Daily news update , Real odisha local news

Shocking ଭିଡିଓ – ନଦୀରେ ବାପା ଓ ତିନି ପୁଅ ଗାଧାଉ ଥିଲେ ହଠାତ୍ ବଢିଲା ପାଣି, ୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା…ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ Video

0 1,837

ବନ୍ଧୁମାନେ ବହୁତ ସମୟରେ ଆମେ କିଛି ଖୁସିର ସମୟ ବିତାଇବା ପାଇଁ ପ୍ରକୃତି କୋଳ କୁ ଯାଇଥାଉ,ତେବେ ସୁନ୍ଦର ଦେଖା ଯାଉଥିବା ଏହି ପ୍ରକୃତି ଯେ କେତେ ନିଷ୍ଠୁର ହେଇପାରେ ତାହା ଆପବ ଆଜିର ଘଟଣା ରୁ ବୁଝିପାରିବେ ।

ଜଣେ ବାପାଣିଜର 3 ପୁଅଙ୍କ ଧରି ନଦୀରେ ମସ୍ତି କରୁଥିଲେ ଆଉ ସେତେବେଳେ ତେଜି ଆସିଲା ନଦୀ ପାଣି ଆଉ ମୁହୂର୍ତ୍ତରେ ସବୁକିଛି ନଷ୍ଟ କରିଦେଲା ।କାରଣ ବାପାର ଆଖି ଆଗରେ ପାଣି ସୁଅରେ 3 ପୁଅ ଭାସିଗଲେ ଆଉ ତାପରେ ବାପାଙ୍କ ଅବସ୍ଥା ଜାଗା ହେଉଛି ଦେଝିଲେ ଆଖିରୁ ଲୁହ ଆସିଯିବ ।

ତେବେ କଥାରେ କୁହାଯାଏ କି ଜଳ ବିହୁନେ ସୃଷ୍ଟି ନାଶ ଓ ଜଳ ବିହୁଳେ ସୃଷ୍ଟି ନାଶ ତେବେ ଏହି ଜଳ ଆଜି ଜଣେ ବାପା ଙ୍କ ପାଇଁ ବହୁତ ବଡ଼ ଶତ୍ରୁ ପାଲଟି ଯାଇଛି ।ଖୁସି କରିବା ପାଇଁ ଆସିଥିବା ପରିବାର ଆଜି ଦୁଃଖରେ ଭରି ଯାଇଛି, ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ର ବାପା ପୁଅ 4 ଜଣ ବୁଲିବାକୁ ଆସିଥିଲେ ରାୟଗଡ଼ା କୁକିନ୍ତୁ ସେଠାରେ କାଳ ସାଧିଲା ନାଗବଳୀ ନଦୀ ।ନଦୀ ପାଣିରେ ପିଲା ଙ୍କ ସହିତ ଖେଳୁଥିଲେ ବାପା ତେବେ ଜାଣି ନଥିଲେ କି କିଛି ସମୟ ପରେ ତାଙ୍କର ଏହି ଖୁସି ଦୁଃଖରେ ପରିଣତ ହେଇଯିବ ।ତେବେ କିଛି ସମୟରେ ପରେ ନଦୀରେ ବନ୍ୟାଜଳ ମାଡି ଆସିଲା ଆଉ ତିନି ପୁଅକୁ ଭସାଇ ନେଲା ।

ପୁଅ ମାନଙ୍କୁ ଭାସି ଯାଉଥିବାର ଦେଖି ବାପା ପାଣି ଭିତରକୁ ଡେଇଁ ଯାଇଥିଲେ ଆଉ କେମିତି ବି ହେଉ ଦୁଇ ପୁଅକୁ ଉଦ୍ଧାର କରି ସାରିଥିଲେ । ହେଲେ ଯେତେବେଳେ ସାନ ପୁଅକୁ ଉଦ୍ଧାର କରିବାକୁ ଯାଆନ୍ତି ବାପା ସେତେବେଳେ 5 ବର୍ଷର ପୁଅ ର ଦେଖାମିଳି ନଥିଲା ।ପାଣିସୁଅ ଭିତରେ ବାପା ଲଗାତାର ପୁଅ ଖୋଜି ଚାଲିଥିଲେ ଆଉ ସେତିକିରେ ବାପାର ଅବସ୍ଥା କି ଖରାପ ହେବାକୁ ଲାଗିଥିଲା ।ତେବେ ସୌଭାଗ୍ୟ କୁ ଅଗ୍ନିଶମ ବିଭାଗ ଘଟଣା ସ୍ଥାନରେ ପହଁଚି ବାପାଙ୍କୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ପଠାଇବାକୁ ଚେଷ୍ଟା କରୁଥିଲେ ।

ତେବେ ଏତେ ପରେ ବି ବାପା ବାରମ୍ବାର ପଛକୁ ବୁଲି ଅନାଉଥାନ୍ତି କାଳେ ପୁଅର ଗୋଟିଏ ଝଲକ ମିଳିଯିବ ।ହେଲେ ଜଳ ଆଗରେ ଛୋଟ ପିଲାଟି ହଜିବାକୁ କେତେ ସମୟ ଲାଗିବ କିନ୍ତୁ ବାପାର ମନ କାହୁଁ ଥୟ ଧରୁଛି ।ତେବେ ଦୁଇ ପୁଅର ଚିକିତ୍ସା ପରେ ସେମାନେ ଠିକ ଅଛନ୍ତି, ହେଲେ ଅଗ୍ନିଶମ ବିଭାଗ ପାଣି ଭିତରେ ସମ ପୁଅକୁ ଯେତେ ଖୋଜିଲେ ବି ପାଉ ନାହାଁନ୍ତି ।ତେବେ ବନ୍ଧୁମାନେ ଆପଣ ବି ଯେତେବେଳେ ପ୍ରକୃତି ଖୁସି କରିବାକୁ ଯାଉଛନ୍ତି ସେତେବେଳେ ଜାଣି ନାହାଁନ୍ତି କି ସୁନ୍ଦର ଦେଖାଯାଉ ଥିବା ଜିନିଷ ବି କେଡେ ଭୟଙ୍କର ପାଲଟି ପାରେ ।ତେବେ ଆଜିର ଏହି ଘଟଣାକୁ ନଜରରେ ରଖି ସତର୍କ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.