Daily news update , Real odisha local news

RUPA PINTUଙ୍କ ଜୀବନର ଏହି ସତ ଜାଣି ନଥିବେ ଆପଣ, ଏମିତି କାମ କରିକି ଆଜି ଏତେ ଲୋକପ୍ରିୟ…

0 665

ବନ୍ଧୁମାନେ ଆଜିକାଲି ସୋସିଆଲ ବିଷୟରେ କିଏ ବା ନଜାଣିଛି, ତେବେ ବର୍ତ୍ତମାନ ଦେଖୁଥିବେ ଅନେକ ଲୋକମାନେ ୟୁଟ୍ୟୁବ ଚେନାଲ ଖୋଲି ସେଥିରେ ବ୍ଳଗିଂ କରିବାରେ ଲାଗୁଛନ୍ତି ।ତେବେ ବ୍ଳଗିଂ ଚେନାଲ ଗୁଡିକ ଭିତରୁ ଖୁବ ପରିଚିତ ଚେନାଲ ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ବିଷୟରେ କିଏ ବା ନଜାଣିଛି ।

ଓଡ଼ିଶାର ଘରେ ଘରେ ପରିଚିତ ରୁପା , ପିଣ୍ଟୁ ଓ ଖୁସି ନିଜ ୟୁଟ୍ୟୁବ ଚେନାଲ ମାଧ୍ୟମରେ ଆଜି ଖୁବ ସଫଳ ହେଇ ପାରିଛନ୍ତି ।ହେଲେ ଏହି ସଫଳତା ପଛରେ କିଛି ଏମିତି କାହାଣୀ ରହିଛି ଯାହା ବିଷୟରେ ହୁଏତ ଆପଣ କେବେ ଶୁଣି ନଥିବେ ।

ତେବେ କରନା ମହାମାରୀ ସମୟରେ ସମସ୍ତ ଙ୍କ ଜୀବନ ପୁରା ଅସ୍ତବ୍ୟସ୍ତ ହେଇ ଯାଇଥିଲା ଲୋକମାନେ ବଂଚିବା ପାଇଁ ଘର ଭିତରର ବନ୍ଦ ହୃ ରହିଥିଲେ ।ହେଲେ ଏହି ସମୟ ବି ଏକ ମଉକା ଥିଲା କିଛି ଲୋକଙ୍କ ପାଇଁ, ଯିଏ ସେହି ସମୟ ର ଠିକ ବିନିଯୋଗ କରି ପାରିଥିଲା ସେ ଆଜି ଖୁବ ସଫଳ ହେଇପାରିଛି ।

ଆଉ ସେହି ସଫଳ ବ୍ୟକ୍ତି ଭିତରେ ରୁପା,ପିଣ୍ଟୁ ଓ ଖୁସି ବି ସାମିଲ ଅଟନ୍ତି ।ତେବେ ସେହି ସମୟରେ ପିଣ୍ଟୁ ଓ ରୁପା ଟିକ ଟିକ ରେ ଏକ ରିଲସ ବନେଇ ସୋସିଆଲ ମେଡିଆ ପୋଷ୍ଟ କରିଥିଲେ ।ଆଉ ଏମିତି ଅନ୍ୟ କିଛି ଟିଲସ କରି ସୋସିଆଲ ମେଡିଆ ରେ ପୋଷ୍ଟ କରିବା ପରେ ସେହି ରିଲସ ଭିୟୁର ସଂଖ୍ୟା ବଡିବାରେ ଲାଗିଲା ।ହେଲେ ଠିକ ସେହି ସମୟରେ ଭାରତରେ ଟିକ ଟିକ ବେନ ହେଇଗଲା ।

ଆଉ ଏହାପରେ ରୂପ ପିଣ୍ଟୁ ରିଲସ କରି ପାରି ନଥିଲେ କିନ୍ତୁ ଚୁଫେଇ ବସି ନଥିଲେ ପିଣ୍ଟୁ ।ସେତେବେଳେ ସେ ୟୁଟ୍ୟୁବ ରେ ଏକ ଚେନାଲ ତିଆରି କଲେ ଯାହାର ନାମ ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ରଖିଲେ ।ଏହାପରେ ଏହି ଚେନାଲ ସେ ସେ ନିଜ ପରିବାର ଓ ପରିବାର ରେ ହେଉଥିବା କାର୍ଯ୍ୟକ୍ରମ ହୁଡ଼ିକୁ ଭିଡ଼ିଓ ମାଧ୍ୟମରେ ଦେଖାଇ ଚାଲିଲେ ।ତେବେ ତାଙ୍କ ପରିବାର ଭିତରେ ଥିବା ସ୍ନେହ ଓ ମଜାମସ୍ତି କୁ ଲୋକମାନେ ଦେଖିବାକୁ ଖୁବ ପସନ୍ଦ କରିବାରେ ଲାଗିଲେ । ଏହାପରେ ତାଙ୍କର ଭିଡ଼ିଓ ଗୁଡିକରେ ଭିୟୁର ଓ ସବସକ୍ରାଇବର ସଂଖ୍ୟା ବଡିବାରେ ଲାଗିଲା ।

ତେବେ ଆଜି ରୂପା ପିଣ୍ଟୁ ଓ ଖୁସି ଙ୍କର ବହୁତ ଆଲବମ ଦେଖିବାକୁ ମିଳୁଛି, ରୁପା ଙ୍କ ବୋହୁ ଙ୍କୁ ଦର୍ଶକ ମାନେ ପ୍ରଶଂସା କରୁଥିବା ବେଳେ ଖୁସି ର ମସ୍ତି କୁ ଲୋକମାନେ ଖୁବ ଭଲପାଇବା ଦେଉଛନ୍ତି।ତେବେ ଏମିତି ଏକ ଦୁଃଖ କଷ୍ଟ ଭରା କାହାଣୀ ଥିଲା ରୁପା ,ପିଣ୍ଟୁ ଓ ଖୁସି ସଫଳତା ପଛରେ ।ସହଜରେ କେବେ କିଛି ହାସଲ ହୁଏ ନାହିଁ କଠିନ ପରିଶ୍ରମ ଓ ଦୃଡ଼ ମନୋବଳ ଥିଲେ ଜଣେ ସଫଳତା ହାସଲ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.