Daily news update , Real odisha local news

Exclusive:- ଆସିଲା ପିଣ୍ଟୁ ନନ୍ଦଙ୍କ ମୃତ ଦେହ, ପାଖରେ ବସି କାନ୍ଦୁଛନ୍ତି ବଡ ଭାଇ..ଦେଖନ୍ତୁ ଏହାର Live ଭିଡ଼ିଓ..

0 750

ବନ୍ଧୁମାନେ ମୃତ୍ୟୁ ପରେ ମଣିଷ ର ଶରୀର ହିଁ ରହିଯାଏ ଯାହାକୁ ଥରୁ ଟିଏ ଆଖି ଭରି ଦେଖିବା ପାଇଁ ଅନେଇ ରହିଥାନ୍ତି ପରିବାର ଲୋକେ ।ତେବେ ବର୍ତ୍ତମାନ ଆପଣ ମାନେ ଜାଣିଛନ୍ତି କି ଖୁବ ଦୁଃଖ ର ମୁହୂର୍ତ୍ତ ଅଟେ ପୁରା ଓଡ଼ିଆ ସିନେ ଦୁନିଆ ପାଇଁ ।ଜଣେ ଜଣେ ହେଇ ଆଜି ଧାଡ଼ି ର କଳାକାର ମାନେ ଆଖି ବୁଝିବାରେ ଲାଗିଛନ୍ତି ।

ଆଉ ସେହି ଯାତ୍ରା ରେ ଆଜି ସାମିଲ ହେଇ ଯାଇଛନ୍ତି ଆମ ସମସ୍ତଙ୍କର ପ୍ରିୟ ପିଣ୍ଟୁ ନନ୍ଦ ।ତେବେ ହଁ ଦର୍ଶକ ବନ୍ଧୁ ଆଉ ନାହାନ୍ତି ପିଣ୍ଟୁ ଭାଇ ସବୁଦିନ ପାଇଁ ଚିର ନିଦ୍ରା ରେ ଶୋଇ ଯାଇଛନ୍ତି ।ତେବେ ଏବେ ପିଣ୍ଟୁ ର ମର ଶରୀର ହାଇଦ୍ରାବାଦ ରୁ ନେଇ ଆସୁଛନ୍ତି ବଡ଼ ଭାଇ ଯାହାର ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।

ପିଣ୍ଟୁ ନନ୍ଦ ଜଣେ ଏମିତି କଳାକାର ଯାହାଙ୍କର ଅନେକ ଅବଦାନ ରହିଛି ଓଡ଼ିଆ ସିନେ ଜଗତ ପାଇଁ ।ଏହା ବ୍ୟତୀତ ତାଙ୍କର 10 ରୁ 12 ବର୍ଷର ଯାତ୍ରା ଏତେ ସୁନ୍ଦର ଥିଲା କି ଆଜି ଆଖି ଆଗରେ ଝଲସି ଯାଉଛି ।ତେବେ ଯେତେବେଳେ ଯାହାର ମୃତ୍ୟୁ ହେବାର ଥିବ ତାହା ତ ଘଟିବ ତେଣୁ ଆମେ ମରୁ ଥିବା ବ୍ୟକ୍ତି ଙ୍କୁ ଯେତେ ଚାହିଁଲେ ବି ବଞ୍ଚେଇ ପାରିବ ସମ୍ଭବ ନୁହେଁ ।କିନ୍ତୁ ପିଣ୍ଟୁ ଙ୍କ ପରି ଜଣେ ଜଣେ କଳାକାର ସବୁବେଳେ ଅମର ଅକ୍ଷର ରେ ନିଜ ନାଆ କୁ ଲେଖି ଦେଇ ଥାଆନ୍ତି ।ତେବେ ପିଣ୍ଟୁ ହାଇଦ୍ରାବାଦ ରେ ଚିକିତ୍ସିତ ଆବସ୍ତାରେ ମୃତ୍ୟୁ ବରଣ କରିଛନ୍ତି ଆଉ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ପିଣ୍ଟୁ ଙ୍କର ଶେଷ ଦର୍ଶନ କରିବାକୁ ।

ତେବେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗୁଚି ଯେଉଁଥିରେ ପିଣ୍ଟୁ ଙ୍କ ବଡ଼ ଭାଇ ପିଣ୍ଟୁ ଙ୍କର ମର ଶରୀର କୁ ନେଇ ଓଡ଼ିଆ ଆସୁଛନ୍ତି ।ତେବେ ଦେଖିବାକୁ ମିଳୁଛି କି ପିଣ୍ଟୁଙ୍କର ଶବ ଏକ କଳା ବକ୍ସ ଭିତରେ ଭର୍ତ୍ତି ହେଇଚି ଆଉ ପାଖରେ କିଛି ଭାଇ ବନ୍ଧୁ ବସିଛନ୍ତି ।ହେଲେ ସମସ୍ତଙ୍କର ମୁହଁରେ ଦୁଃଖ ଝଲସି କରି ଦେଖା ଯାଉଛି ଆଉ ବଡ଼ ଭାଇ ନିଜ ସାନ ଭାଇ କୁ ହରେଇ ଏତେ ଦୁଃଖୀ ହୃ ପଡ଼ିଛନ୍ତି କି ତାଙ୍କ ଦୁଃଖ କୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ ।ତେବେ ବର୍ତ୍ତମାନ ପିଣ୍ଟୁ ଙ୍କର ଶେଷ ଦର୍ଶକ ପାଇଁ ସମସ୍ତେ ଅନେଇ ରହିଛନ୍ତି ଆଉ ଖୁବ ଜଲଦି ଏହା ପୂରଣ ହେବାକୁ ଯାଉଛି ।ତେବେ ପିଣ୍ଟୁ ନନ୍ଦ ଆଜି ନାହାନ୍ତି କିନ୍ତୁ ତାଙ୍କର ଅଭିନୟ ଓ ଫେନ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ ।ତେବେ ସମସ୍ତେ ପ୍ରାର୍ଥନା କଲେ ପିଣ୍ଟୁ ଙ୍କ ଆତ୍ମା ସଦ୍ଗତି ପାଇବ ଆଉ ତାଙ୍କ ପରିବାର କୁ ସାହସ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.