Daily news update , Real odisha local news

Parents Tips – ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍… ମିଳିବ ସୁଖଶାନ୍ତି

0 3,566

ବନ୍ଧୁମାନେ ମଣିଷ ନିଜ ଜୀବନରେ ବହୁତ କିଛି ପାଇବାକୁ ଚାହିଁଥାଏ ସେଥିପାଇଁ ସେ ଦିନରାତି ଖୁବ ପରିଶ୍ରମ କରିଥାଏ ।ତେବେ ମଣିଷ ଖୁସିରେ ବଂଚିବା ପାଇଁ ସବୁକିଛି କରିଥାଏ କ8ନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି ଯଦି ଜଣେ ନାରୀ ନିଜ ପାଖରେ ଥିବା ସିନ୍ଦୁର କୁ ନେଇ କିଛି ନିୟମ ଠିକରେ ପାଳନ କରିବେ ତେବେ ତାହା ସ୍ୱାମୀର ଭାଗ୍ୟ ବଦଳେଇ ଦେବ ।

ଆପଣ ଜାଣିଛନ୍ତି ପ୍ରତ୍ୟେକ ନାରୀ ବିବାହ ଓରେ ସ୍ୱାମୀ ଦେଇଥିବା ସିନ୍ଦୁର କୁ ମଥାରେ ଲଗେଇଥାନ୍ତି ।ହେଲେ ଏହି ସିନ୍ଦୁର ଲଗାଇବାର ବି ଅନେକ ନିୟମ ରହିଛି, ଆଜି ସେ ବିଷୟରେ ଆପଣ ଜାଣି ରଖନ୍ତୁ ।

-ମନେ ରଖନ୍ତୁ ପ୍ରତ୍ୟେକ ମହିଳା ସବୁବେଳେ ସିନ୍ଦୁର ନିଜ ପଇସାରେ କିଣି ଲଗାଇବେ ଭୁଲରେ ଅନ୍ୟ କାହାଠାରୁ ପଇସାରେ କିଣା ସିନ୍ଦୁର ମୁଣ୍ଡରେ ଲଗାନ୍ତୁ ନାହିଁ ।
2.ଯେତେ ବି ବଡ଼ ପରିସ୍ଥିତି ହେଉ ନା କାହିଁକି କେତେବେଳେ ଜଣେ ବିବାହିତା ମହିଳା ଅନ୍ୟ କୋଉ ସ୍ତ୍ରୀ ଲୋକ ସିନ୍ଦୁର ଆଣି ମୁଣ୍ଡରେ ଲଗାନ୍ତୁ ନାହିଁ ।ଏପରି କରିବାକୁ ବହୁତ ଅଶୁଭ ମଣାଯିବା ସହିତ ସ୍ୱାମୀର ଧନ ସମ୍ପତିରେ ହାନି ଘଟିଥାଏ ।
3.ଭୁଲରେ କେବେ ଭୁଲରେ କେବେ ଉପହାର ରେ ଦିଆଯାଇଥିବା ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ଏହି ସିନ୍ଦୁରର ବ୍ୟବହାର କୁ ଅଶୁଭ କୁହାଯାଏ ।

4.ସିନ୍ଦୁର ସବୁବେଳେ ଗାଧେଇ ପୂଜାର୍ଚ୍ଚନା କରିସାରି ଲଗାଇବା ଉଚିତ ଆଉ ସିନ୍ଦୁର ଲଗାଇବା ବେଳେ ସବୁବେଳେ ନିଜ ସ୍ୱାମୀଙ୍କର ଲମ୍ବା ଆୟୁଷ ବିଷୟରେ ଓ ମାତା ପାର୍ବତୀ ଙ୍କୁ ସ୍ମରଣ କରିବା ଦରକାର ।ଯାହାଦ୍ୱାରା ସ୍ବାମୀଙ୍କ ଜୀବନରେ ସୌଭାଗ୍ୟ ର ଉଦୟ ହେଇଥାଏ ।
5.ମନେ ରଖନ୍ତୁ ସିନ୍ଦୁର ଏକ ପବିତ୍ର ଜିନିଷ ତେଣୁ ଏହାକୁ କେବେ ପିରିୟଡ଼ ସମୟରେ ଲଗାନ୍ତୁ ନାହିଁ କାରଣ ତାହାର ଅପମାନ ହେଇଥାଏ ।ଏହାଛଡା ସିନ୍ଦୁରକୁ କେବେ ତଳେ ପକାନ୍ତୁ ନାହିଁ ।
6.ସବୁବେଳେ ଶୁଖିଲା ସିନ୍ଦୁର ଲଗାନ୍ତୁ କିନ୍ତୁ କେବେ ସିନ୍ଦୁର କୁମକୁମ ବ୍ୟବହାର କରନ୍ତୁ ନାହିଁ କାରଣ କୁକୁମ କୁ ଶୁଭ ମଣାଯାଏ ନାହିଁ ।
7.ତେବେ କେବେବି କାହା ସାମ୍ନାରେ ସିନ୍ଦୁର ଲଗାନ୍ତୁ ନାହିଁ ଏହକଲେ ଆପଣଙ୍କ ସିନ୍ଦୁରର ନଜର ଲାଗିବା ସହିତ ସ୍ୱାମୀର ପ୍ରେମ କମିଯାଏ ।
8.ସିନ୍ଦୁର ଡବାରେ ସବୁବେଳେ ଗୋଟିଏ ମୁଦ୍ରା ରଖିଥାନ୍ତୁ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ ।
9.ଘରେ କୋଣସୀ ମୃତାହ ଓ ଛୁତିକିୟା ହେଲେ ସିନ୍ଦୁରକୁ ସବୁବେଳେ ପୂଜା କରି ମୁଣ୍ଡରେ ଲଗାଇବା ଉଚିତ ।

10.ସିନ୍ଦୁର କୁ ସବୁବେଳେ ଛୋଟ ପିଲାଙ୍କ ଠାରୁ ଦୁରରେ ଆଉ କାହା ସିନ୍ଦୁର କୁ ନେଇ କେବେ ମଜା ଉଦେଇବେ ନାହିଁ ।ତେବେ ଏହି ନିୟମ ଗୁଡିକ ପାଳନ କରନ୍ତୁ ଦେଖିବେ ଆପଣଙ୍କ ଓ ଆପଣଙ୍କ ସ୍ୱାମୀର ଜୀବନରେ କେମିତି ଚମତ୍କାର ଘଟିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.