Anjali Arora Viral Video: MMS ଙ୍କ ପରେ ପୁଣି ଜଣେ ଅଭିନେତ୍ରୀ ଙ୍କ ପ୍ରାଇଭେଟ୍ MMS ଭିଡିଓ ହେଲା ଭାଇରାଲ…ଦେଖନ୍ତୁ Viral ଭିଡ଼ିଓ
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି।
ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଇଂଷ୍ଟା ଷ୍ଟାର ବା ଟିକଟକ ଷ୍ଟାର ଅଞ୍ଜଳି ଆରରା ଙ୍କ ର ଏକ ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ମଧ୍ୟ।
ତେବେ ଆପଣ ମାନେ ଅଞ୍ଜଳି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ପ୍ରାୟ ତାଙ୍କର ସଟ ଭିଡ଼ିଓ ଏବଂ ଧମକାଦର ଡ୍ୟାନ୍ସ ପାଇଁ ଖୁବ ପ୍ରସିଦ୍ଧ ଅଟନ୍ତି। ତେବେ କିଛି ଦିନ ତଳେ ସେ “କାଚା ବାଦାମ ” ରେ ଡ୍ୟାନ୍ସ କରି ଖୁବ ଚର୍ଚ୍ଚା ରେ ଥିଲେ ଏବଂ ଏଥିପାଇଁ ସେ ଏକ ଲାଇଭ ସୋ କୁ ମଧ୍ୟ ଯାଇଥିଲେ। ତେବେ ବର୍ତ୍ତମାନ ପୁଣି ତାଙ୍କର ଏକ ନୂଆ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି।
ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଅଞ୍ଜଳୀ ଙ୍କର ଏହି ଭିଡ଼ିଓ ଟି ବେଶ ଲୋକପ୍ରିୟ ହୋଇଛି। ତେବେ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି କି , ଇଂଷ୍ଟା ସୁନ୍ଦରୀ ଅଞ୍ଜଳି ଆରରା ବର୍ତ୍ତମାନ ର ଚର୍ଚ୍ଚିତ ହିନ୍ଦୀ ସଙ୍ଗ “ସେଇଁୟା ଦିଲ ମେ ଅନା ରେ” ଗୀତରେ ଡ୍ୟାନ୍ସ କରିଛନ୍ତି ।ତେବେ ଏହି ଗୀତ ରେ ସେ ବେଶ ଠୁମକା ଲଗାଇ ବହୁତ ସୁନ୍ଦର ଡ୍ୟାନ୍ସ କରିଛନ୍ତି।ଲାଜବାଵ ଠୁମକା ଡ଼୍ୟାନ୍ସ ସହ ତାଙ୍କର ଏକ୍ସପ୍ରେସନ ଦେଖି ଲୋକ ମାନେ ଆବାକ ହୋଇଛନ୍ତି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଅଞ୍ଜଳୀ ଆରରା ହେଉଛନ୍ତି ଜଣେ ଲୋକପ୍ରିୟ ଟିକଟକ ତାରକା ଯିଏକି ତାଙ୍କର ଡ୍ୟାନ୍ସ ଓ ରିଲ ଭିଡ଼ିଓ କୁ ନେଇ ପ୍ରାୟ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।
View this post on Instagram
ତେବେ ବର୍ତ୍ତମାନ କିନ୍ତୁ ତାଙ୍କର ଏହି ସୁପରହିଟ ଗୀତ “ସେଇଁୟା ଦିଲ ମେ ଅନା ରେ” ଗୀତ ର ଡ୍ୟାନ୍ସ ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଆପଣ ମଧ୍ୟ ତାଙ୍କର ଏହି ଡ୍ୟାନ୍ସ ଭିଡ଼ିଓ କୁ ଦେଖିଲେ ତାଙ୍କ ଡ୍ୟାନ୍ସ ର ପ୍ରଶଂସା ନକରି ରହି ପାରିବେ ନାହିଁ। ତେବେ ଅଞ୍ଜଳି ଙ୍କ ର ଏହି ଭାଇରାଲ ଭିଡ଼ିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଏହି ଭିଡ଼ିଓ ଟି କୁ ଆପଣ ମାନେ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।