Daily news update , Real odisha local news

କୋଣାର୍କ ଗଣନାଟ୍ୟ ରେ କୁନି କଳାକାର ନାଚିଲେ ପେଣ୍ଡାଲ ରେ ସବୁ ଦର୍ଶକ ଛିଡ଼ା ହୋଇ ତାଳି ମାରିଲେ ଖୁସି ହୋଇ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି …

0 32

ବନ୍ଧୁମାନେ ବର୍ତ୍ତମାନ ଆପଣ ସୋସିଆଲ ମେଡିଆରେ ରେ ବହୁତ ଯାତ୍ରା ସିନ ଗୁଡ଼ିକ ଭାଇରଲ ହେଉଥିବାର ଦେଖୁଥିବେ ।ଆଉ ଏହି ଛୋଟ ଛୋଟ ସିନ ଗୁଡିକ ଭିତରେ କେତେବେଳେ କମେଡି ଦେଖିବାକୁ ମିଳେ ତ କେତେବେଳେ କୋଉ ଦମଦାର ଡ୍ରାମା ।ହେଲେ ନିକଟରେ ଏକ ଯାତ୍ରା ସିନ ରେ କିଛି କୁନି କଳାକାର ମାଙ୍କୁ ଦେଖିବାକୁ ମିଳିଥିଲା ।ଆଉ ଏହି ସିନ ରେ କୁନି ପିଲାମାନେ ଏମିତି ଅଭିନୟ କଲେ କି ଦର୍ଶକ ଖୁସିରେ ନାଚି ଉଠିଲେ ।ତେବେ ଏହି ସିନରେ ସେହି କୁନି କଳାକାର କେମିତି ଦର୍ଶକଙ୍କ ମନ ଜିଣିରେ ଆସନ୍ତୁ ଜାଣିବା ।

ତେବେ ଛୋଟ ପିଲାଙ୍କ ଦେଖିବା ମାତ୍ରେ ମନ ଖୁସି ହେଇଯାଏ ଆଉ କୋଉ କାହାଣୀରେ ଛୋଟ ପିଲା ଥିଲେ ସେହି କାହାଣୀ ପୁରା ଜମିଯାଏ ।ତେବେ ସିରିଏଲ ଠାରୁ ଆରମ୍ଭ କରି ଯାତ୍ରା ଯାଏ ଆଜି ସବୁଥିରେ ଛୋଟ ପିଲା ନଜର ଆସୁଛନ୍ତି ।ଆଉ ସେହି କୁନି କୁନି ପିଲାମାନେ ଏତେ ସୁନ୍ଦର ଅଭିନୟ କରୁଛନ୍ତି କି ଯାହା ଦେଖିଲେ ମନ ଖୁସି ହେଇଯାଏ ।ତେବେ ନିକଟରେ କୌଣାର୍କ ଗଣନାଟ୍ୟ ର ଏକ ସିନରେ କୁନି କଳାକାର ମାନେ ନଜର ଆସିଥିଲେ ।ଆଉ ସେମାନେ ଏତେ ସୁନ୍ଦର ଡ୍ୟାନ୍ସ ଓ ଅଭିନୟ କଲେ ଯେ ସେହି ସିନର ଭିଡ଼ିଓ ଆଜି ସୋସିଆଲ ମେଡିଆରେ ଭାଇରଲ ହେଉଛି ।

ତେବେ କୌଣାର୍କ ଗଣନାଟ୍ୟ ରେ ବହୁତ ସମୟରେ ହିଟ ନାଟକ ଗୁଡିକ ଭେଟି ଦେଇଥାଏ ।ଆଉ ବର୍ତ୍ତମାନ ଏହି ଗଣନାଟ୍ୟ ର ଏକ ନାଟକ ରେ ଛୋଟ ପିଲାଙ୍କୁ ନେଇ ଏକ ଗୀତ ଟି ଦେଖିବାକୁ ମିଳିଥିଲା ।ଗୀତ ଭିତରେ ପରିବାର ଭିତରେ ପିଲାଟି ଆସିବା ପରେ ସମସ୍ତଙ୍କ ଖୁସି ଦେଖିବାକୁ ମିଲଥିଲା ।ପୁରା ଗୀତ ଭିତରେ ପିଲାଟି ଛୋଟ ବଡ଼ ହେବା ଭିତରେ ତାର ସବୁ ଷ୍ଟେଜ ର ମସ୍ତି ମଜା ସବୁ ଦେଖିବାକୁ ମିଳିଥିଲା ।ତେବେ ଏହି ଭିତରେ ଅନେକ ଜଣ ଛୋଟ ପିଲା ନିଜର ସୁନ୍ଦର ଅଭିନୟ ଦେଖାଇଥିଲେ ।

କୁନି କଳାକାର ମାନଙ୍କର ଏମିତି ଅଳ୍ପ ସମୟର ଅଭିନୟ ଦର୍ଶକ ହୃଦୟ କିଣି ନେଇଥିଲା ।ତେବେ ଯାତ୍ରାର ଏହି ଭିଡ଼ିଓ ଟି ବର୍ତ୍ତମାନ ବହୁତ ଲୋକ ଦେଖି ସାରିଲେଣି ତେବେ ସିନ ଟି ଏତେ ସୁନ୍ଦର ଲାଗୁଚି କି ଯେତେ ଦେଖିଲେ ବି ଦର୍ଶକ ଙ୍କ ମନ ପୁରୁନି ।ତାଛଡା ସତ କହିବାକୁ ଗଲେ ଛୋଟ ପିଲା ମାନଙ୍କର ଏମିତି ନିଖୁଣ ଅଭିନୟ ଓ ଏତେ ବଡ଼ ଷ୍ଟେଜ ଉପରେ ବିନା ଡର ଭୟରେ ଲୋକଙ୍କୁ ଫେସ କରିବା ବହୁତ ପ୍ରଶଂସା ଯୋଗ୍ୟ ।ତେବେ ଆପଣ ଯଦି ଏଯାଏ ଏହି ଭିଡ଼ିଓ ଦେଖି ନାହାନ୍ତି ତେବେ ଥତୁ ଟିଏ ନିଶ୍ଚୟ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.