Daily news update , Real odisha local news

ସର୍ଭେରୁ ହେଲା ବଡ଼ ଖୁଲାସା, ମହିଳାମାନେ ବିବାହ ପରେ ରାତିରେ ଗୁଗୁଲରେ କଣ ସର୍ଚ୍ଚ କରନ୍ତି? ଜାଣିଲେ ତାଯୁବ ହେବେ ଆପଣ

0 152

ବନ୍ଧୁମାନେ ବିବାହ ଏକ ଖୁବ ପବିତ୍ର ବନ୍ଧନ ଅଟେ, ଆଉ ଏହି ବନ୍ଧନରେ ପୁଅ ଝିଅ ବାନ୍ଧି ହେଲା ପରେ ଉଭୟଙ୍କ ଦାୟିତ୍ୱ ଆହୁରି ବଡିଯାଏ ।ତେବେ ଝିଅ ଟିଏ ନିଜ ଘର ପରିବାର କୁ ଛାଡ଼ି ଅନ୍ୟ ଘରକୁ ଯାଇଥାଏ ଆଉ ସେଠାରେ ଖାପଖୁଆଇ ଚଳିବାକୁ ଚେଷ୍ଟା କରିଥାଏ ।

ତେବେ ପୂର୍ବରୁ ନୂଆ ବୋହୁ ଙ୍କୁ ଅନେକ କଥା ଶିଖିବାକୁ ପଡୁଥିବା ବଡ଼ ମାନଙ୍କ ପାଖରୁ ହେଲେ ଆଜିକାଲି ସମସ୍ତଙ୍କ ହାତ ପାହାନ୍ତା ରେ ଟେକ୍ନୋଲୋଜି ରହିଛି ।ତେଣୁ ଆଜିର ବୋହୁ ମନେ ବିବାହ ର ପ୍ରଥମ ଦିନରୁ ହିଁ କିଛି ଏମିତି କଥା ଗୁଗୁଲ କୁ ପଚାରିଥାନ୍ତି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ତେବେ ଆଜିକାଲି ଗୁଗୁଲ ପାଖରେ ସବୁ ପ୍ରଶ୍ନ ର ଉତ୍ତର ରହିଛି, ତେଣୁ ବୋହୁ ମାନେ ବିବାହ ପରେ ଯେଉଁ ସବୁ କଥା ଗୁଗୁଲ କୁ ପଚାରିଥାନ୍ତି ତାହା ହୁଏତ ଆପଣ ମାନେ ଜାଣି ନଥିବେ ।ହେଲେ ବର୍ତ୍ତମାନ ଏକ ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣା ପଡ଼ିଛି କି ବିବାହ ପରେ ନୂଆ ବୋହୁ ମାନେ ସ୍ୱାମୀ ଙ୍କୁ କେମିତି ନିୟନ୍ତ୍ରିତ କରିବେ ସେହି ବିଷୟରେ ପଚାରି ବୁଝୁଛନ୍ତି ।କେବଳ ଏତିକି ନୁହେଁ ଏହାଛଡା ବି କିଛି ଏମିତି ପ୍ରଶ୍ନ ପଚାରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ଆଗକୁ ଦେଖନ୍ତୁ ।

ତେବେ ସୂଚନା ଅନୁଯାୟୀ ନୂଆ କରି ବିବାହ କରିଥିବା ମହିଳା ମାନେ ଗୁଗୁଲ କୁ ପ୍ରଥମ ପ୍ରଶ୍ନ କରୁଛନ୍ତି କି ସ୍ୱାମୀ କେମିତି ନିଜ ଆୟତରେ ରହିବ ।ଏହା ବ୍ୟତୀତ ଆଗକୁ କେମିତି ଫେମିଲି ପ୍ଲାନିଂ କରିବେ ଓ କୋଉ ସମୟରେ ପିଲା ଜନ୍ମ କଲେ ଠିକ ହେବ ତାହା ବି ଜାଣିବାକୁ ଚେଷ୍ଟା କରୁଛନ୍ତି ।ଏହା ବ୍ୟତୀତ ଅନ୍ୟ କିଛି ମହିଳା ମାନେ ଏହାବି ପଚାରି ବୁଝୁଛନ୍ତି କି କେମିତି ନୂଆ ପରିବାର ସହିତ ମିଳିମିଶି ରହିବେ ।କୋଉ କୋଉ ଉପାୟ ଦ୍ଵାରା ପରିବାର ଲୋକ ଖୁସି ହେବେ ଆଉ ଶାଶୁଘରେ କେମିତି ଆଚରଣ କରିବେ ।

ଏହିସବୁ ସହିତ ବ୍ୟବସାୟ ବାଣିଜ୍ୟ ରେ କେମିତି ପରିବାର ଲୋକଙ୍କ ସହିତ ହାତ ବାଣ୍ଟିବେ ସମସ୍ତଙ୍କ ମନ ଜାଣି କାମ କେମିତି କରିବେ ।ତେବେ ଏମିତି ସବୁ କଥା ବିଷୟରେ ବର୍ତ୍ତମାନ ର ବୋହୁ ମାନେ ଗୁଗୁଲ ରୁ ଜାଣିବାକୁ ଚାହୁଁଛନ୍ତି, ତେବେ ବାସ୍ତବରେ ନୂଆ ଘରେ ନୂଆ ନୂଆ ଦାୟିତ୍ୱ ନେଇ କାମ କରିବା ସବୁ ଝିଅଙ୍କ ପାଇଁ ନୂଆ ଅଟେ ।ଆଉ ଗୁଗୁଲ ପାଇଁ ହାତ ପାହାନ୍ତାରେ ଏସବୁର ଉତ୍ତର ପାଇ ପାରୁଛନ୍ତି ନୂଆ ବିବାହିତ ମହିଳା ମାନେ ।ଗୁଗୁଲ ପାଇଁ ନୂଆ ବୋହୁ ମାନେ ଅନେକ କଥା ବିନା ସଂକୋଚ ରେ ଜାଣିବା ସହିତ ଖୁବ ସହଜରେ ଓ ଜଲଦି ନୂଆ ପରିବାର ସହିତ ମିଳିମିଶି ରହି ପାରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.