ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ।
ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆପଣ ମାନଙ୍କ ର ପ୍ରିୟ ଓଲିଉଡ ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଜଣେଇବୁ। ତାଙ୍କର ଜନ୍ମ ଠାରୁ ଆରମ୍ଭ କରି ତାଙ୍କର ଶିକ୍ଷା, ଅଭିନୟ ଜୀବନି ଏବଂ ବୈବାହିକ ଜୀବନ ପର୍ଯ୍ୟନ୍ତ ସବୁକିଛି। ତେବେ ବନ୍ଧୁଗଣ ଅଭିନେତ୍ରୀ ବର୍ଷା ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ତାଙ୍କର ଅଭିନୟ ଦ୍ୱାରା ସେ ସମସ୍ତ ଙ୍କୁ ନିଜର କରିପାରିଛନ୍ତି ଆଉ କଳାକାର ଦୁନିଆଁ ରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।
ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ , ୭ ଅଗଷ୍ଟ ୧୯୮୪ ମସିହା ରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ୩୯ ବର୍ଷ ଅଟେ। ତେବେ ତାଙ୍କର ପରିବାର ରେ ତାଙ୍କର ବାପା ମା ଓ ଦୁଇ ଭଉଣୀ ଅଛନ୍ତି ଯେଉଁ ମାନେ ତାଙ୍କୁ ସବୁ ସମୟରେ ସମର୍ଥନ କରି ଆସିଥାନ୍ତି। ତେବେ ସେ ତାଙ୍କର ପ୍ରାଥମିକ ଶିକ୍ଷା ସେ କଟକ ରୁ ହିଁ କରିଥିଲେ ଆଉ ସେ ଶୋଇଳବାଳା କଲେଜ ର ଛାତ୍ରୀ ଅଟନ୍ତି। ତେବେ ପିଲା ଦିନ ରୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିବା ସେ କହିଛନ୍ତି ଯାହା ପାଇଁ ଆଜି ନିଜର ଏକ ସ୍ଥାନ କଳାକାର ଜଗତ ରେ କରି ପାରିଛନ୍ତି ।
ତେବେ ସେ ତାଙ୍କର ଅଭିନୟ ଜୀବନ ୨୦୦୧ ମସିହା ରେ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ସିନେମା ର ଅଭିନୟ ଏତେ ଦମଦାର ଥିଲା କି ଏହା ପର ଠାରୁ ସେ ଗୋଟିଏ ପରେ ଗୋଟିଏ ଧମାକାଦାର ସିନେମା ଦର୍ଶକ ଙ୍କୁ ଦେଇ ଆସିଛନ୍ତି। ତେବେ ସେ ୨୦୦୮ ରେ ସେ ଓଲିଉଡ ର ଅଭିନେତା ଅନୁଭବ ମହାନ୍ତି ଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ବୈବାହିକ ଜୀବନ ରେ ବିବାଦ ରହିଛି ଯାହା ଆପଣ ମାନେ ଜାଣିଥିବେ। ତେବେ ତାଙ୍କର କେତେକ ଫୋଟ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଆପଣ ଆଗରୁ କେବେ ବି ଦେଖି ନଥିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।