ମୁହଁ ଖୋଲିଲେ ଗୋପାଳ ଦାସ ଙ୍କ ସ୍ତ୍ରୀ “ମୋ ସ୍ୱାମୀ ଙ୍କ ଭୁଲ କରିଛି “ସେ ଯାହା କହୁଛନ୍ତି ମୁଣ୍ଡରେ ହାତ ଦେଇଦେବେ – ଦେଖନ୍ତୁ ଭିଡିଓ
“ମୋ ସ୍ୱାମୀ ଭୁଲ କରିଛନ୍ତି , ମନ୍ତ୍ରୀ ଙ୍କୁ ହତ୍ୟା କରିଛନ୍ତି। ତେଣୁ ଏହି ଭୁଲ ପାଇଁ ତାଙ୍କୁ ଯାହା ଦଣ୍ଡ ଦିଆଯିବ ତାହାକୁ ଆମେ ଗ୍ରହଣ କରିବୁ, ଆଇନ ର ସବୁ ପଦକ୍ଷେପ କୁ ଆମେ ସଂମାନ ଦେବୁ ମାତ୍ର ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ। ଜେଲ ଭିତରେ ମୋ ସ୍ୱାମୀ ଙ୍କ ଜୀବନ ପ୍ରତି ବିପଦ ରହିଛି ,ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ମଧ୍ୟ ଚାଲିଛି ତେଣୁ ମୋର ଗୋଟିଏ ଅନୁରୋଧ କି ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ”।
ବନ୍ଧୁଗଣ ଏହା କହିଛନ୍ତି ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାରୀ ଗୋପାଳ ଦାସ ଙ୍କ ପତ୍ନୀ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ ,
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ମାତ୍ର ଏହାପରେ ମଧ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଥିଲା।
ତେବେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛନ୍ତି , ତେବେ ବର୍ତ୍ତମାନ ASI ଗୋପାଳ ଦାସ ଜେଲ ରେ ଅଛନ୍ତି ମଧ୍ୟ। ତେବେ ଏହି ସମୟ ରେ ତାଙ୍କ ସ୍ତ୍ରୀ ଏହିପରି କିଛି କହିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ଗୋପାଳ ଙ୍କ ପତ୍ନୀ କହିଛନ୍ତି କି , ମୋ ସ୍ୱାମୀ ଭୁଲ କରିଛନ୍ତି , ମନ୍ତ୍ରୀ ଙ୍କୁ ହତ୍ୟା କରିଛନ୍ତି। ତେଣୁ ଏହି ଭୁଲ ପାଇଁ ତାଙ୍କୁ ଯାହା ଦଣ୍ଡ ଦିଆଯିବ ତାହାକୁ ଆମେ ଗ୍ରହଣ କରିବୁ, ଆଇନ ର ସବୁ ପଦକ୍ଷେପ କୁ ଆମେ ସଂମାନ ଦେବୁ ମାତ୍ର ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ। ଜେଲ ଭିତରେ ମୋ ସ୍ୱାମୀ ଙ୍କ ଜୀବନ ପ୍ରତି ବିପଦ ରହିଛି ,ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ମଧ୍ୟ ଚାଲିଛି ତେଣୁ ମୋର ଗୋଟିଏ ଅନୁରୋଧ କି ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ।
ତେବେ ପୂର୍ବରୁ ମଧ୍ୟ ASI ଗୋପାଳ ଦାସ ନିଜେ କହିଥିଲେ କି, ତାଙ୍କୁ ଝାଡ଼ସୁଗୁଡା ଜେଲ ରୁ ଚୌଦାର ଜେଲ କୁ ନିଆଯାଉ ବୋଲି। କାରଣ ଜେଲ ଭିତରେ ଏହିପରି କିଛି ଲୋକ ଅଛନ୍ତି ଯେଉଁ ମାନେ କି ତାଙ୍କୁ ମାରିବା ପାଇଁ ଚେଷ୍ଟା ତଥା ଯୋଜନା କରୁଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ପୁଣି ନିଜ ସ୍ୱାମୀ ଙ୍କୁ ବଞ୍ଚାଇବା ପାଇଁ ତାଙ୍କର ସ୍ତ୍ରୀ ମଧ୍ୟ ଏହିପରି କହିଛନ୍ତି। ତେବେ କଣ ସତରେ କେହି ଗୋପାଳ କୁ ମାରିବା କୁ ଚାଁହୁଛି , ଯଦି ସେହିପରି କେହି ଚାଁହୁଛନ୍ତି ତ ସେ କିଏ। ତେବେ ଘଟଣା ଟିକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।