Daily news update , Real odisha local news

ଶୀତଦିନେ ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି? ଜାଣନ୍ତୁ ଏହାର ଘରୋଇ ଚିକିତ୍ସା – Dr Pallavi

0 568

ବନ୍ଧୁମାନେ ଆମ ସମସ୍ତଙ୍କର ଶରୀର ସମାନ ନୁହେଁ ଅନେକଙ୍କ ଏନେକ ଜିନିଷ ପ୍ରତି ଏଲେର୍ଜି ରହିଥାଏ ।ତେବେ ଯେପରି କେହି କେହି ଅଧିକ ଧୂଳି ଥିବା ଜାଗାରେ ରହି ପାରନ୍ତି ନାହିଁ କାରଣ ସେମାନଙ୍କୁ ବାରମ୍ବାର ଛିଙ୍କ ଆସିଥାଏ ।ଠିକ ସେହିପରି ଅଧିକ ଥଣ୍ଡା ହେଲେ ବି ନାକ କୁଣ୍ଡେଇ ହୁଏ ଆଉ ନକ୍ତୁ ବାରମ୍ବାର ପାଣି ବାହାରିବା ଥାଏ ।

ତେବେ ଜଣକ ର ସାଧାରଣ ଛିଙ୍କ ହେବା ଆଉ ଏହି ସବୁ କ୍ଷେତ୍ରରେ ଛିଙ୍କ ହେବା ଅଲଗା ଅଟେ ।କେହି କେହି ଛିଙ୍କି ଛିଙ୍କି ଅସ୍ତବ୍ୟସ୍ତ ବିହେଇ ପଡ଼ନ୍ତି, ତେବେ ଏପରି ଛିଙ୍କ ରୁ ଆପଣ କେମିତି ମୁକ୍ତି ପାଇବେ ।

ତେବେ ଏପରି ଛିଙ୍କ ହେବାଏକ ପ୍ରକାରର ଗଙ୍ଗଲ ଇନଫେକ୍ଷ୍ନ ବି ଅଟେ ଯାହା ପ୍ରାୟତଃ ବିଶ୍ୱଂତ ଋତୁ ସମୟରେ ଦେଖିବାକୁ ମିଳିଥାଏ ।ତେବେ ଏହି ଋତୁରେ ଅଧିକ ଫୁଲ ଫୁଟିଥାଏ ଯେଉଁଥି ପାଇଁ ଫୁଲ ର ସୁଗନ୍ଧ ଆଉ ତାହାର ଅନୁ ଗୁଫିକ ବାୟୁ ମଣ୍ଡଳରେ ଘୁରି ବୁଲୁଥାଏ ।ଏଥିପାଇଁ ଏହା ଯେତେବେଳେ ଆମ ନାକରେ ପ୍ସଗେ ସେତେବେଳେ ଆମକୁ ଲଗାତାର ଛିଙ୍କ ହେବା ଆରମ୍ଭ ହେଇଯାଏ ।ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ଛିଙ୍କ ଖୁବ ଅସହ୍ୟ ହେଇଥାଏ ।ବାରମ୍ବାର ଚୀଙ୍କ ହେବା ନାକରୁ ପାଣୀ ବୋହିବା ଯୋଗୁ ଆପଣ ଙ୍କର କୌଣସି କାମରେ ମନ ଲାଗି ନଥାଏ ଆଉ ଆପଣ ଙ୍କ ଯୋଗୁଁ ଅନ୍ୟମାନେ ବି ବିରକ୍ତ ହେଇଥାନ୍ତି ।

ତେବେ ଯଦି ଆପଣ ଏହି ପରି ଛିଙ୍କ ଯୋଗୁଁ ଚିନ୍ତାରେ ଅଛନ୍ତି ତେବେ ସେଥିପାଇଁ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ଜରୁରୀ ଅଟେ ।ତେବେ ଡାକ୍ତର ସେହି ଅନୁସାରେ ଆପଣଂକୁ ମେଡ଼ିସିନ ଆଉ ବୋଷ୍ଟର ଡୋଜ ମଧ୍ୟ ନେଇଥାନ୍ତି ଯାହା ଦ୍ଵାରା ଆପଣଙ୍କ ଛିଙ୍କ କମିଥାଏ ।ନହେଲେ ଯେତେବେଳେ ଆପଣ କଁ ମାତ୍ରାରେ ଇନଫେକସନ ସେତେବେଳେ ଡାକ୍ତରଙ୍କ ପରାମର୍ଶରେ ନାଜଲ ସ୍ପ୍ରେ ବ୍ୟବହାର କଲେ କିଛି ଦିନ ମଧ୍ୟ୍ୟରେ ଠିକ ହୋଇଯାଏ ।ଆଉ ଯେତେବେଳେ କେହି ବ୍ୟକ୍ତି ଯଦି ଅଧିକ ଆଫେକ୍ଟ ଥାନ୍ତି ତେବେ ତାଙ୍କୁ ଡାକ୍ତରଙ୍କ ପାଖରେ ରହି କିଛି ଦିନ ଚିକିତ୍ସା ହୋଇ ଠିକ ହେବାକୁ ପଡିଥାଏ ।

ତେବେ ମନେ ରଖିବେ ଯଦି ଆପଣ ଏମିତି ଛିଙ୍କ ହେଉଥିଲେ ତାହାକୁ ଠିକରେ ଚିକିତ୍ସା ନକରି ଅଣଦେଖା କରୁଛନ୍ତି ତେବେ ସେତେବେଳେ ନାକରେ ମାଂସ ବଢ଼ିଯିବାର ସମ୍ଭାବନା ରହିଥାଏ ।ଆଉ ଏମିତି ହେଲେ ଅପରେସନ କରିବାକୁ ପଡିଥାଏ ଆଉ ଏଲେର୍ଜି ଇନଫେକସନ ହେଇଥିବା ଯୋଗୁ ଜୀବନ ସାରା ମେଡିସିନ ବି ନେବାକୁ ପଡିଥାଏ ।ତେଣୁ ଏମିତି ସମସ୍ୟା ହେବା ମାତ୍ରେ ସବୁଠାରୁ ଭଲ ଚିକିତ୍ସା ହେଉଛି ଆପଣ ଡାକ୍ତରଙ୍କ ପରାମର୍ଶରେ ଇମ୍ମ୍ୟୁନ ଥେରାପି କରନ୍ତୁ ।ଆଉ ଏମିତି କଲେ ଆପଣଂକୁ ସହଜରେ ଆଲର୍ଜି ଆଫେକ୍ଟ କରିପାରିବ ନାହିଁ ଆଉ ଆପଣ ଶାନ୍ତିରେ ଜୀବନ ବିତେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.