଓ 35 ବର୍ଷ ପରେ ବର୍ଷରେ ଶିଗ୍ନିଫିକାଲି କମିଯାଏ ବୋଲି କୁହାଯାଉଛି ତେବେ 40 ବର୍ଷ ବୟସରେ ସମ୍ପୂର୍ଣ୍ଣ କମିଯାଏ ।ଆଉ ସେହି ସମୟରେ ଜନ୍ମ ହେଉଥିବା ପିଲା ମାନେ ପ୍ରାୟ ରକ୍ତହୀନତା ର ଶିକାର ହେଇଥାନ୍ତି ।
-ଯେତେବେଳେ ଆପଣ ଅଧିକ ଜଙ୍କ ଫୁଡ଼ ଖାଉଛନ୍ତି, ଓଜନ ବଡ଼ିଗଲେ, ଓଜନ କମିଗଲେ ,ଅଧିକ ଷ୍ଟ୍ରେସ ନେଲେ ବି ଏହାର ପ୍ରଭାବ ହୋର୍ମନ କ୍ଷରଣରେ ପଡିଥାଏ ।ସେତେବେଳେ ବି ପ୍ରେଗନେନ୍ସି ରେ ବହୁତ ଅସୁବିଧା ହେଇଥାଏ ।ରବେ ମନେ ରଖନ୍ତୁ ଆପଣ ଯେତେବେଳେ ବି ପିଲା ପ୍ଲାନିଂ କରୁଛନ୍ତି ତା ପୂର୍ବରୁ ସବୁ ଦିଗରୁ ପ୍ରିପେଆର ଥିବା ଦରକାର ନହେଲେ ଏମିତି ଅନେକ ସମସ୍ୟା ଯୋଗୁଁ ପ୍ରେଗନେନ୍ସି ବହୁତ ଅସୁବିଧା ଆସିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।