Daily news update , Real odisha local news

ଶୀତଦିନେ ଫଟା ଗୋଇଁଣ୍ଠି (Cracked Heels ) ଗୋଟେ ଦିନରେ ଠିକ ହୋଇ ନରମ ଏବଂ କୋମଳ ହୋଇଯିବ, କରନ୍ତୁ ଏହି ଛୁଟିଆ ଉପାୟ….

0 1,886

ବନ୍ଧୁମାନେ ଶୀତଦିନ ଆସିଲା ମନେ ଆମେ ସମସ୍ତଙ୍କ ପାଖରେ ସବୁଠାରୁ ବଡ଼ ସମସ୍ୟା ଥରେ କି ଦେହ ହାତ ଶୁଖିଲା ଦେଖାଯିବା ଓ ଗୋଇଠି ଫଟା ପରି ସମସ୍ୟା ହେବା ।ତେବେ ଯେତେବେଳେ ଗୋଇଠି ଭାଟିବା ଆରମ୍ଭ ହୁଏ ସେତେବେଳେ ଆପଣ ଗୋଇଠି ରେ ପ୍ରବଳ ଯନ୍ତ୍ରଣା ହେବା ସହିତ ଚାଳିବାରେ ବି ଅସୁବିଧା ହୁଏ ।

ଆଉ ଏହାକୁ ଭଲ କରିବା ପାଇଁ ଆପଣ ଅନେକ ଔଷଧ ଆଦିର ବ୍ୟବହାର କରିଥାନ୍ତି କିନ୍ତୁ ସେତିକିରେ ବି ତାହା ଭଲ ହୁଏ ନାହିଁ ।ତେବେ ସେହି ଗୋଇଠି ଫଟା କୁ ପୁରା ଭଲ କରିବା ପାଇଁ ଆମେ ଆଜି ଏକ ଖୁବ ସହଜ ଘରୋଇ ରିମେଡି ନେଇ ଆସିଛୁ ।ତେବେ ଏହି ରିମେଡି କୁ ଆପଣ ବ୍ୟବହାର କରି ଖୁବ ସହଜରେ କେବଳ ଗୋଟିଏ ଦିନ ଭିତରେ ନିଜର ଗୋଇଠି ଫଟା ରୁ ମୁକ୍ତି ପାଇ ପାରିବେ ।ତେବେ ଏବେ ଆସନ୍ତୁ ସେହି ଘରୋଇ ଉପାୟ ବିଷୟରେ ଜାଣିବା ।

ଆବଶ୍ୟକ ସାମଗ୍ରୀ:-

-ପେଟ୍ରୋଲିୟମ ଜେଲି
-କର୍ପୁର
-ନଡ଼ିଆ ତେଲ,

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଆପଣଂକୁ ଏହି ରିମେଡି ପାଇଁ କୁହାଯିବା ମୁତାବକ ସାମଗ୍ରୀ ରଖିବାକୁ ପଡିବ ।ଏବେ ସେହି ସମଗ୍ରୀ ରୁ ଏକ ଚାମଚ ପେଟ୍ରୋଲିୟମ ଜେଲି କୁ ନେଇ ଏକ ପାତ୍ର ରେ ରଖନ୍ତୁ ଆଉ ସେଥିରେ ଖଣ୍ଡିଏ କର୍ପୂର କୁ ରଖି ନିଅନ୍ତୁ । ଏବେ ସେହି କର୍ପୁର କୁ ଭଲ ଭାବରେ ଗୁଣ୍ଡ କରି ସେହି ପେଟ୍ରୋଲିୟମ ଜେଲି ସହିତ ମିକ୍ସ କରି ନିଅନ୍ତୁ ।
-ଏବେ ସେହି ପାତ୍ର ରେ ଏକ ଚାମୁଚ ନଡ଼ିଆ ତେଲ ଦେଇ ଭଲ ଭାବରେ ମିଶାଇ ନିଅନ୍ତୁ କରନ୍ତୁ ତାପରେ ସେଥିର ପୁଣି ଏକ ଚାମଚ ସୋରିଷ ତେଲ ସେଥିରେ ମିଶାନ୍ତୁ ।ତାପରେ ଏହି ରିମେଡି ପ୍ରସ୍ତୁତି ହେଇଯିବ ।

ରିମେଡି ର ବ୍ୟବହାର:-

-ଏହି ରିମେଡି କୁ ବ୍ୟବହାର ପାଇଁ ଆପଣ ରାତିରେ ନିଜ ଗୋଡ଼ କୁ ଭଲ ଭାବରେ ଧୋଇ ସଫା କରି ନିଅନ୍ତୁ।ଯଦି ସମଭଂ ଗରମ ପାଣିରେ ପାଦ କୁ କିଛି ସମୟ ରଖିଲେ ଆହୁରି ଭଲ ହେବ ।ତାପରେ ଗୋଡ଼ କୁ ପୋଛି ଦେଇ ନିଜ ପଦର ଗୋଇଠି ରେ ପ୍ରସ୍ତୁତ କରିଥିବା ରିମେଡିକୁ ଭଲ ଭାବରେ ଲଗାଇ ନିଅନ୍ତୁ ।ଏହାପରେ ଗୋଡ଼ କୁ ଏକ ପଲିଥିନ ଜରିରେ ଗୋଡେଇ ନିଅନ୍ତୁ ଆଉ ଏମିତି ଲଗାତାର 7 ଦିନ ଯାଏ କରନ୍ତୁ ଦେଖିବେ ଆପଣଙ୍କ ଗାର୍ଡ ଗୋଇଠି ଫଟା ସମ୍ପୂର୍ଣ୍ଣ ଦୂର ହେଇଯିବ ।ତେବେ ସହିତ ସମୟରେ ଏହା ଠାରୁ ଭଲ ଉପାୟ ଆଉ କିଛି ନାହିଁ ଯାହା ମାତ୍ର କଁ ସମୟ ଭିତରେ ଆପଣଂକୁ ଗୋଇଠି ଫଟା ରୁ ମୁକ୍ତି ଦେଇ ପାରିବ ।ତେଣୁ ଏହାକୁ ନିଶ୍ଚିତ ରୂପେ ବ୍ୟବହାର କରି ଉପକାର ପାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.