ଷ୍ଟେଜ ଉପରେ ଏମିତି Dance ଦେଖି ସହି ପାରିଲେ ନାହିଁ କେହିବି ଦର୍ଶକ, ଆଉ ତା’ ପରେ 4 ଘଣ୍ଟାରେ 311K ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି।
ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ। ମାତ୍ର କେବେ କେବେ ଏହିପରି ଅଶୀଳ ବା ଲଜ୍ୟା ଜନକ ଭିଡ଼ିଓ ଦେଖିବାକୁ ମିଳିଥାଏ ତାହା ଆମକୁ ଲଜିତ କରିଦେଇ ଥାଏ।
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।
ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ହଟ ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଆଉ ଏହି କପୁଲ ଙ୍କ ଡ୍ୟାନ୍ସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ। ତେବେ ଏହି କପୁଲ ଦୁଇ ଜଣ ପୁରା ପବ୍ଲିକ ରେ ଏହିପରି ରୋମାଣ୍ଟିକ ଡ୍ୟାନ୍ସ କରିଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଖରାପ ଲାଗିବ। ତେବେ ଡ୍ୟାନ୍ସ ଟି ଆମ ୯୦ ଦଶକ ର ଲୋକପ୍ରିୟ ଗୀତ , “ଆୟେଗା ମଜା ବରସାଥ ମେ” ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି। ତେବେ ଡ୍ୟାନ୍ସ କରିବା ସମୟ ରେ ଯୁବତୀ ଜଣଙ୍କ ପ୍ରଥମେ ପାଣି ରେ ଭିଜି ଯାଇଛନ୍ତି ଆଉ ତା ପରେ ଡ୍ୟାନ୍ସ କରିଛନ୍ତି।
ତେବେ ଏହା ପରେ ଏହି କପୁଲ ଦୁଇ ଜଣ ଏହି ସୁନ୍ଦର ଗୀତ ରେ ବହୁତ ରୋମାଣ୍ଟିକ ଭାବରେ ଡ୍ୟାନ୍ସ କରିଛନ୍ତି। ତେବେ ଆମେ ଯଦି ଡ୍ୟାନ୍ସ କଥା କହିବା ତେବେ ତାହା ସୁନ୍ଦର ରହିଛି ମାତ୍ର ଯଦି ଭିଡ଼ିଓ ଟି ବିଷୟ ରେ ଜଣେଇବୁ ତେବେ ତାହା ଅତ୍ୟନ୍ତ ଲଜ୍ୟା ଜନକ ତଥା ଅଶୀଳ ରହିଛି।ତେବେ ଏହି ଡ୍ୟାନ୍ସ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ସମସ୍ତେ ନିଜ ନିଜର ମତ ଦେଇଛନ୍ତି। ତେବେ ଆପଣ ମାନେ ଏହି ଭିଡ଼ିଓ କୁ ଦେଖି ନିଜର ମତ ନିଶ୍ଚିତ ଜଣାନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।